Updated: Aug 6, 2023, 12:05 IST

ଘରକୁ ପଢ଼ାଇବାକୁ ଆସିଥିବା ଯୁବତୀ ସହ ରଖିଲା ଯୁବକ ଜଣକ ସମ୍ପର୍କ, ପରେ ସବୁ ଘଟଣା ଆସିଗଲା ସାମ୍ନାକୁ..

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଏଠାରେ ସାମାନ୍ୟ ସମ୍ପତି ପାଇଁ ଘରେ ଘରେ ଝଗଡ଼ା ଲାଗି ରହୁଛି।ଭାଇ ଭାଇ ମଧ୍ୟରେ ସମ୍ପର୍କ ଖରାପ ହେଇ ଯାଉଛି।ବିହାର ର ମକସୁଦପୁର ଅଞ୍ଚଳ ରେ ଏପରି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।
Viral
ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଜଣେ ମହିଳା ସାମାନ୍ୟ ସମ୍ପତି ପାଇ ନିଜ ଭାଇ ଭଳି ଦିଅର କୁ ମାରିବା ପାଇଁ ଚେଷ୍ଟା କରିଛି।
ସୂଚନା ଅନୁସାରେ ବିହାର ର ମକସୁଡ଼ାପୁର ରେ ରହୁଥିବା ମିଥିଲେଶ କୁମାର ଙ୍କ ପରିବାର ରେ କିଛି ଦିନ ତଳେ ଜମି ବାଡ଼ି ଗଣ୍ଡଗୋଳ ଲାଗି ରହିଥିଲା।ବହୁତ ଦିନ ଧରି ଝଗଡ଼ା ଲାଗି ରହିଥିଲା।
ଗାଁ ଲୋକେ ଏହାର ସମାଧାନ ପାଇଁ ଅନେକ ଚେଷ୍ଟା କରିଥିଲେ।କିନ୍ତୁ କିଛି ସମାଧାନ ହେଇ ପାରୁ ନଥିଲା।ମିଥିଲେଶ୍ କୁମାର ଙ୍କ ଭାଉଜ ଦିନ ଗରମ ପାଣି କରି ମିଥିଲେସ ଙ୍କ ଗୁପ୍ତାଙ୍ଗ ଉପରେ ଢାଳି ଦେଲେ।ଯାହା ଦ୍ୱାରା ତାଙ୍କ ଗୁପ୍ତାଙ୍ଗା ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା।
Viral
ତାଙ୍କୁ ସାଙ୍ଗେ ସଙ୍ଗେ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା।ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି।ଏହା ପରେ ମିଥିଲେଷ ଙ୍କ ପତ୍ନୀ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ସେ ତାଙ୍କ ଅଭିଯୋଗ ରେ ଲେଖିଛନ୍ତି କି ତାଙ୍କ ଘରେ ଅନେକ ଦିନ ହେଲାଣି ଜମି ବାଡ଼ି ଗଣ୍ଡଗୋଳ ଲାଗି ରହିଥିଲା।
ସେଥିପାଇଁ ମିଥିଳେଶ ଙ୍କ ଭାଉଜ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲା।ଶେଷ ରେ ଗରମ ପାଣି ଆଣି ତାଙ୍କ ଉପରେ ପକାଇ ଦେଇଥଲା।ଏବେ ମିଥିଲେଷ୍ ଙ୍କ ଦେହ ପ୍ରବଳ ମାତ୍ରା ରେ ଖରାପ ହୋଇ ଯାଇଚି।
Viral news
ତାଙ୍କ ଗୁପ୍ରାଙ୍ଗ ଜଳି ଯାଇଚି।ସେଥିପାଇଁ ତାଙ୍କ ଭାଉଜ ଙ୍କୁ ଦଣ୍ଡ ଦିଆ ଯାଉ।ଏ ବିଷୟରେ ପୋଲିସ ଜାଣି ଏବେ ତଦନ୍ତ ଜାରି ରଖିଛି।ଏହି କଥା ଏବେ ସେ ଅଞ୍ଚଳ ରେ ପ୍ରଚାର ହୋଇ ସାରିଛି।ଲୋକ ମାନେ ମିଥିଲେଶ କୁମାର ଙ୍କ ଭାଉଜ ଙ୍କୁ ଅନେକ କଥା କହୁଛନ୍ତି।

Advertisement