Updated: Aug 20, 2023, 15:35 IST

ସନି ଦେୱାଲ ଙ୍କ ଫିଲ ଗଦର୍ ୨ ରେ ପାକିସ୍ତାନ କୁ ବେଜ୍ଜିତ କରିବାରୁ ରାଗି ଯାଇଛନ୍ତି ପାକିସ୍ତାନୀ, ଫିଲ୍ମ ଆମେ ଦେଖିବୁନି କହି କଲେ ଆନ୍ଦୋଳନ

VIRAl

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସନି ଦେବାଲ ଙ୍କୁ ସମସ୍ତେ ଜାଣି ଥିବେ।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ଙ୍କ ମନ କୁ ଛୁଇଁ ଥାଏ।ସେଥିପାଇଁ ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରିଥାନ୍ତି।ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରହିଛନ୍ତି।
ଏହାର କାରଣ ହେଉଛି ତାଙ୍କ ଅଭିନୀତ ଗଦର ୨ ପାଇଁ।ଏଥିରେ ସେ ଅମିଶା ପଟେଲ ଙ୍କ ସହିତ ଅଭିନୟ କରିଛନ୍ତି।ଏବେ ସାରା ଦେଶ ରେ ତାଙ୍କ ର ଏହି ଫିଲ୍ମ କୁ ନେଇ ଚର୍ଚ୍ଚା।ଏହାର ପ୍ରଥମ ଭାଗ ରେ ଯେତିକି ଚର୍ଚ୍ଚା ହୋଇ ଥିଲା ତାହା ଠାରୁ ଅଧିକ ଦିତୀୟ ଭାଗ କୁ ନେଇ ଚର୍ଚ୍ଚା ହେଉଚି।
Gadar
ଏହି ଫିଲ୍ମ ଟି ଏବେ ବକ୍ସ ଅଫିସ ରେ ହଇଚଇ ସୃଷ୍ଟି କରୁଚି।ଲୋକ ମାନେ ଏହି ଫିଲ୍ମ କୁ ବହୁତ ପସନ୍ଦ କରୁଛନ୍ତି।୧୦୦ କୋଟି ଟଙ୍କା ରୁ ଅଧିକ ରୋଜଗାର କଲାଣି ଏହି ଫିଲ୍ମ ଟି।ଏହି ଫିଲ୍ମ କୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ଥାନ ଜନତା।
ସେମାନଙ୍କ ମତ ରେ ସନି ଦେବାଲ ଏହି ଫିଲ୍ମ ରେ ପାକିସ୍ଥାନ କୁ ଆସି ପାକିସ୍ଥାନୀ ଜନତା ଙ୍କୁ ମାରି ଦେଇ ଚାଲିଗଲେ।ଏହା କେବଳ ଫିଲ୍ମ ରେ ସମ୍ଭବ।ପ୍ରକୃତ ରେ ସେ କିଛି ବି କରି ପାରିବେନି।ଏଥିପାଇଁ ସେ ବହୁତ ଟଙ୍କା ନେଇ ଥିବେ।ତାଙ୍କର ଯଦି ସାହାସ ଅଛି ଆସି ଏବେ ଲଢନ୍ତୁ ଆମ ସହିତ ବୋଲି ପାକିସ୍ଥାନୀ ଜନତା କହିଛନ୍ତି।
ଏହି ଫିଲ୍ମ ରେ ସନି ଦେବାଲ ପାକିସ୍ଥାନ ଲୋକ ଙ୍କୁ ହାତୁଡ଼ି ରେ ପିଟୁଛନ୍ତି।ଏହାକୁ ଭାରତୀୟ ମାନେ ବହୁତ ପସନ୍ଦ କରିଛନ୍ତି।କିନ୍ତୁ ପାକିସ୍ଥାନ ବାସି ଏହାକୁ ବିରୋଧ କରିଛନ୍ତି।ତାଙ୍କ ମତ ରେ ସନୀ ଦେବାଲ କେବଳ ମେକ୍ ଅଫ୍ ନେଇ ଏଭଳି ବଡି ତିଆରି କରୁଛନ୍ତି।
Viral
ହେଲେ ଆମ ସହିତ ଆସି ପ୍ରକୃତ ରେ ଲଢି ପାରିବେ।ଏହି ଫିଲ୍ମ ରେ ସନି ଦେବାଲ ଚରିତ୍ର ତାରା ସିଂ ଅଟେ।ଓ ସେ ନିଜ ପୁଅ କୁ ବଞ୍ଚାଇବା ପାଇଁ ପାକିସ୍ତାନ ଭିତର କୁ ଯାଇଛନ୍ତି।ଯେଉଁଠାରେ ତାଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ି ଥିଲା।
ଏହାକୁ ନେଇ କାହାଣୀ ଟି ଆଗକୁ ଆଗେଇଛି।ପାକିସ୍ଥାନ ର ଜଣେ ଗଣ ମାଧ୍ୟମ ପର୍ତିନିଧି ଏହି ଫିଲ୍ମ କୁ ନେଇ ଜଣେ ବ୍ୟକ୍ତି ପଚାରି ଥିଲେ କି ସନି ଙ୍କ ଏଭଳି ପାକିସ୍ଥାନ କୁ ଆସି ଲୋକ ଙ୍କୁ ମାଟିବାର ଦେଖି କିଭଳି ଅନୁଭବ କରୁଛନ୍ତି ସେ କହିଥିଲେ ସନି ମଧ୍ୟ ଏହି ଭଳି ମାରିବା ଦରକାର।ଅନ୍ୟ ଜଣେ କହିଥିଲେ କି ସନି ଦେବାଲ ଥରେ ଖାଲି ପାକିସ୍ଥାନ ଆସନ୍ତୁ ତାହା ପରେ ଜାଣିବେ ପାକିସ୍ଥାନ ବାସି ଙ୍କ ସାହାସ କେତେ।

Advertisement