May 8, 2024, 06:18 IST

ଝିଅ - ଝିଅ ମିଶି ହଷ୍ଟେଲ ରେ ହେଉଥିଲେ ଏମିତି...ପରେ ଝିଅ ର ବାପା ଅଚାନକ ଆସି ସବୁ ଦେଖି ଦେଲା..

Yu

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଝିଅ ମାନେ କିଭଳି କାଣ୍ଡ ଘଟାଉ ଛନ୍ତି।ଏଭଳି ଝିଅ ମାନଙ୍କ ପାଇଁ ଆଜି ସାରା ନାରୀ ଜଗତ କଳଙ୍କିତ।ତେବେ ଆପଣମାନେ ଆଗରୁ ଦେଖିଥିବେ ପୁଅ ମାନେ ମଦ ପିଇ ବିଭିନ୍ନ
ପ୍ରକାର ଖରାପ କାମ କରି ଥାଆନ୍ତି।ତେବେ ଆଜି ଆମେ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଝିଅ ମାନେ ମଦ ପିଇ ତାଣ୍ଡବ ଲୀଳା କରୁଛନ୍ତି।ଯାହାର ଭିଡିଓ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hu
ସୂଚନା ଅନୁସାରେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଚି।ଯେଉଁଥିରେ ଆପଣ ମାନେ ଦେଖିବାକୁ ପାଉ ଥିବେ କି ଝିଅ ମାନେ ଗୋଟିଏ ଘରେ କବାଟ ଦେଇ କିଭଳି ମଦ୍ୟପାନ କରୁଛନ୍ତି।
ଘରେ କେହି ନ ଥିବା ସମୟ ରେ ଜଣେ ଝିଅ ସାଙ୍ଗ ମାନଙ୍କୁ ଡକାଇ ମଦ ପାର୍ଟି କରୁଚି।ଏଥିରେ ସମସ୍ତେ ବହୁତ ଖୁସି ଅଛନ୍ତି।ସେମାନେ ସେଠାରେ ମଦ ପିଇ ନାଚୁଥିଲେ।
Hh
ଏହି ସମୟ ରେ ଘରେ ପହଞ୍ଚି ଯାଇ ଥିଲେ ଝିଅ ର ବାପା ମା।ବାପା ମା ଆସିବା ଜାଣି ପାରି ସେହି ଝିଅ ମାନେ ନିଜ ନିଜର ମଦ ବୋତଲ କୁ ଲୁଚାଇ ରଖି ଦେଲେ।ଓ ହାତ ରେ ବହି ଧରି ପାଠ ପଢିବାକୁ ବସି ଗଲେ।
ଏହା ଦେଖି ବାପା ମା ବହୁତ ଖୁସି ହୋଇ ଗଲେ।କିଛି ସମୟ ସେଠାରେ ରହି ସେମାନେ ସମସ୍ତ ଙ୍କ ହାତ ରେ କିଛି ଟଙ୍କା ଦେଇ ସେଠାରୁ ଚାଲି ଗଲେ।ଏହା ପରେ ସେହି ଝିଅ ମାନଙ୍କ ପାର୍ଟି ପୁଣି ଥରେ ଆରମ୍ଭ ହୋଇ ଯାଇ ଥିଲା।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଯେ କେହି ଏହି ଝିଅ ମାନଙ୍କୁ ଦେଖୁଚି ତାଙ୍କର ନିନ୍ଦା କରୁଚି।ଏଭଳି ଝିଅ ଆମ ସମାଜ ପାଇଁ କଳଙ୍କ।ବାପା ମା ଙ୍କୁ ମିଛ କହି ସେମାନେ ଏଭଳି କିଛି କାମ କରୁଛନ୍ତି।ଯାହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା କରା ଯାଉଛି।

Advertisement