Apr 10, 2024, 16:38 IST

୧୨ ଝିଅ ମାନଙ୍କ ସହ ଖେଳିଲା ନକଲି ଯବାନ ଆଉ ଶେଷରେ କଲେ ଏମିତି

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Cg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ନିଜକୁ ଆରପିଏପ କନେଷ୍ଟବଳ କହି ଜଣକ ପରେ ଜଣେ ମହିଳାଙ୍କୁ ପ୍ରେମ ଜାଲରେ ଫସାଉଥିଲେ। 
ଏମିତିକି ଵିଵାହର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ସବୁ ସୁଖ ନେବା ପରେ ମଝି ରାସ୍ତାରେ ଛାଡି ଦେଇ ଚାଲିଯାଉଥିଲେ ଏହି ଆରପିଏପ କନେଷ୍ଟବଳ ଜଣଙ୍କ। ଶେଷରେ ନିଜକୁ ଆରପିଏପ କନେଷ୍ଟବଳ ଯୁବକଙ୍କୁ ଧରିଛି ପୋଲିସ।
Hh
ଯୁବକ ନିଜକୁ ନିଜ ଜଣେ ଆରପିଏପ ସବଇନିସ୍ପେକ୍ଟର ଭାବେ ସମସ୍ତଙ୍କୁ ପରିଚୟ ଦେଇ ଅନଲାଇନ ମାଧ୍ୟମରେ ଝିଅ ମାନଙ୍କୁ ପଟଉଥିଲେ। ଆଉ ତାଙ୍କ ସହିତ ସଂପର୍କ ରଖି। ତାଙ୍କୁ ପ୍ରତାରଣା ଦେଇ ଟଙ୍କା ଲୁଟିବା ପରେ ଫେରାର ହେଇଯାଉଥିଲେ। 
ସେହି ଯୁବକ ଜଣଙ୍କୁ ରାଉଲକେଲା ଷ୍ଟେସନରୁ ଧରିଛି ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ନାଁ ହେଉଛି କଦମସଦାଶିବ। ବୟସ ହେଉଛି ୨୯ ବର୍ଷ। ସେ ପୋନା ତେଲେଙ୍ଗାନାର ବାସିନ୍ଦା ବୋଲି ଜଣାପଡିଛି।
ଏପର୍ଯ୍ୟନ୍ତ ସେ ୧୦ ରୁ ୧୨ ଜଣ ମହିଳାଙ୍କୁ ନିଜକୁ ଆରପିଏପ କନେଷ୍ଟବଳ କହି ସେମାନଙ୍କ ସହ ଛଳନା କରି ପ୍ରତାରଣା କରିଛନ୍ତି। ଆଉ ଶେଷରେ ଧରାପଡ଼ିଛି ସେହି ଯୁବକ ଜଣକ। ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଥିବା ବେଳେ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

Advertisement