Sep 28, 2023, 09:11 IST

ମୁଁ ଗାଧଉଥିଲା ବେଳେ ସେ ରେକର୍ଡ କରି ଏବେ କହୁଚି ମୋ ସହ ଶାରୀରିକ ସଂପର୍କ ରଖ ନହେଲେ ତତେ ମାରିଦେବି

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ଜାଣି ଥିବେ।ଜଣେ ଯୁବକ ଏକାଧିକ ଯୁବତୀ ଙ୍କ ସହିତ ସମ୍ପର୍କ ରଖିଛନ୍ତି।କାମ ଦେବା ବାହାନା ରେ ଝିଅ ଙ୍କୁ ଆଣି ବେ-ଶ୍ୟା-ଳ-ୟରେ କାମ ଦିଏ।କିଛି ଆଲବମ ରେ ମଧ୍ୟ ସୁଟିଂ କରିବା ପାଇଁ ଝିଅ ଙ୍କୁ ଆଣେ ।
Special report
ସେମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖେ।ଓ କାମ ସରିଗଲା ପରେ ତାଙ୍କୁ ପଇସା ନ ଦେଇ ଛାଡି ଦିଏ।ଯାହା ଫଳ ରେ ପରବର୍ତ୍ତୀ ସମୟରେ ଉକ୍ତ ଯୁବତୀ ମାନେ ଗ-ର୍ଭ-ବ-ତୀ ହୋଇ ଯାଆନ୍ତି।ଏମିତି ଏକ ଘଟଣା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଗତ କାଲି ଥାନା ରେ ଏଭଳି କିଛି ଅଭିଯୋଗ ଆସିଛି।ଏହି ଅଭିଯୋଗ ଅନୁଯାୟୀ ଜଣେ ଯୁବତୀ ତାଙ୍କ ପ୍ରେମିକ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ସେ କହିଛନ୍ତି କି ମୁ ସେ ଯୁବକ ଙ୍କୁ ଜାଣି ନ ଥିଲି।ସେ କାମ ଦେବା କଥା କହି ଥିଲେ।ଯାହା ଫଳ ରେ ମୁଁ ତାଙ୍କ ସହିତ ଚାଲି ଯାଇଥିଲି।
Special report
ଏହା ପରେ ସେ ମୋତେ ସୁଟିଂ ସେଟ୍ ରେ କାମ ଦେଲେ।ମୋର ସରକାରୀ କ୍ଷେତ୍ର ରୁ ଚାକିରି ଆସି ଥିଲା।ହେଲେ ସେ ମୋ ଫୋନ୍ କୁ ଭାଙ୍ଗି ଦେଲେ।ମୋ ସହିତ ଶା-ରି-ରୀ-କ ସମ୍ପର୍କ ରଖିଲେ।ଧୀରେ ଧୀରେ ମୁ ତାଙ୍କ ବିଷୟ ରେ ଅଧିକ ଜାଣି ବାକୁ ପାଇଲି।
ସେ ଭଲ ଲୋକ ନୁହେଁ।ସେ ଗୋଟିଏ ଠକ।ଅନେକ ଝିଅ ଙ୍କ ସହିତ ତାର ସମ୍ପର୍କ ରହିଛି।ଏପରି କାମ ଯୋଗାଇ ଦେବ କହି ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖେ।ତାଙ୍କୁ ଗର୍ଭବତୀ ମଧ୍ୟ କରାଇ ଦିଏ।ଶେଷ ରେ ତାଙ୍କୁ ଛାଡି ଦିଏ।
ଆଜି ଯାଏଁ ସେ ଯେଉଁ କାମ କରୁଥିଲେ।ତାଙ୍କ ପଇସା ମଧ୍ୟ ଦେଇ ନାହିଁ।ମୁ ଥରେ ସେହି ଯୁବକ ଙ୍କ ଫୋନ୍ ଆଣି କଥା ହେଉଥିଲି।ସେହି ସମୟ ରେ କିଛି ଯୁବତୀ ମାନେ ମୋତେ ଫୋନ୍ କଲେ ଆଉ କହିଲେ।ତାଙ୍କ ସହିତ କାମ କର ନାହିଁ।
ଏହା ଶୁଣି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇ ଗଲେ।ସେ ତାଙ୍କ ନାମ ରେ ଥାନା ରେ ଅଭିଯୋଗ କଲେ।ସେ ଏବେ ଚାହୁଁଛନ୍ତି କି ତାଙ୍କ ଭଳି ଆଉ କୌଣସି ବି ଯୁବତୀ ଠକାମୀ ରେ ନ ପଡନ୍ତୁ।ଖୁବ୍ ଶୀଘ୍ର ସେ ଯୁବକ ଙ୍କୁ ଗିରଫ କରା ଯାଉ।ଏହି ଘଟଣା ବିଷୟରେ ଏବେ ଚାରି ଆଡେ଼ ଚର୍ଚ୍ଚା କରା ଯାଉଛି।

Advertisement