Updated: Apr 28, 2024, 08:19 IST

ଗାଆଁ ଯୁବତୀ କୁ ପ୍ରେମ ଜାଲ ରେ ଫସେଇ...ଦେହ ସମ୍ପର୍କ ରଖି କଲା ଭିଡିଓ ରେକର୍ଡ

Bb

Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଦେଢ଼ସୁର ଭାଇ ବୋହୂ ର ସମ୍ପର୍କ ରେ ଲାଗିଚି କଳଙ୍କ।ଭାଇ ବୋହୂ ହେଉଚି ଦେଢ଼ ସୁର ପାଇଁ ଭଉଣୀ ଭଳି।
ହେଲେ ଦେଢସୁର ଭାଇ ବୋହୂ ସହିତ ଏପରି କିଛି କରି ଦେଇଚି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।
ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ଆଖିରୁ ଲୁହ ଆସି ଯାଉଚି।ସୂଚନା ଅନୁସାରେ ପୂର୍ଣ୍ଣିମା ଓ ତାଙ୍କ ପୁଅ ରାତି ରେ ଘରେ ଶୋଇ ଥିଲେ।ତାଙ୍କ ସ୍ଵାମୀ କୌଣସି ଏକ କାମ ପାଇଁ ଅଧ ରାତିରେ ବାହାରକୁ ଯାଇ ଥିଲେ।
Hh
ତାଙ୍କ ସ୍ତ୍ରୀ ଙ୍କୁ ସେ କହି ଥିଲେ କି ରାତି ବହୁତ ହେଲାଣି ତୁ କବାଟ ଦେଇ ଭଲ ଭାବେ ଶୋଇବୁ।ହେଲେ ସେ ଯିବା ପରେ ତାଙ୍କ ଦେଢ଼ ସୁର ଲୋଚନ ଘର ଭିତରେ ପ୍ରବେଶ କରି ଥିଲେ।ଏହା ଦେଖି ପୂର୍ଣ୍ଣିମା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଆଗରୁ ସେମାନଙ୍କ ଭିତରେ ସମ୍ପତି କି ନେଇ ବିବାଦ ଲାଗି ରହିଥିଲା।
ଏହି ସମୟ ରେ ଲୋଚନ ଘର ଭିତରେ ପ୍ରବେଶ କରି ପୂର୍ଣ୍ଣିମା ଙ୍କ ଉପରେ ଆକ୍ରମଣ କରି ଥିଲା।ଗୋଟିଏ କୁରାଢି ରେ ତାଙ୍କ ବେକ କୁ କା-ଟି ପକାଇ ଥିଲା।ପିଲା ଟି ସେଠାରେ ଶୋଇ କାନ୍ଦୁ ଥିଲା।
ଏହା ଦେଖି ସେହି ନୃ-ଶଂ-ସ ଦେଢ଼ ସୁର ସେହି ଛୋଟ ପିଲା ଟି ର ବେକ କୁ ମଧ୍ୟ କା-ଟି ଦେଇ ଥିଲେ।ତେବେ ଏହା ପରେ ନିଜ ସାନ ଭାଇ କୁ ଫୋନ୍ କରି ସବୁ କିଛି ଜଣାଇ ଥିଲା।ସାନ ଭାଇ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା।ଓ ଦେଢ଼ ସୁର ଜଣକ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇ ଥିଲା।
ଏହା ପରେ ଘରକୁ ଆସି ସାନ ଭାଇ ସ୍ତ୍ରୀ ଓ ପୁଅ ର ମୃ-ତ ଦେହ କୁ ଉ-ଦ୍ଧା-ର କରି ଥିଲା।ବଡ ଭାଇ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି।ପୋଲିସ ତାଙ୍କ ଅଭିଯୋଗ ଅନୁଯାୟୀ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା କେବେ ଅଭିଯୁକ୍ତ କୁ ଦଣ୍ଡ ମିଳୁଚି।

Advertisement