Oct 5, 2023, 11:21 IST

ଫ୍ରିଜ୍ ଭିତରେ ଜଗି ବସିଥିଲା ଯମ ଦେଖନ୍ତୁ କେମିତି ଚାଲିଗଲା ୪ ବର୍ଷ ଝିଅର ଜୀବନ CCTV Footage ହେଉଛି VIRAl

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୃ-ତ୍ୟୁ କେତେବେଳେ କେମିତି ଆସେ ତାହା କେହି କହିପାରିବେ ନାହିଁ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିସାମାବାଗ ନଭିବେକମଣ୍ଡପରେ।
Special report
ତେବେ ବନ୍ଧୁଗଣ ଚକଲେଟ ଖାଇବାକୁ ଯାଇ ଫ୍ରିଜ୍ ଖୋଲିଥିବା କୁନି ଝିଅଟି ପ୍ରାଣ ହରାଇଛି। ନିଜ କୁନି ଝିଅକୁ ସାଙ୍ଗରେ ନେଇ ବାପା ଜଣକ ଯାଇଥିଲେ ସପିଙ୍ଗ କରିବାକୁ। ଏକ ସୁପର ମାର୍କେଟ କୁ ଯାଇ ସେମାନେ ଜିନିଷ କିଣିଥିଲେ। 
ସେତିକିବେଳେ କୁନି ଝିଅଟି ବାପାଙ୍କୁ ଆଇସକ୍ରିମ ଖାଇବା ପାଇଁ ଜିଦ୍ କରିଥିଲା। ଏହାପରେ ମାର୍କେଟ ଭିତରେ ଥିବା ଏକ ପ୍ରିଜ୍ ପାଖକୁ ଯାଇଥିଲେ ବାପା ଝିଅ। ଆଉ ଫ୍ରିଜ ଖୋଲି ଝିଅ ପାଇଁ ଆଇସକ୍ରିମ ଖୋଜୁଥିଲେ ବାପା।
Special report
ଏତିକି ବେଳେ କୁନି ଝିଅ ଟିର ନଜର ପଡିଥିଲା ପାଖରେ ଥିବା ଆଉ ଏକ ଫ୍ରୀଜ ଉପରେ। ଯାହାକି ସେହି ଫ୍ରିଜ ଭିତରେ ରହୁଥିଲା ଭଳିକି ଭଳି ଚାକୋଲେଟ। ଏହାପରେ ସେହି ଫ୍ରୀଜ୍ ଡୋର ଖୋଲିବାକୁ ହାତ ବଢ଼ାଇ ଦେଇଥିଲା କୁନି ଝିଅଟି। 
ଏହାପରେ ଫ୍ରିଜ ଡୋର ଖୋଲିବା ମାତ୍ରେ କୁନି ଝିଅର ହାତ ସେହି ଠାରେ ଲାଖି ରହିଯାଇଥିଲା। କିଛି ସମୟପରେ ବାପା ଜଣକ ନଜର କୁନି ଝିଅ ଉପରେ ପଡିଥିଲା। ଏହାପରେ ବାପା ଜଣକ କୁନି ଝିଅଟି ପାଖକୁ ଯାଇ ତାକୁ ଭିଡ଼ି ଆଣିଥିଲେ। ଏହାପରେ କୁନି ଝିଅଟିକୁ ତୁରନ୍ତ ମେଡ଼ିକାଲ ନିଆଯାଇଥିଲା।
Special report
ହେଲେ ସେହିଠାରେ ଡାକ୍ତର କୁନି ଝିଅଟିକୁ ମୃ-ତ ଘୋଷଣା କରିଥିଲେ। ତେବେ ବନ୍ଧୁଗଣ ବିଦ୍ୟୁତ୍ ଝଟକାରେ କୁନି ଝିଅଟିର ପ୍ରାଣ ଚାଲିଯାଇଥିଲା। ତେବେ ବନ୍ଧୁଗଣ ମୃ-ତ ଝିଅର ନାମ ରିଶିତା। 
ଆଉ ବାପା ଜଣକ ନାମ ରାଜଶେଖର ବୋଲି ଜଣାପଡ଼ିଛି। ତେବେ କୁନି ଝିଅଟିର ମୃ-ତ ଦେହକୁ ପରିବାର ଲୋକେ ଆଣି ସେହି ସୁପର ମାର୍କେଟରେ ଧାରଣାରେ ବସିଥିଲେ।
ବନ୍ଧୁଗଣ ଦୋକାନୀର ବେପାରୁଆ ମନଭାବ ଯୋଗୁଁ ତାଙ୍କ ଝିଅର ମୃ-ତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ତେବେ ବନ୍ଧୁଗଣ ପୋଲିସ ଏହି ଘଟଣାର ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଲାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡ଼ିଆ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement