Updated: Mar 18, 2024, 00:55 IST

ବର୍ତ୍ତମାନ ଆସିଲା ବଡ ଖବର ଦେଖନ୍ତୁ ଏହି କାରଣ ପାଇଁ ଜେଲ ଗଲେ Elvish Yadav

Elvish

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଏଲଭିଷ ଯାଦବଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।
ଏହି ୟୁଟ୍ୟୁବରଙ୍କୁ ନୟଡ଼ା ପୋଲିସ ଗିରଫ କରିଥିବା ଜଣାପଡିଛି। ସାପ ମାମଲରେ ଗିରଫ ହୋଇଥିବା ଜଣାପଡିଛି। ପୂର୍ବରୁ ନୟଡ଼ା ପୋଲିସ ସାପ ଜହର ସହିତ ପାଞ୍ଚ ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ବର୍ତ୍ତମାନ ସମୟରେ ଏଲଭିଷଙ୍କୁ ସାପ ଜହର ମାମଲାରେ ପୋଲିସ ତାଙ୍କୁ ଆକ୍ସନ ନେଇ ଗିରଫ କରିଛି। 
Elvis
ପାଟିରେ ସାପ ଜହର ବ୍ୟବହାର କରୁଥିବା ଅଭିଯୋଗ ରହିଛି ଏଲଭିଷଙ୍କ ଉପରେ। ନଭେମ୍ୱର ୮ ତାରିଖରେ ନୟଡ଼ା ପୋଲିସ ଏକ ପାର୍ଟିରେ ସାପ ଜହର ବ୍ୟବହାର ମାମଲାରେ ଏତଲା ଜାହିର କରିଥିଲା। ଆଉ ଏଥିରେ ଏଲଭିଷ ଜଣେ ମଧ୍ୟ ଆରୋଗୀ ଅଟନ୍ତି।
ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ପୋଲିସକୁ ୨୦ ଏମେଲ ଜହର ମିଳିଥିଲା। ମାମଲା ସାମ୍ନାକୁ ଆସିବା ପରେ ଏଲଭିଷ ଇନଷ୍ଟା ଭିଡିଓରେ କହିଥିଲେ ଯେ, "ତାଙ୍କ ବିରୋଧରେ ଯେତେ ବି କଥା ପ୍ରଚାର କରାଯାଉଛି ସେସବୁ ମିଛ ବୋଲି, ଆଉ ଏଥିରେ ତାଙ୍କର କିଛି ଭୁଲ ନାହିଁ ବୋଲି କହିଥିଲେ।" 
ଗତ କିଛିଦିନ ପୂର୍ବରୁ ଏଲଭିଷ ୟୁଟ୍ୟୁବର ସାଗର ଧାମଲ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସାଗର ଥାନାରେ ଏଲଭିଷଙ୍କ ନାଁରେ ମାମଲା ରୁଜୁ କରିଥିଲେ। କିନ୍ତୁ ଏହାର କିଛିଦିନ ପରେ ୟୁଟ୍ୟୁବର ସାଗରଙ୍କ ସହିତ ଏକ ଫୋଟ ସେୟାର କରିଥିଲେ ଏଲଭିଷ ଯାଦବ ଯେଉଁଠି ଦୁହିଁ ଭିତରେ ଭାଇଚାରା ଦେଖିବାକୁ ମିଳିଥିଲା।
ଆଉ ଏହାର କ୍ୟାପସନରେ ଏଲଭିଷ ଲେଖିଥିଲେ ଭାଇଚାରା ଅହନ୍ତମ୍। ପରେ ସମସ୍ତେ ଜାଣିବାକୁ ପାଇଲେ ଯେ ଶତ୍ରୁତା ବନ୍ଧୁତାରେ ପରିଣତ ହୋଇଛି। କିନ୍ତୁ ବର୍ତ୍ତମାନ ନୟଡ଼ା ପୋଲିସ ଏଲଭିଷ ଯାଦବଙ୍କୁ ଗିରଫ କରିଛି।

Advertisement