ନମସ୍କାର ପାଠକ ବନ୍ଧୁ।ଆପଣ ଙ୍କୁ ଜଣା ଥିବ ବର୍ତ୍ତମାନ ସମୟ ରେ ସମାଜ କିଭଳି ଖରାପ କାମ ରେ ଜଡିତ ରହୁଛି।ବର୍ତ୍ତମାନ ସମୟରେ କୌଣସି ଲୋକ ଙ୍କୁ ବିଶ୍ୱାସ କରିବା ଭୁଲ।ଛୋଟ ଠାରୁ ଆରମ୍ଭ କରି ସ୍ତ୍ରୀ ଲୋକ ପର୍ଯ୍ୟନ୍ତ ସମସ୍ତେ ବ-ଳ-ତ୍କା-ର ଭଳି ଜଘନ୍ୟ ଅପରାଧ ର ଶୀକାର ହେଉଛନ୍ତି।
ସମାଜ ରେ ଏଭଳି ନିନ୍ଦନୀୟ ଘଟଣା ମାନ ଘଟୁଛି ଯାହା କୁ କି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏହି ପୁରୁଷ ପ୍ରଧାନ ସମାଜ ଛୋଟ ଛୋଟ ପିଲା ଙ୍କୁ ମଧ୍ୟ ଛାଡୁ ନାହାନ୍ତି।ଏପରି ହେଲେ ସମାଜ ଦିନେ କିଭଳି ଅବସ୍ଥା ରେ ଆସି ପହଁଞ୍ଚିବ ଆପଣ ମାନେ ଥରେ ଭାବନ୍ତୁ।
ଏମିତି ଏକ ଘଟଣା ଘଟିଛି ପାର୍କ୍ସୋ ଭଳି ଗୋଟେ ଛୋଟ ଅଞ୍ଚଳ ରେ।ଜଣେ ନାବାଳିକା ଝିଅ କୁ ତା ମା ବଜାର କୁ କ୍ଷୀର ଆଣିବା ପାଇଁ ପଠେଇ ଥିଲା।ସେ ଝିଅ ଟି ବଜାର ରୁ କ୍ଷୀର ଆଣିବା ବେଳେ ସେହି ସ୍ଥାନ ର ଜଣେ ଯୁବକ ତାଙ୍କ ସହିତ ଖରାପ ବ୍ୟବହାର କରିବା ପାଇଁ ଇଚ୍ଛା
କରିଥିଲେ।ଉକ୍ତ ଝିଅ କୁ ଟେକି ନେଇ ଥିଲେ ଜଙ୍ଗଲ ଆଡକୁ ଏବଂ ବହୁତ ସମୟ ଧରି ତାଙ୍କ ସହିତ ଦୁ-ଷ୍କ-ର୍ମ କରିଥିଲେ।ସେ ବାରମ୍ବାର ବାରଣ କରିବା ସତ୍ୱେ ସେ ଶୁଣି ନ ଥିଲେ।ସେ ଝିଅ ଟି ସବୁ କଥା ଆସି ତା ମା କୁ ଜଣେଇ ଥିଲା।
ତା ମା ଏ ବିଷୟ ରେ ଜାଣି ପୋଲିସ କୁ ଖବର ଦେଲା।ପୋଲିସ ଘଟଣା ସ୍ଥଳ ରେ ପହଁଞ୍ଚି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା।ସେ ଛୋଟ ଝିଅ ଟିର ପୋଷାକ ରେ ଲଗିଥିବା ରକ୍ତ ରୁ ଜଣା ପଡିଲା ଯେ ଏହି ପୁଅ ର ରକ୍ତ ଏହା।
ଏହା ପରେ କୋର୍ଟ ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ତିତ କରିଛନ୍ତି।ଏହା ସହିତ ଏହି ୨୧ ବର୍ଷିୟ ଯୁବକ ଙ୍କୁ ୩୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହା ଯାଉଛି।ସୋସିଆଲ୍ ମିଡ଼ିଆ ରେ ଏହି ଭିଡିଓ ଟି ଅଧିକ ମାତ୍ରା ରେ ଭାଇରାଲ୍ ହେବାକୁ ଲାଗିଛି।
ଲୋକ ମାନେ କହୁଛନ୍ତି କି ସେ ଅଭିଯୁକ୍ତ ଙ୍କୁ ଫାସି ଖୁଣ୍ଟ ରେ ଝୁଲାଇ ଦେବା ଉଚିତ।ଏତେ ଛୋଟ ପିଲା ପ୍ରତି ଏମିତି କରିବାକୁ ଟିକେ ବି ଲାଜ ଲାଗିଲା ନାହିଁ।ଏଥିରୁ ଅନ୍ୟ ମାନେ କଣ ଶୀଖିବେ।ସମାଜ କୁ ଏମିତି ଘଟଣା ଧୀରେ ଧୀରେ ଖରାପ୍ ଆଡକୁ ନେଇ ଯାଉଛି।