Updated: Sep 3, 2023, 09:28 IST

ନିଜ ମା ଙ୍କୁ କୁଣ୍ଢାଇ ଶେଷରେ ପ୍ରତିଜ୍ଞା କଲେ ସନି ଦେୱାଲ୍, ମା ମୁଁ ଆଉ ଥରେ ଗଦର୍ ୩ ବାହାର କରି ପାକିସ୍ତାନ କୁ ବେଜ୍ଜିତ କରିବି

Viral

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସନି ଦେବାଲ ଙ୍କୁ ନେଇ ସବୁଆଡେ ଚର୍ଚ୍ଚା।ତାଙ୍କୁ କିଏ ବା ନ ଜାଣେ।ଦିନ ଥିଲା ଯେତେବେଳେ ସେ ବଲିଉଡ ରେ ରାଜ କରୁଥିଲେ।ଦର୍ଶକ ମାନଙ୍କୁ ବହୁତ ହିଟ୍ ହିଟ୍ ଫିଲ୍ମ ଭେଟି ଦେଇଥିଲେ ସେ।ସେ ୯୦ ଦଶକ ରେ ଜଣେ ଆଗ ଧାଡ଼ି ର କଳାକାର ଥିଲେ।
ଏହା ପରେ ସେ ବଲିଉଡ ରୁ କିଛି ଦିନ ପାଇଁ ଦୂରେଇ ଗଲେ।ଏହି କିଛି ଦିନ ହେବ ସେ ଆଉ ଗୋଟେ ଫିଲ୍ମ କରିଥିଲେ।ଯାହାର ନାମ ଗଦର ୨ ।ଯାହାକୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟ ରେ ଭିଡ ଜମୁ ଥିଲା।ଏହି ଫିଲ୍ମ ରେ ସେ ଓ ଅମିଶା ପଟେଲ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି।
ଏହି ଫିଲ୍ମ ଟି ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।ଏହାର ପ୍ରଶଂସା ସବୁବେଳେ କରା ଯାଉଚି।ଏହା ମଧ୍ୟ ୧୦୦ କୋଟି କ୍ଲବ୍ ରେ ପହଞ୍ଚି ଥିଲା।ଆଜି ସେ ତାଙ୍କ ଫିଲ୍ମ ପାଇଁ ଯେତିକି ପରିଚିତ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସେତିକି ପରିଚିତ ଅଛନ୍ତି।
Viral
ସେ ହେଉଛନ୍ତି ଧର୍ମେନ୍ଦ୍ର ଦେବାଲ ଓ ମା ପ୍ରକାଶ କୌର ଙ୍କ ପୁଅ।ଅନେକ ବର୍ଷ ଧରି ସେ ସମସ୍ତଙ୍କ ଠାରୁ ଦୂରେଇ ରହୁଥିଲେ।ଏବେ କିନ୍ତୁ ସେ ସୋସିଆଲ ମିଡ଼ିଆ ରେ ସବୁବେଳେ ନିଜ ଫଟୋ ଅପଲୋଡ଼ କରୁଛନ୍ତି।ଏହି କିଛି ଦିନ ତଳେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
Viral
ଏଥିରେ ସେ ତାଙ୍କ ମାଆ ପ୍ରକାଶ କୌର ଙ୍କ ସହ ଦେଖା ଯାଇଥିଲେ।ଏହା ତାଙ୍କ ମାଆ ଙ୍କ ଜନ୍ମ ଦିନ ପାର୍ଟି ର ଏକ ଫଟୋ ଥିଲା।ଯେଉଁଥିରେ ସେ ନିଜ ମା ପ୍ରକାଶ କୌର ଙ୍କୁ କୁଣ୍ଢାଇ ଧରିଛନ୍ତି।ଓ ପୁଅ ଛାତି ରେ ମା ଲାଗି ଆଖି ବନ୍ଦ କରି ଦେଇଛନ୍ତି।
ଏଥିରୁ ଦେଖା ଯାଉଚି କି ସେ ଯେମିତି ତାଙ୍କର ସବୁ ଦୁଃଖ ଭୁଲି ଯାଇଛନ୍ତି।ଶନି ଙ୍କ ତାଙ୍କ ପ୍ରତି ଥିବା ଏତେ ଭଲ ପାଇବା ଦେଖି ଲୋକ ମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।ଏମିତି ପୁଅ ସବୁ ବାପା ମା ଙ୍କୁ ମିଳୁ ବୋଲି ସମସ୍ତେ କହିଛନ୍ତି।
Boby
ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ତାଙ୍କ ଫିଲ୍ମ କୁ ନେଇ ସେ ଚର୍ଚ୍ଚା ରେ ରହୁଛନ୍ତି।ତାଙ୍କ ଫିଲ୍ମ ଲୋକେ ଖୁବ୍ ପ୍ରଶଂସା କଲେ।ଏହା ପରେ ସେ ତାଙ୍କ ସୋସିଆଲ ମିଡିଆରେ ମା ଙ୍କ ସହିତ ଫଟୋ ଦେଇଥିଲେ।ଲୋକ ମାନେ ଏହାକୁ ବହୁତ ଲାଇକ କରିଛନ୍ତି।

Advertisement