Mar 7, 2024, 09:12 IST

ଜେଜେ ର ଶୁଦ୍ଧିକ୍ରିୟା ରେ...ନାତି କୁ ଚୋବେଇ ଖାଇଲା କୁମ୍ଭୀର

Gg

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ନଦୀ ରେ ଗାଧାଉଥିବା ସମୟରେ ଜଣେ ଯୁବକ ଙ୍କୁ କୁମ୍ଭୀର ଟାଣି ନେଇ ଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।
ଆଉ ଏପଟେ କଇଁ କଇଁ ହୋଇ ନଦୀକୂଳ ରେ ପୁରା ପରିବାର କାନ୍ଦୁଛି।ଜେଜେ ଙ୍କ ର ଶୁଦ୍ଧିକ୍ରିୟା ସମୟରେ ନାତି କୁ କୁମ୍ଭୀର ଖାଇଦେଲା।
Tt
ଜେଜେ ମରିଗଲା ପରେ ନାତି ଶୁଦ୍ଧିକ୍ରିୟା କରିବାକୁ ନଦୀ କୁ ଆସିଥିଲେ।ଆଉ ଯେତେବେଳେ ନାତି ଲଣ୍ଡା ହୋଇ ପାଣି କୁ ଗାଧେଇବାକୁ ଯାଇଥିଲେ ସେତିକି ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇ ଯାଇଥିଲା।ଯାହାକୁ ନେଇ ସାରା ଅଞ୍ଚଳ ରେ ବର୍ତମାନ ଭୟ ଖେଳି ଯାଇଛି।
ଯୁବକ ଙ୍କ ନାମ ହେଉଛି ରାକେଶ କୁମାର ଗିରି।ତାଙ୍କର ବୟସ ମାତ୍ର ୨୨ ବର୍ଷ।ଜେଜେ ଙ୍କ ର ଶୁଦ୍ଧିକ୍ରିୟା ସରି ଯାଇଥିଲା ପରେ ପରିବାର ଲୋକେ ସମସ୍ତେ ଲଣ୍ଡା ହୋଇ ଥିଲେ।
Vb
ଆଉ ସେମାନଙ୍କ ସହିତ ରାକେଶ ମଧ୍ୟ ଲଣ୍ଡା ହୋଇଥିଲେ।ଏହାପରେ ନଦୀ କୁ ଗାଧେଇବା ପାଇଁ ଯୁବକ ଜଣଙ୍କ ଯାଇଥିଲେ।ହଠାତ୍ ରାକେଶ ପାଣି ଭିତରେ ବୁଡ଼ିବା ଆରମ୍ଭ କରିଥିଲେ।ଆଉ ତାଙ୍କ ବାପା ଙ୍କୁ ଚିତ୍କାର କରି ବଞ୍ଚାଇବା ପାଇଁ କହୁଥିଲେ।
ଯେତେବେଳେ ରାକେଶ ଙ୍କ ବାପା ପାଣି ଭିତରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରାକେଶ ସେହି ନଦୀ ରେ ହଠାତ୍ କୁଆଡେ ଉଭେଇ ଯାଇଥିଲେ।
ରାକେଶ ସେହି ପାଣି ଭିତରେ କୁଆଡେ ନିଖୋଜ ହୋଇଗଲେ ନା ତାଙ୍କୁ ନଦୀ ରେ କେଉଁ କୁମ୍ଭୀର ଖାଇଦେଲା ତାକୁ ନେଇ ଏବେ ସାରା ଅଞ୍ଚଳ ରେ ଆଶଙ୍କା ସୃଷ୍ଟି ହୋଇଛି। ପୁଅ ସହିତ ଏମିତି ଘଟିଯିବା ପରେ ପରିବାର ଲୋକମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାର ଆଳୀ ବ୍ଲକ ମଙ୍ଗରାଜ ପୁର ଗ୍ରାମର ସୁଶାନ୍ତ କୁମାର ଗିରି ଙ୍କ ୨୨ ବର୍ଷୀୟ ପୁଅ ରାକେଶ କୁମାର ଗିରି ବର୍ତମାନ ନିଖୋଜ ରହିଛନ୍ତି।ଏହା ବର୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement