Jan 1, 2024, 11:46 IST

ଗୁହାଳ ଭିତରେ ମଣିଷ ଛୁଆ କୁ ଜନ୍ମ ଦେଲା ଗାଈ, ଭୟ ରେ ଘରୁ ଦୌଡିଲା ମାଲିକ..

Special Report

ନମସ୍କାର ପାଠକ ବନ୍ଧୁ।ଦୁନିଆ ରେ ଅନେକ ପ୍ରକାର ଅଦ୍ଭୁତ ଦୃଶ୍ୟ ଆପଣ ମାନେ ଦେଖି ଥିବେ।ଆଜି ଆମେ ସେଭଳି ଏକ ଅଜବ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଗାଈ ଟି ଏ ଜନ୍ମ କରିଛି ଗୋଟିଏ ମଣିଷ ଛୁଆ।
Special Report
ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖଲିକୋର୍ଟ ବ୍ଲକ ବିରେନ୍ଦ୍ର ପୁର ପଞ୍ଚାୟତ ରେ।ସେଠାରେ ରହୁଥିବା ମିଟୁ ମହାପାତ୍ର ଙ୍କ ଗାଈ ଏଭଳି ଏକ ଅଦ୍ଭୁତ ଗାଈ ଜନ୍ମ ଦେଇଚି। ଯାହାକୁ ଦେଖିବା ପାଇ ତାଙ୍କ ଘରେ ଏବେ ଲୋକ ଙ୍କ ଭିଡ ଜମିଛି।
ସୂଚନା ଅନୁସାରେ ଗୋଟିଏ ଗାଈ ଜନ୍ମ କରିଛି ମଣିଷ ଛୁଆ।ଯେ କେହି ଏହି ଗାଈ କୁ ଦେଖିବ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବ।ସେହି ଅଞ୍ଚଳ ର ମିଟୁ ମହାପାତ୍ର ଙ୍କ ଘରେ ଜନ୍ମ ନେଇଛି ମଣିଷ ଭଳି ଦେଖା ଯାଉଥିବା ଗାଈ ।ସେ ଆଗରୁ ଗ-ର୍ଭ-ବ-ତୀ ଥିଲା।
ଗତ କାଲି ସନ୍ଧ୍ୟା ରେ ମିଟୁ ମହାପାତ୍ର ଗୁହାଳ ଭିତରକୁ ଯାଇ ଥିଲେ।ସେ ଦେଖି ଥିଲେ କି ଗାଈ ଟି ଛୁଆ ଜନ୍ମ କରିବ ବୋଲି କଷ୍ଟ ପାଉଥିଲା।ଅଳ୍ପ ଛୁଆ ଟି ବାହାରକୁ ବାହାରି ଆସି ଥିଲା।ଏହା ପରେ ଡାକ୍ତର ଆସି ଗାଈ ଟି କୁ ଇଞ୍ଜେକସନ ଦେଇଥିଲେ।ଇଞ୍ଜେକସନ ଦେବା ପରେ ଗାଈ ଟି ର ଛୁଆ ବାହାର କୁ ବାହାରି ଆସି ଥିଲା।
Special Report
ହେଲେ ତା ପରେ ସମସ୍ତେ ଯାହା ଦେଖିଲେ ତାହା ଆଶ୍ଚର୍ଯ୍ୟ ହୋଇ ଗଲେ।ଗାଈ ଟି ର ଛୁଆ ଟି ସମ୍ପୂର୍ଣ ରୂପେ ବିକଳାଙ୍ଗ ଥିଲା।ମଣିଷ ଭଳି ଦେଖା ଯାଉଥିବା ଛୁଆ ଟି ର ଶ୍ୱାସ କ୍ରିୟା କରିବା ପାଇଁ ନାକ ନ ଥିଲା।ମୁହଁ ଟି ବହୁତ ବଡ ଥିଲା।ପାଟି ରେ ସେ ଶ୍ୱାସ କ୍ରିୟା କରୁଛି।
ଯେ କେହି ବି ଏହାକୁ ପ୍ରଥମେ ଦେଖୁଥିଲା ଭୟବୀତ ହୋଇ ଯାଇ ଥିଲା।ମିଟୁ ମହାପାତ୍ର ଏହା ପରେ ପୁଣି ଥରେ ଡାକ୍ତର ଙ୍କୁ ଡକାଇ ଥିଲା।ଡାକ୍ତର ସେଠାରେ ପହଞ୍ଚି ଗାଈ ଓ ବାଛୁରୀ କୁ ଦେଖି କହିଥିଲେ କି ଏ ବାଛୁରୀ ଟି ଆଉ ଅଳ୍ପ ସମୟ ପାଇଁ ବଞ୍ଚିବ।ହେଲେ ଏ ଯାଏଁ ସେ ବାଛୁରୀ ର କିଛି ବି ହୋଇ ନାହିଁ।
ଏହି ବାଛୁରୀ ଟି ତାର ନିଜ ମୁହଁ ରେ ଖାଇ ପାରୁ ନାହିଁ।ମିଟୁ ମହାପାତ୍ର ତାକୁ କ୍ଷୀର ପିଆଇ ଦେଉଛନ୍ତି।ମିଟୁ ମହାପାତ୍ର କହିଛନ୍ତି କି ମୁଁ ମୋ ଜୀବନ ରେ କେତେ ଗାଈ ରଖିଥିଲି।ହେଲେ ଏଭଳି ଦୃଶ୍ୟ ମୁଁ କେଉଁ ଠାରେ ବି ଦେଖି ନାହିଁ।
ମଣିଷ ଭଳି ଦେଖା ଯାଉଥିବା ଏହି ଗାଈ ଟି ଆଉ ଅଳ୍ପ ସମୟ ପାଇଁ ବଞ୍ଚିବ ବୋଲି ସମସ୍ତେ କହୁଛନ୍ତି।ଯାହାକୁ ନେଇ ସେହି ଅଞ୍ଚଳ ରେ ଚର୍ଚ୍ଚା ଜୋର୍ ଧରିଛି।ଏହାକୁ ଦେଖିବା ପାଇଁ ପାଖ ଅଞ୍ଚଳ ଲୋକ ମାନେ ମିଟୁ ମହାପାତ୍ର ଙ୍କ ଘର କୁ ଆସୁଛନ୍ତି।

Advertisement