Updated: Apr 17, 2024, 11:31 IST

ଦେହ ସୁଖ ପାଇଁ ପାଗଳ ହେଲା ପ୍ରେମିକା.... ବିବାହ ବେଦୀ ରୁ ପ୍ରେମିକ ସହ ହେଇଗଲା ଫେରାର..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁଇଦିନ ପରେ ହୋଇଥାଆନ୍ତା ବାହାଘର ମାତ୍ର ଘରର ଝିଅ ସବୁକିଛି ସାରି ଦେଇଥିଲା। ପୁରୁଣା ପ୍ରେମିକ ସହ ଘରୁ ଲୁଚି ପଳାଇ ଯାଇ ପୋଲିସ ନିକଟରେ ନିଜ ପ୍ରେମିକ କୁ ହିଁ ବିବାହ କରିବ ବୋଲି ଜିଦ୍ ଧରି ବସିଲା।
ସେଥିପାଇଁ ଏବେ ଝିଅ ଘର ଲୋକ ମାନେ ସଂପୂର୍ଣ୍ଣ ଭାବରେ ନିରୁପାୟ ହୋଇ ଯାଇଛନ୍ତି। ମିଳିଥିବା ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲାର , ବଂବ୍ରା ବ୍ଲକ୍ ସଦର ମହକୁମାର ବରଦୁଙ୍ଗରମୁଣ୍ଡା ଗ୍ରାମର,
Jj
ରୋହି ଦାସ୍ ଓରଫ କୃଷ୍ଣ ନାମକ ଜଣେ ଯୁବକଙ୍କ ସହିତ ଝାରସୁଗୁଡା ଜିଲ୍ଲା ପାକେରପଡ଼ା ଗ୍ରାମର କେଙ୍କର ଲୁଆର ଙ୍କ ଝିଅ ଜସ୍ମିତା ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ଉଭୟଙ୍କ ପ୍ରେମ ସମ୍ପର୍କ କୁ ଦୁଇ ବର୍ଷ ବିତି ଯାଇଥିବା ବେଳେ ଏବେ ଝିଅ ଜସ୍ମିତା ଙ୍କ ବିବାହ ତାଙ୍କର ପରିବାର ଲୋକେ ଅନ୍ୟତ୍ର କରିବାକୁ ଠିକ କରିଥିଲେ। ହେଲେ ଜସ୍ମିତା ଏହା ଜାଣି ପାରି ତାଙ୍କର ପୁର୍ବ ପ୍ରେମିକକୁ ସବୁ କଥା କହି ଦେଇଥିଲେ।
ଏହାପରେ ଦୁହେଁ ଘରୁ ପଳାଇ ଯାଇଥିଲେ। ଏହାପରେ ଝିଅର ବାପା ସହସପୁର ଫାଣ୍ଡି ରେ ନିଖୋଜ ଅଭିଯୋଗ କରିବାକୁ ପୋଲିସ ଉଭୟ ପ୍ରେମିକ ଏବଂ ପ୍ରେମିକା କୁ ବଂବ୍ରା ରୁ ଠାବ କରିଥିଲେ।
Hh
ଝିଅକୁ ଯେତେବେଳେ ପଚରା ଉଚରା କରାଯାଇଥିଲା ସେତେବେଳେ ଝିଅଟି ତାର ପ୍ରେମିକ କୁ ବିବାହ କରିବ ବୋଲି ମଧ୍ୟ କହିଥିଲା। ତେଣୁ ଝିଅ ଘର ଲୋକେ ନିରାଶ ହୋଇ ଫେରି ଯାଇଥିବା ମଧ୍ୟ ଏହା ଜଣା ପଡିଛି।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅଟି ଜିଦ୍ ଧରି ବସିଛି କି ସେ ତାର ପ୍ରେମିକ ଛଡା ଅନ୍ୟ କାହାରିକୁ ହେଲେ ମଧ୍ୟ ବିବାହ କରିବ ନାହିଁ ବୋଲି ଯାହାକି ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।

Advertisement