Dec 17, 2023, 12:14 IST

ଏମିତି ଚୋର ଆପଣଙ୍କ ଜୀବନରେ ଆପଣ ଦେଖି ନଥିବେ ଦେଖନ୍ତୁ ଏହି ଦୃଶ୍ୟ ଚୋର ଯେଉଁଠୁ ନେଇଥିଲା ବାଇକ୍ ପୁଣି ସେଠାକୁ ଆଣି ଥୋଇଦେଲା - Exclusive

Special Report

ନମସ୍କାର ପାଠକ ବନ୍ଧୁ।ସୋସିଆଲ ମିଡିଆରେ ର ପୋଷ୍ଟ କୁ ଦେଖି ଚୋର ର ମନ ବଦଳି ଗଲା।ଏ କଥା ଆପଣ ମାନେ ଶୁଣିଲେ ଅଜବ ଲାଗି ଥାଇ ପାରେ ହେଲେ ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ।ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ଅଞ୍ଚଳ ରେ।
Special Report
ଏଠାରେ ଜଣେ ବ୍ୟକ୍ତି ଙ୍କର ଗତ କିଛି ଦିନ ତଳେ ବାଇକ୍ ଚୋରି ହୋଇ ଥିଲା।ସେ ବହୁତ ଗରିବ ଶ୍ରେଣୀ ର ଲୋକ ଥିଲେ।ତାଙ୍କ ବାଇକ୍ ଟି ଜଣେ ଚୋରି କରି ନେଇ ଥିଲା।ପରେ ସେ ପୋଲିସ ରେ ମଧ୍ୟ ଖବର ଦେଇଥିଲେ।ହେଲେ ବାଇକ୍ ଟି ମିଳି ନ ଥିଲା।
ଏହା ପରେ ଚୋରି ହୋଇ ଥିବା ବାଇକ୍ ଟି କିଛି ଦିନ ପରେ ଯେଉଁ ଠାରୁ ଚୋରି ହୋଇ ଥିଲା।ପୁଣି ସେଠାରେ ରଖା ଯାଇଥିଲା।ଆମେ ସେ ବିଷୟ ରେ ଆପଣ ମାନଙ୍କୁ ଏବେ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ସେହି ବାଇକ୍ କୁ ଚୋରି କରିଥିଲେ ସେ କିଛି ଦିନ ପାଇଁ ତାହାକୁ ପାଖରେ ରଖି ଥିଲେ।ଯାହାର ବାଇକ୍ ଚୋରି ହୋଇ ଥିଲା।ସେ ତାଙ୍କ ସୋସିଆଲ ମିଡିଆ ରେ ଗୋଟିଏ ଦୁଃଖ ଭରା କଥା ଲେଖିଥିଲେ।
Special Report
ସେଥିରେ ସେ ଲେଖି ଥିଲେ କି ପ୍ରିୟ ର ଚୋର ତମେ ଯଦି ବାଇକ୍ ଚୋରି କରିଛ ତେବେ ମୋର ଦୁଃଖ ନାହିଁ।ହେଲେ ଯେଉଁ ଠାରୁ ବାଇକ୍ ନେଇଚ ସେଠାର ଗୋଟିଏ ପଟେ ତାର ଚାବି ଓ କାଗଜ ପତ୍ର ରହିଛି ନେଇ ଯିବ।
ମୋର ଆଉ ସେଗୁଡା ଦରକାର ନାହିଁ।ଏହା ପରେ ଚୋର କୁ ଏହି କଥା ବହୁତ କଷ୍ଟ ଦେଇଥିଲା।ସେଦିନ ସେ ବହୁତ କାନ୍ଦି ଥିଲା।ନିଜ ଦୁଃଖ କୁ ସେ କାହାରି କୁ କହି ନ ଥିଲା।ଏହା ପର ଦିନ ସେ ଯେଉଁ ଠାରୁ ବାଇକ୍ ନେଇ ଥିଲା।
ସେଠାରେ ଆସି ବାଇକ୍ ଥାଇ ଦେଇଥିଲା।ଓ ସେ ସ୍ଥାନ ଛାଡ଼ି ଚାଲି ଯାଇ ଥିଲା।ଯାହାକି ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇଥିଲା।ସେହି ଚୋର ର ମୁହଁ କେହି ଦେଖି ନ ଥିଲେ।ହେଲେ ତାର ଏଭଳି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଥିଲେ

Advertisement