Updated: Mar 6, 2024, 17:13 IST

ମହିଳାଙ୍କ ସହ ଘର ମାଲିକ ଟଙ୍କା ଦେବେ କହି ୯ ମାସ ଧରି କରୁଥିଲେ ଏମିତି ଶେଷରେ ଟଙ୍କା ନଦେଇ କଲେ ଏମିତି

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ସୋସିଆଲ ମିଡିଆ ଆଜିକାଲି ଆମ ପାଇଁ ସୁବିଧା ହେଇଗଲାଣି ଯେ କୌଣସି ଖବର ହେଉ ନା କାହିଁକି ଆମ ପାଖରେ ଆଗ ପହଞ୍ଚି ଯାଉଛି। 
Women
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଜଣେ ଘର ମାଲିକ ବିବାହିତ ମହିଳାଙ୍କୁ ଟଙ୍କାର ଲୋଭ ଦେଖାଇ ଶା-ରୀ-ରି-କ ସୁଖ ନେଉଥିଲେ। 
Viral
ମହିଳା ଜଣକ ମଧ୍ୟ ମାଲିକଙ୍କ କଥାରେ ରାଜି ହୋଇ ଶା-ରୀ-ରି-କ ସମ୍ପର୍କ ରଖିଥିଲେ। ଥରେ କି ଦୁଇଥର ନୁହେଁ ଦୀର୍ଘ ଆଠରୁ ନଅ ମାସ ଧରି ଶା-ରୀ-ରି-କ ସମ୍ପର୍କ ରଖିଥିଲେ ଘର ମାଲିକ।
ଏମିତି କିଛି କହିଛନ୍ତି ନିଜେ ଜଣକ ବିବାହିତା ମହିଳା। ମହିଳା ଜଣଙ୍କ ଅଭିଯୋଗ ଅନୁଯାଇ, ମହିଳାଙ୍କ ଘର ମାଲିକ ଟଙ୍କାର ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଆଠ ରୁ ନଅ ମାସ ଧରି ବାରମ୍ଵାର ଶା-ରୀ-ରି-କ ସମ୍ପର୍କ ରଖି ଆସୁଥିଲେ। 
ଆଉ ଏବେ ଘର ମାଲିକର ମନ ଭରିଗଲା ପରେ ମହିଳାଙ୍କୁ ଟଙ୍କା ଦେବାକୁ ମନା କରିଥିଲା ମାଲିକ ଜଣକ। ଘର ମାଲିକ କଥାରେ ମହିଳା ଜଣକ ରାଜି ହୋଇ ନଅରୁ ଆଠ ମାସ ଶା-ରୀ-ରି-କ ସୁଖ ଦେଉଥିଲେ।
କିନ୍ତୁ ଏବେ ଘର ମାଲିକ ମହିଳା ଜଣକଙ୍କୁ ଟଙ୍କା ଦେବାକୁ ମନା କରୁଛି। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପୋଲିସ ଘର ମାଲିକଙ୍କୁ କେବେ ଗୁରଫ କରୁଛି।

Advertisement