Updated: Apr 19, 2024, 10:47 IST

ସରକାରୀ ଚାକିରୀ କରିଥିବା ସ୍ବାମୀ ଅଫିସ ଗଲା ପରେ.. ଡ୍ରାଇଭର ସହ ସମ୍ପର୍କ ରେ ବ୍ୟସ୍ତ ରହିଲେ ସ୍ତ୍ରୀ..

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଅ କୁ ପାଠ ପଢ଼ାଉ ପଢାଉ ବାପା କୁ ପ୍ରେମ କରି ବସିଲେ ମାଡାମ୍। ବାପା ମଧ୍ୟ ଏହି ମାଡମ୍ ଙ୍କୁ ଟଙ୍କା ଦେଇ ତାଙ୍କୁ ଘରକୁ ଡାକୁଥିଲେ।
ଆଉ ତାଙ୍କ ପୁଅ କୁ ଟିଉସନ୍ କରିବାକୁ ଏହି ସୁନ୍ଦରୀ ମାଡ଼ମ୍ ଜଣକୁ ଠିକ କରିଥିଲେ। ହେଲେ ଶେଷରେ କିନ୍ତୁ ସୁନ୍ଦରୀ ମାଡାମ୍ ର ପ୍ରେମରେ ଏହି ବାପା ପଡ଼ି ଯାଇଥିଲେ। ଘରକୁ ଘର ବୁଲି ଏହି ସୁନ୍ଦରୀ ମାଡାମ୍ ଜଣକ ପାଠ ପଢ଼ାଉ ଥିଲେ।
Hh
ଏଭଳି ପାଠ ପଢାଉ ପଢାଉ ନିଜର ସୁନ୍ଦର୍ ଚେହେରା ଦେଖାଇ ସେ ଯୁବକ ମାନଙ୍କୁ ଫସାଇ ଦେଉଥିଲେ। ତାହା ଥିଲା ପୁଣି ସେହି ପାଠ ପଢ଼ାଉ ଥିବା ଛାତ୍ର ଙ୍କ ବାପା ଙ୍କୁ। ଏହି ସୁନ୍ଦରୀ ମାଡାମ୍ ଜଣକ ନାମ ହେଉଛି ସୋନାଲି।
ତାଙ୍କର ବୟସ ମଧ୍ୟ ପାଖାପାଖି ୨୯ ବର୍ଷ ହୋଇଥିବ। ଏହି ମାଡାମ୍ ସୋନାଲି ଘରକୁ ଘର ବୁଲି ସେ ଛୋଟ ପିଲା ମାନଙ୍କୁ ପାଠ ପଢ଼ାଉ ଥାଆନ୍ତି। ଏହାପରେ କପିଲ ନାମକ ଏକ ବ୍ୟକ୍ତି ନିଜ ପୁଅ କୁ ପାଠ ପଢ଼ାଇବା ପାଇଁ ତାଙ୍କୁ ଘରକୁ ଡାକି ଥିଲେ।
ସୋନାଲି ମଧ୍ୟ ସବୁଦିନ କପିଲ ଥିବା ଅବସ୍ଥାରେ ହିଁ ତାଙ୍କର ପୁଅ କୁ ପାଠ ପଢ଼ାଇବା ପାଇଁ ଯାଉଥିଲେ। ଧୀରେ ଧୀରେ ସୋନାଲି ର ରୂପ ରଙ୍ଗ ଦେଖି କପିଲ ସୋନାଲି ପ୍ରତି ଆକର୍ଷିତ ହେବାରେ ଲାଗିଥିଲେ।
Hh
ସୋନାଲି ମଧ୍ୟ କପିଲ ଙ୍କ ପଇସା ଓ ଚାଲି ଚଳନ ଦେଖି କପିଲ ଙ୍କୁ ପସନ୍ଦ କରିବାକୁ ଲାଗିଥିଲେ। ସେଥିପାଇଁ ନିଜକୁ ଆହୁରି ସୁନ୍ଦର୍ କରିବାକୁ କପିଲ ଠାରୁ ସେ ମୋଟା ରକମର ଅନେକ ପଇସା ମଧ୍ୟ ଲୁଟିବାକୁ ଲାଗିଥିଲେ।
ଶେଷରେ ଦୁହେଁ ଦୁହିଁଙ୍କ ପ୍ରେମରେ ଏତେ ପାଗଳ ହୋଇଗଲେ ଯେ କପିଲ ନିଜ ସ୍ତ୍ରୀ ସ୍ବେହା କୁ ମିଛ କହି ସୋନାଲି ସହ ମିଳାମିଶା କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ସୋନାଲି କପିଲ କୁ ବାହା ହେବା ପାଇଁ ଜିଦି ଧରି ବସିଲା।
ଯେତେବେଳେ କପିଲ ସୋନାଲିକୁ ବାହା ହେବାକୁ ମନା କଲା ସେତେବେଳେ ସୋନାଲି ତାକୁ ଡରାଇବାକୁ ଆରମ୍ଭ କରିଦେଲା। ଏହାପରେ କପିଲ ଯେତେବେଳେ ନିଜ ସ୍ତ୍ରୀ କୁ ସବୁ କଥା କହିଦେଲା ଦୁହେଁ ମିଶି ସୋନାଲି କୁ ରାସ୍ତାରୁ ହଟାଇ ଦେଲେ।

Advertisement