Mar 20, 2024, 11:48 IST

ମହିଳା ଗଞ୍ଜେଇ ବେପାରୀ ଠାରୁ ପୋ-ଲି-ସ ହେଇଗଲା ନାକେଦମ.. ସୁନ୍ଦରୀ ଚେହେରା ନେଇ ବାଣ୍ଟୁଥିଲା ଗଞ୍ଜେଇ..

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
Bh
ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେହି ମହିଳାଙ୍କ ଠାରୁ ଗଞ୍ଜେଇ ଜବତ କରାଯାଇଛି। ଗିରଫ ମହିଳାଙ୍କ ନାଁ ସାଇବାଣୀ କହଁର।
ତାଙ୍କ ଘର ଫୁଲବାଣୀ ଥାନା ଗଉଡ଼ପଡ଼ା ଗାଁରେ। ଜଣେ ମହିଳା ତାଙ୍କ କାରରେ ଗଞ୍ଜେଇ ନେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଖବର ପାଇଥିଲା ବାଣୀଗୋଛା ଥାନା ପୁଲିସ୍‌। ପୁଲିସ୍ କାର୍‌ଟିକୁ ଅଟକାଇବାକୁ ପ୍ରୟାସ କରିଥିଲା। 
ତେବେ କାର୍‌ଟି ଫେରାର ହୋଇଯାଇଥିଲା। ପୁଲିସ୍ ଟିମ୍ କାର୍‌ଟିକୁ ପିଛା କରିଥିଲା। ବାଣୀବିରି ଗାଁ ଭିତରେ କାର୍‌ଟିକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। କିନ୍ତୁ ସାଇବାଣୀ କହଁର ଫେରାର ହୋଇପାରି ନଥିଲେ।
ପୁଲିସ୍ ତାଙ୍କୁ ଧରିବାରେ ସଫଳ ହୋଇଥିଲା। କାର୍‌ଟିକୁ ଯାଞ୍ଚ କରିବା ବେଳେ ସେଥିରେ ଗୋଟିଏ ବସ୍ତାରେ ଓ ତିନିଟି ବ୍ୟାଗରେ ଗଞ୍ଚେଇ ଥିବା ଦେଖିବାକୁ ପାଇଥିଲା ପୁଲିସ୍ ଟିମ୍। ଏହା ପରେ ତାଙ୍କୁ ଥାନାକୁ ନେବା ସହିତ ଗାଡ଼ିଟିକୁ ଜବତ କରିଥିଲା ପୁଲିସ୍।

Advertisement