Updated: Sep 13, 2023, 09:51 IST

ଏଲିଅନ ମାନଙ୍କ କବଜାରେ ପୃଥିବୀ ! ଜାଣନ୍ତୁ ଆସିଲା ବଡ ଖବର

Viral videos

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଏଲିୟନ ବିଷୟରେ ଶୁଣିଥିବେ । ଆଉ ଏଲିୟନକୁ ନେଇ ଆସୁଥିବା ଖବର ବି ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ପାଉଥିବେ । ଏବେ କିଛି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ ।
Alian
ଏଲିୟନଙ୍କ କଥା ଶୁଣି ମନରେ ପ୍ରଶ୍ନ ଆସେ କି ସତରେ କଣ ଏଲିୟନ ଅଛନ୍ତି ? ଯଦି ଏହି ଏଲିୟନ ଅଛନ୍ତି ତେବେ କେଉଁ ଗ୍ରହରେ ସେମାନେ ଅଛନ୍ତି ? ସତରେ କଣ ସେମାନେ ଆମ ପୃଥିବୀକୁ ଆସିଛନ୍ତି ? ପୃଥିବୀ ଉପରେ ଏହି ଏଲିୟନ ନଜର ରଖିଛନ୍ତି ଆଉ ଏହି କଥା ଗବେଷଣାରୁ ଜଣାପଡିଛି ।
ଏହି କଥା ଶୁଣି ହୁଏତ ଆପଣମାନେ ବିଶ୍ବାସ କରିପାରନ୍ତି ନାହିଁ କିନ୍ତୁ ଏହା ସତ୍ୟ ଅଟେ । ଏଲିୟନ ଉପରେ ଅନେକ ବୈଜ୍ଞାନିକ ତଦନ୍ତ କରୁଛନ୍ତି ଏବଂ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ।
ଏବେ ପ୍ରଶ୍ନ ଆସୁଛି କି ଏମାନେ କେଉଁ ଗ୍ରହରେ ରହୁଛନ୍ତି ଆଉ ପୃଥିବୀ ଗ୍ରହ ଉପରେ ସେଠାରୁ ନଜର ରଖୁଛନ୍ତି । ପୃଥିବୀର ବାହାରେ ଜୀବମାନେ ରହୁଛନ୍ତି କି ନାହିଁ ସେହି କଥାକୁ ନେଇ ମଧ୍ଯ ଅନେକ ଗବେଷଣା କରାଯାଉଛି ।
Viral
ନ୍ୟୁୟର୍କର କର୍ଣ୍ଣେଲ ୟୁନିଭରସିଟିରେ ଏହି ଏଲିୟନକୁ ନେଇ ଗବେଷଣା କରାଯାଉଛି । ଆଉ ଏଲିୟନ ଉପରେ ରିସର୍ଚ୍ଚ କରି ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ଆଉ ଦାବି କରାଯାଉଛି କି ଏଲିୟନ ପୃଥିବୀ ଉପରେ ନଜର ରଖିଛି । ସୌରମଣ୍ଡଳରେ ଅନେକ ଗ୍ରହ ରହିଛି ।
ସୌରମଣ୍ଡଳରେ ୨୯ ଟି ଅନ୍ୟ ଗ୍ରହ ରହିଛି । ଆଉ ସେଥିମଧ୍ୟରୁ କୌଣସି ଏକ ଗ୍ରହରେ ଏଲିୟନ ରହୁଛନ୍ତି । ଆଉ ସେହି ଗ୍ରହରୁ ସେମାନେ ପୃଥିବୀ ଗ୍ରହ ଉପରେ ନଜର ରଖୁଛନ୍ତି । ଏହି ରିସର୍ଚ୍ଚ ଦ୍ଵାରା ଜଣାପଡିଛି କି ଆମ ଭଳି ଏଲିୟନମାନେ ମଧ୍ୟ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରୁଛନ୍ତି ।
ଏମିତି ଏକ ଗ୍ରହ ବିଷୟରେ ଜଣାଯାଇଛି ଯାହା ପୃଥିବୀ ଠାରୁ ୪୫ ଆଲୋକ ବର୍ଷ ଦୂରରେ ରହିଛି । ଆଉ ଅନେକ ଗ୍ରହରେ ପୃଥିବୀ ପରି ଚଟାଣ ଅଛି । ଅନେକ ଗ୍ରହରେ ଜୀବମାନେ ବଞ୍ଚିପାରିବେ ।ଏଲିୟନମାନେ ଆମ ପୃଥିବୀ ଗ୍ରହ ଉପରେ ୩୦୦୦ ବର୍ଷ ହେଲା ନଜର ରଖିଛି ।

Advertisement