Apr 18, 2024, 17:15 IST

କାହିଁକି ଏହି Youtuber ଙ୍କ ଦେହରେ ଲାଗୁଛି ଏତେ ଭୂ-ତ ଜଣା ପଡିଲା ସତ ଜାଣନ୍ତୁ - Exclusive

Gy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ କିଛି ଦେଖିପାରିବେ । ଆପଣମାନେ ସମସ୍ତେ ୟୁଟ୍ୟୁବରେ ଅନେକ ଚ୍ୟାନେଲ ଦେଖିଥିବେ ।
ଆପଣମାନେ ୟୁଟ୍ୟୁବରେ ପ୍ରିୟା ଏବଂ ମୁନିଙ୍କୁ ଦେଖିଥିବେ । ପ୍ରିୟା ଆଉ ମୁନି ହେଉଛନ୍ତି ୟୁଟ୍ୟୁବର । ଏବେ ତାଙ୍କୁ ନେଇ ଆସିଛି କି ସେମାନଙ୍କ ଦେହରେ ଭୂତ ଲାଗୁଛି । ଏହି ଦୁଇ ୟୁଟ୍ୟୁବରଙ୍କ ଦେହରେ ରହୁଛି ଭୂତ ।
Hh
ଓଡ଼ିଶାର ଏବେ କିଛି ୟୁଟ୍ୟୁବରଙ୍କ ଦେହରେ ଲାଗିଛି ଭୂତ । ସେମାନେ ୟୁଟ୍ୟୁବରୁ ଟଙ୍କା ପାଉଛନ୍ତି କିନ୍ତୁ ତାଙ୍କ ଦେହରୁ ଭୂତ ଯାଉ ନାହିଁ । ଗୁଣିଆ ପାଖରେ ସେମାନେ ଝାଡୁଛନ୍ତି କିନ୍ତୁ ତାଙ୍କ ଦେହରେ ଭୂତ ରହୁଛି ଆଉ ଏବେ ଏହାକୁ ଦେଖି ଗୁଣିଆ ଆଶ୍ଚର୍ଯ୍ୟ ହୋଇଯାଇଛି ।
ଏହି ଖତରନାକ ଭୂତ ସରଳ ବିଶ୍ବାସୀ ଲୋକଙ୍କୁ ଠକୁଛି । ଆତ୍ମା ଚିତ୍କାର କରୁଛି ଆଉ ଏପଟେ ୟୁଟ୍ୟୁବରୁ ଆସୁଛି ଟଙ୍କା । କିଛି ୟୁଟ୍ୟୁବର ତାଙ୍କ ନିତ୍ୟ କର୍ମ କରିବା ସମୟକୁ ଛାଡି ଦେଇ ଅନ୍ୟ ସମୟରେ ଭୂତ ଭିଡିଓ କରୁଛନ୍ତି। 
ଏପଟେ ପ୍ରିୟା ନାମକ ମହିଳା ଏବଂ ମୁନି ନାମକ ମହିଳାଙ୍କ ସହିତ ଏଭଳି ହେଉଛି । ଏହି ପ୍ରିୟା ଆଉ ମୁନି ଦେହରେ ଭୂତ ଆସୁଛି । ଏହି ଭୂତ ଦିନେ କି ଓଳିଏ ନୁହେଁ ବରଂ ସବୁଦିନ ଆସୁଛି । ଆଉ ଏହାର ଭିଡିଓ ସୁଟିଂ କରି ୟୁଟ୍ୟୁବରେ ସେୟାର କରୁଛନ୍ତି ।
Tt
ଏହି ଭିଡିଓ ଦେଖି ଲୋକମାନେ ଏବେ କମେଣ୍ଟ କରୁଛନ୍ତି ସରଳ ଲୋକଙ୍କ ବିଶ୍ୱାସ ସହ ଆଉ ଖେଳନ୍ତୁ ନାହିଁ । ଭୂତ ଯେତେବେଳେ ଦେହକୁ ଆସୁଛି ପରିବାର ଲୋକଙ୍କୁ କିଲବିଲ କରି ଦେଉଛନ୍ତି କିନ୍ତୁ କ୍ୟାମେରା ମ୍ୟାନକୁ କିଛି କରୁ ନାହାନ୍ତି । 
ମୁନି ସୌମ୍ୟା, ପ୍ରିୟା ରାଜ ଏହି ଦୁଇଟି ନାମକ ୟୁଟ୍ୟୁବ ଚ୍ୟାନେଲ ଏବେ ଭୂତ ଭିଡିଓ କରୁଛନ୍ତି । ଆଉ ଶେଷରେ ମୁନି ସୌମ୍ୟା କହୁଛନ୍ତି ତାଙ୍କ ଭିଡିଓକୁ ସବସ୍କ୍ରାଇବ କରନ୍ତୁ । ଏବେ ଲୋକମାନେ ଏହି ଭିଡିଓ ଦେଖି ଅନେକ କମେଣ୍ଟ କରୁଛନ୍ତି ।
ଆଉ ୟୁଟ୍ୟୁବରେ ସେମାନେ ଟଙ୍କା କମାଇବା ପାଇଁ ଏଭଳି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ତାଙ୍କ ସ୍ତ୍ରୀମାନେ ଏଭଳି ହେଉଛନ୍ତି ତାହେଲେ ତାଙ୍କୁ ବଡ ମେଡିକାଲ ନେଇ ଦେଖାଇବା ଉଚିତ୍ । ଏଭଳି ଭିଡିଓ କରିବା କଣ ଦରକାର ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି ।

Advertisement