ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଙ୍ଗଲ ମଝିରେ ଥିବା ଦମ୍ପତି ଙ୍କ ଘର ପାଖକୁ ଦୁଇ ଜଣ ଯୁବକ ଯାଇଥିଲେ।କଥା ହେବା ପାଇଁ ବାହାରକୁ ଡାକିଥିଲେ।ଏହି ସମୟରେ ଓଜନିଆ ହାତୁଡ଼ି କୁ ଲୁଚାଇ ରଖି ସିଧା ମୁଣ୍ଡ ରେ ଆଟାକ କରିଥିଲେ।
ତଳେ ପଡ଼ିଯିବା ପରେ ନିର୍ମମ ଭାବରେ ଛେଚି ଚାଲିଥିଲେ।କନ୍ଧମାଳ ଜିଲ୍ଲା ଗୋଛା ପଡ଼ା ରେ ନିର୍ମମ ହ-ତ୍ୟା-କା-ଣ୍ଡ ଘଟିଛି।ଗତ ୮ ତାରିଖ ରେ ଦମ୍ପତି ଙ୍କୁ ଦୁଇ ଜଣ ଯୁବକ ବାହାର କୁ ଡାକି ନେଇ ହାତୁଡ଼ି ରେ ପିଟି ପିଟି ହ-ତ୍ୟା କରିଛନ୍ତି।
ଘଟଣା ରେ ଗୋଚ୍ଛାପଡା ଥାନା ପୋଲିସ ହ-ତ୍ୟା ମାମଲା ରୁଜୁ କରି ମୁଖ୍ୟ ହ-ତ୍ୟା-କା-ରୀ ସମେତ ୧୦ ଜଣ ଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ଅନୁସାରେ ମୃ-ତ-କ ଦମ୍ପତି ଠାକୁର ବିଶ୍ବାସୀ ରହିଥିଲେ।
ଗ୍ରାମବାସୀ ଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହ ରେ ଗତ ୩ ତାରିଖ ରେ ଅଭିଯୁକ୍ତ ମାନେ ଏକ ବୈଠକ ଡାକିଥିଲେ।ସେଠାରେ ଦମ୍ପତି ଙ୍କୁ ହ-ତ୍ୟା କରିବା ପାଇଁ ନିଷ୍ପତି ନେଇଥିଲେ।
ତାପରେ ଅଭିଯୁକ୍ତ ମାନେ ଫୁଲବାଣୀ ରେ ରହୁଥିବା ଅଭିଯୁକ୍ତ ସୁନିଲ ଦିଗାଲ ଙ୍କୁ ଏହି ହ-ତ୍ୟା କରିବା ପାଇଁ କହିଥିଲେ।ଏଥିପାଇଁ ସେମାନେ ସୁନିଲ ଙ୍କୁ ୪୫ ହଜାର ଟଙ୍କା ଆଗୁଆ ଦେଇଥିଲେ।
ତାପରେ ସୁନିଲ ଗତ ୮ ତାରିଖ ରେ ଉଭୟ ଦମ୍ପତି ଙ୍କୁ ଜଙ୍ଗଲ କୁ ଡାକି ନେଇ ହାତୁଡି ରେ ପିଟି ପିଟି ହ-ତ୍ୟା କରିଥିଲେ।ଘଟଣା ରେ ପୋଲିସ ମାନେ ତଦନ୍ତ ଆରମ୍ଭ କରିଥିଲେ।
ଶେଷ ରେ ସ୍ଥାନୀୟ ସୁତ୍ର ରୁ ସୁରାଗ ପାଇ ଘଟଣା ରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ।ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।