Updated: Aug 14, 2023, 20:38 IST

କାହିଁକି ନାଥୁରାମ ଗାନ୍ଧିଜୀ ଙ୍କୁ କରିଥିଲେ ହ-ତ୍ୟା ଜାଣନ୍ତୁ ଏହାର ମୁଖ୍ୟ କାରଣ

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଭାରତ କୁ ସ୍ଵାଧୀନତା ଫେରାଇବା ପାଇଁ ଗାନ୍ଧିଜୀ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।ତାଙ୍କୁ ଜାତି ରେ ପିତା ବୋଲି କୁହା ଯାଇଥାଏ।ଭାରତ କୁ ସ୍ଵାଧୀନତା ଦେବା ପାଇଁ ସେ ସ୍ବପ୍ନ ଦେଖିଥିଲେ।ଓ ଶେଷ ରେ ତାହାକୁ ସତ ମଧ୍ୟ କରାଇ ଥିଲେ।
Gandhi
ହେଲେ ଭାରତ ସ୍ଵାଧୀନତା ପାଇବାର କିଛି ଦିନ ପରେ ନାଥୁରାମ ଗଡସେ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗୁଳି ମାରି ହ-ତ୍ୟା କରିଥିଲେ।ହେଲେ ସେ ଗାନ୍ଧିଜୀ ଙ୍କୁ କାହିଁକି ମାରି ଥିଲେ ସେ ବିଷୟ ରେ କେହି ବି ଜାଣି ନାହାନ୍ତି।ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଶୁଣି ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ।
ସେଦିନ ଥିଲା ୧୯୪୮ ମସିହା ଜାନୁଆରୀ ୩୦ ତାରିଖ।ବିରଳା ଭବନ ରେ ବାପୁ ବସି ଥାନ୍ତି।ଏହି ସମୟ ରେ ତାଙ୍କୁ ଦେଖା କରିବାକୁ ଆସିଥିଲେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ।
ଏବଂ ସେଦିନ ପ୍ରାର୍ଥନା ସଭା ପରେ ନେହେରୁ ମଧ୍ୟ ବାପୁ ଙ୍କୁ ଦେଖା କରିବାର ଥିଲା।ହେଲେ ବାପୁ ପ୍ରାର୍ଥନା ସଭା କୁ ଯାଉ ଥିବା ବେଳେ ନାଥୁରାମ ଗଡସେ ନାମକ ବ୍ୟକ୍ତି ତାଙ୍କ ପାଖକୁ ଆସି ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।ଓ ଏହା ପରେ ସେ ତାଙ୍କ ପକେଟ ରୁ ବନ୍ଧୁକ ବାହାର କରି ଗୋଟିଏ ଗୁଳି ପେଟ ରେ ଓ ଅନ୍ୟ ଦୁଇଟି ଗୁଳି ପିଠି ରେ ମାରି ଥିଲେ।
Viral news
ଏହାପରେ ଗାନ୍ଧିଜୀ ହେ ରାମ କହି ସେହି ସ୍ଥାନ ରେ ଟଳି ପଡ଼ି ଥିଲେ।ସେ ସ୍ଥାନ ରେ ବହୁତ ସଂଖ୍ୟକ ଲୋକ ଙ୍କ ସମାଗମ ଦେଖିବାକୁ ମିଳି ଥିଲା।ପାଖାପାଖି ୧୫ ଲକ୍ଷ ଲୋକ ସେଦିନ ସଭା ଶୋଭା ଯାତ୍ରା ରେ ଉପସ୍ଥିତ ଥିଲେ।ଏପରି କାହାରି ଶୋଭା ଯାତ୍ରା ରେ ହୋଇ ନ ଥିଲା।
ହେଲେ ନାଥୁରାମ ଏପରି କାହିଁକି କଲେ। ନାଥୁରାମ ଆଗରୁ ଗାନ୍ଧିଜୀ ଙ୍କୁ ସେ ଭଲ ପାଉ ଥିଲେ।ହେଲେ ପରେ ସେ ଗାନ୍ଧିଜୀ ଙ୍କୁ ଘୃଣା କରିବାକୁ ଲାଗିଲେ।ଏହାର କାରଣ ହେଉଛି ଗାନ୍ଧୀ ମୁସଲିମ ମାନଙ୍କୁ ସପୋର୍ଟ କରୁଥିଲେ।
ଦେଶ ବିଭାଜନ ହେବା ପରେ ଗାନ୍ଧୀ ରିଜର୍ଭ ବ୍ୟାଙ୍କ କୁ ମଧ୍ୟ ବିଭାଜନ କଲେ।ଭାରତ ରୁ ଅର୍ଥ ପାକିସ୍ଥାନ କୁ ଗଲା।ଓ ସେଠାରେ ଆତଙ୍କବାଦୀ ମାନେ ଭାରତ ଟଙ୍କା ରେ ଚଳିଲେ।ଓ ଭାରତ ବିରୋଧ ରେ ଲଢ଼ିଲେ।ଯାହାକୁ ସହି ପାରି ନ ଥିଲେ ନାଥୁରାମ ଗଡସେ।ତେଣୁ ସେ ଗାନ୍ଧିଜୀ ଙ୍କୁ ହ-ତ୍ୟା କଲେ।

Advertisement