Sep 8, 2023, 10:31 IST

ପାକିସ୍ତାନ ର ଏହି ଯୁବକ ର ୭ ଟା ସ୍ତ୍ରୀ ! ୨୩ ଟା ପିଲା.. କିଛି ଆର୍ଥିକ ସହାୟତା ପାଇଁ ମୋଦୀ ଙ୍କୁ ମାଗିଲା ସାହାଯ୍ୟ

Special report

ନମସ୍କାର ପାଠକ ବନ୍ଧୁ।ଭାରତ ରେ ଜଣେ ପତ୍ନୀ କେବଳ ଥରେ ହିଁ ବିବାହ କରି ପାରିବ।ଯଦି ପ୍ରଥମ ପତ୍ନୀ ମରି ଯାଇଥାନ୍ତି।ତେବେ ସେ ଦିତୀୟ ବାର ବିବାହ କରି ପାରିବ।କିନ୍ତୁ କିଛି ଲୋକ ଏହାକୁ ମାନୁ ଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ମାନି ନ ଥାନ୍ତି।
Special report
କିଛି କ୍ଷେତ୍ର ରେ ମଧ୍ୟ ଦେଖା ଯାଏ କି ଜଣେ ବ୍ୟକ୍ତି ତିନି ଚାରି ଜଣ ଙ୍କୁ ବିବାହ କରି ଥାଏ।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇ ବାକୁ ଯାଉଛୁ।ଯାହାକୁ ଶୁଣି ଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ।ଜଣେ ବ୍ୟକ୍ତି କେବଳ ଗୋଟିଏ ନୁହଁ ଚାରି ଚାରି ଜଣ ମହିଳା ଙ୍କୁ ବିବାହ କରିଛନ୍ତି।
ଏହି ଘଟଣା ଟି ଘଟିଛି ପାକିସ୍ଥାନ ରେ।ସେଠାରେ ଗୁଲାମ ଫରେଦି ନାମକ ଜଣେ ବ୍ୟକ୍ତି ଚାରି ଚାରି ଜଣ ମହିଳା ଙ୍କୁ ବିବାହ କରିଛନ୍ତି।କେବଳ ସେତିକି ନୁହେଁ ତାଙ୍କର ୨୩ ଟି ସନ୍ତାନ ମଧ୍ୟ ଅଛି।ପ୍ରଥମେ ପ୍ରଥମେ ସେ ଭଲ ରୋଜଗାର କରୁଥିଲେ।
ତାଙ୍କର ମାସ କୁ ଲକ୍ଷେ ଟଙ୍କା ରୋଜଗାର ହେଉଥିଲା।ତାଙ୍କ ପରିବାର ଖୁବ୍ ହସ ଖୁସି ରେ ଚଳି ଯାଉଥିଲା।କିନ୍ତୁ ସମୟ ପରିବର୍ତ୍ତନ ସହିତ ତାଙ୍କ ଜୀବନ ରେ ଅନେକ ଦୁଃଖ ଆସିଲା। ଗୁଲାମ୍ ଙ୍କ ବ୍ୟବସାୟ ମାନ୍ଦା ହେବାକୁ ଲାଗିଲା।ନଦୀ ରେ ବନ୍ୟା ଆସିବାରୁ ତାଙ୍କ ଘର ଦ୍ବାର ଭାଙ୍ଗି ଗଲା।
Special report
ଏପରି ପରିସ୍ଥିତି ରେ ତାଙ୍କ ପରିବାର ରେ ସମସ୍ତେ ସାହାସ ର ସହିତ ରହିଛନ୍ତି।ପାଖ ରେ ଏକ ଟେଣ୍ଟ ହାଉସ କରି ରହୁଛନ୍ତି।ସେମାନେ ନିଜ ଭିତରେ ଆଶା ରଖିଛନ୍ତି କି ବହୁତ ଶୀଘ୍ର ସେମାନଙ୍କ ସମସ୍ୟା ଦୂର ହେବ।
ଛୋଟ ଛୋଟ ପିଲା ମାନେ ସେହି ଟେଣ୍ଟ ହାଉସ ଭିତରେ କାନ୍ଦିବାକୁ ଲାଗିଛନ୍ତି।ତାଙ୍କୁ ଟିକେ ସୁଖ ଦେବା ପାଇଁ ତାର ବାପା ବହୁତ କାମ କରୁଛି।ସବୁ କିଛି ଠିକ୍ ହେବା ପାଇଁ ଅଧିକ ରୁ ଅଧିକ ସମୟ ଲାଗିବ।ଏଥିପାଇଁ ଗୁଲାମ ଟିକେ ବି ବିଚଳିତ ନାହାନ୍ତି।
ତାଙ୍କ କହିବା ଅନୁଯାୟୀ ଏପରି ଜୀବନ ରେ ଅନେକ ପରିସ୍ଥିତି ଆସେ।ତାହାକୁ ସାହାସ ର ସହିତ ସାମନା କରିବାକୁ ପଡେ।ଯାହା ଦ୍ଵାରା କଷ୍ଟ ଟା କଷ୍ଟ ବୋଲି ଲାଗି ନ ଥାଏ।
ମୁ ମୋର ଚାରି ପତ୍ନୀ ଓ ୨୩ ପିଲା ଙ୍କୁ ନେଇ ବହୁତ ଖୁସି ରେ ଅଛି।ଚେଷ୍ଟା କରୁଚି ବହୁତ ଜଲଦି ସେମାନଙ୍କ ପାଇଁ ଘର ର ବ୍ୟବସ୍ଥା କରି ଦେବି।ଏପରି କିଛି କହିଛନ୍ତି ପାକିସ୍ଥାନ ବ୍ୟକ୍ତି ଗୁଲାମ।

Advertisement