Apr 24, 2024, 18:19 IST

ବାପା ମା ଭାଇକୁ ମା-ରିଦେବାକୁ ଦେଲା ୬୫ ଲକ୍ଷ ଟଙ୍କା ସୁପାରି ଦେଖନ୍ତୁ କେମିତି ମଣିଷ ପାଲଟିଗଲା ସୈ-ତାନ୍

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି।
Hh
ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। 
ସମ୍ପତ୍ତି ପାଇଁ ସମ୍ପର୍କ ଭୁଲିଗଲା ପୁଅ। ବାପା ମାଆ ଭାଇକୁ ହତ୍ୟା ପାଇଁ ସୁପାରୀ ଦେଲା ସାନ ପୁଅ। ପୂରା ପରିବାର ପାଇଁ ସାନ ପୁଅ ସାଜିଲା କାଳ। ପରିବାରକୁ ହତ୍ୟା କରିବା ପାଇଁ ସାନ ପୁଅ ଦେଲା ୬୫ ଲକ୍ଷ ଟଙ୍କାର ସୁପାରି।
Bh
ଏମିତି କିଛି ହୃଦୟ ବିଦାରକ ଘଟଣା କର୍ଣ୍ଣାଟକର ଗଡ଼ଗ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଅଭିଯୁକ୍ତ ସାନପୁଅ ସହ ୭ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି କର୍ଣ୍ଣାଟକ ପୋଲିସ। 
ପୋଲିସ ସୂଚନା ଅନୁଯାୟୀ କାର୍ତ୍ତିକ ଏବଂ ବିନାୟକ ହେଉଛନ୍ତି ବିଜେପି ନେତା ପ୍ରକାଶଙ୍କ ଦୁଇ ପୁଅ। ତେବେ ପ୍ରକାଶ ତାଙ୍କର ସବୁ ସମ୍ପତ୍ତି ତାଙ୍କ ବଡ଼ ପୁଅ କାର୍ତ୍ତିକ ଙ୍କ ନାମରେ କରିବାକୁ ଚାହୁଁଥିଲେ। ଯାହା ପାଇଁ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା।
ତେବେ ଏହି ଖବର ସାନ ପୁଅ ଜାଣିଲା ପରେ ସୁପାରୀ ଦେଇଥିଲେ ବଡ଼ ଭାଇଙ୍କୁ ହତ୍ୟା କରିବା ପାଇଁ। ତେବେ ସୁପାରୀ ନେଇଥିବା ବ୍ୟକ୍ତି ମାନେ କାର୍ତ୍ତିକଙ୍କୁ ହତ୍ୟା କରିବା ପରେ ପରିବାର ବାକି ସଦସ୍ୟଙ୍କୁ ହତ୍ୟା କରିଥିଲେ।

Advertisement