ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ଲୋକମାନେ କିଭଳି ଦୃତ ଭାବରେ ଗାଡ଼ି ଚଳାଉଛନ୍ତି। ଯାହାକି ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ଅଟେ। କାରଣ ଏଭଳି ଦୃତ ଗାଡ଼ି ଚଳାଇବା ଦ୍ବାରା ଆଜିକାଲି ଅନେକ ଲୋକମାନେ ମଧ୍ୟ ଏଥିପାଇଁ ମୃ-ତ୍ୟୁ ବରଣ କରୁଛନ୍ତି।

ଆଉ ଏହାର ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡିଓ କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଏହି ଭିଡ଼ିଓରେ ଦେଖିବାକୁ ମିଳିଛି କି ଜଣେ ବାଇକ୍ ଚାଳକ ପେଟ୍ରୋଲ ପମ୍ପ କୁ ଗାଡ଼ିରେ ପେଟ୍ରୋଲ ପକାଇବାକୁ ଆସିଥିଲେ। ହେଲେ ଯେତେବେଳେ ସେ ପେଟ୍ରୋଲ ପକାଇ ସାରି ଯାଇଥିଲେ ସେତେବେଳେ ସେ ରାସ୍ତାର ଉଭୟ ପାର୍ଶ୍ଵ ପ୍ରତି ଆଦୌ ଧ୍ୟାନ ଦେଇ ନଥିଲେ।

କି ସେ ରାସ୍ତା କୁ ମଧ୍ୟ ଭଲ ଭାବରେ ଦେଖି ନଥିଲେ। ଏହାପରେ ସେ ମଝି ରାସ୍ତା କୁ ପଳାଇ ଯାଇଥିଲେ। ଆଉ ସେହି ରାସ୍ତାରେ ଏକ ଟ୍ରକ ମଧ୍ଯ ଆସୁଥିଲା।
ଏହାପରେ ସେହି ଟ୍ରକ୍ ଆସି ବାଇକ୍ ଉପରେ ବସିଥିବା ଦୁଇଜଣ ଙ୍କ ଉପରେ ମଧ୍ଯ ଚଢ଼ି ଯାଇଥିଲା। ଯଦି ଏହି ବାଇକ୍ ବାଲା ଜଣକ ରାସ୍ତା ଉପରେ ରହି ସଡ଼କ ରେ ଯାଉଥିବା ଗାଡ଼ି ମାନଙ୍କ ଉପରେ ନଜର ରଖି ଥାଆନ୍ତେ ତେବେ ତାଙ୍କର ମୃ-ତ୍ୟୁ ହୋଇ ନଥାନ୍ତା।

ଯଦି ବାଇକ୍ ବାଲା ଜଣକ ବାହାଦୂରୀ ନଦେଖାଇ ଏଭଳି ଅନ୍ୟମନସ୍କ ହୋଇ ଯାଇ ନଥାନ୍ତେ ତେବେ ଆଜି ଦୁଇଟି ଜୀବନ ଯିବାରୁ ବଞ୍ଚି ଯାଇ ପାରି ଥାଆନ୍ତା।
ଆପଣ ମଧ୍ୟ ଏଥିପ୍ରତି ନିହାତି ଭାବରେ ସଚେତନ ହେବା ଉଚିତ। ଏହା ଦ୍ବାରା ହିଁ ଆପଣ ଦୁର୍ଘଟଣାରୁ ସୁରକ୍ଷିତ ରହିବେ। ସେଥିପାଇଁ ଗାଡ଼ି ଚଳାଇବା ସମୟରେ ଉଭୟ ପାର୍ଶ୍ଵ କୁ ଦେଖିବା ସହ ଆପଣ ଆଦୌ ଅନ୍ୟ ମନସ୍କ ହେବେ ନାହିଁ।
କାରଣ ଟିକେ ଅନ୍ୟମନସ୍କ ଆପଣଙ୍କ ମୃ-ତ୍ୟୁ ର କାରଣ ହୋଇ ଯାଇ ପାରେ। ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଆପଣ ଆପଣଙ୍କ ମତ କଣ ଦେବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।