Updated: Mar 15, 2024, 19:56 IST

ଭୟଙ୍କର ଦୁର୍ଘଟଣା ଘଟାଇ ଦାନ୍ତ ଦେଖାଉଛନ୍ତି ଗାଡ଼ି ଡ୍ରାଇଭର ଦେଖନ୍ତୁ ଏହି ଦୃଶ୍ୟ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ଯୁବକ ଜଣଙ୍କ ରାସ୍ତାଘାଟ କିଛି ନମାନି ଯୋଉଠି ପାରୁଛନ୍ତି ସେଇଠି ଧକା କରି ଦେଉଛନ୍ତି। ଯୁବକ ଜଣଙ୍କ ପୁଣି ଏକ ସ୍କୁଲ ଗାଡ଼ିକୁ ଧକା ଦେଇଛନ୍ତି। ଯାହାଫଳରେ ୫ ରୁ ୭ ଜଣ ପିଲା ଗୁରୁତର ଆ-ହ-ତ ହେଇଛନ୍ତି। ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ଅସନ୍ତୋଷ। 
ଡ୍ରାଇଭରକୁ ମାରିବା ସହିତ ତାକୁ ଜେଲରେ ଭର୍ତ୍ତି କରିଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ୮:୩୦ ସମୟରେ କିଛି ଆଦର୍ଶ ସ୍କୁଲର ପିଲା ମାନଙ୍କୁ ଅଟୋ ଡ୍ରାଇଭର ନେଇକି ଯାଉଥିବା ସମୟରେ ହଠାତ ସାମ୍ନାରୁ ମାଡ଼ି ଆସିଥିଲା ଏକ ଧଳା ରଙ୍ଗର କାର।
ଆଉ ସାମ୍ନା ପଟୁ ଆସି ଧକା ଦେଇଥିଲା ଅଟୋଟିକୁ। ଯାହାଫଳରେ ଉଭୟ ଗାଡ଼ି ଦୁ-ର୍ଘ-ଟ-ଣା ଗ୍ରସ୍ତ ହେବା ଫଳରେ ଅଟୋ ଭିତରେ ପିଲା ମାନେ ଲହୁଲୁହାଣ ହେଇଯାଇଥିଲେ। ଗୁରୁତର ଅବସ୍ଥାରେ ୫ ରୁ ୭ ଜଣ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। 
ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଡ୍ରାଇଭରକୁ ଥାନାକୁ ନେଇଥିବା ଜଣାପଡିଛି। ଆ-ହ-ତ ମାନଙ୍କୁ ବାରିକପୂର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଧାମନଗର ଛକ ନିକଟରେ ଏକ ରାଇସ ମିଲ ସମ୍ମୁଖରେ ଦୁ-ର୍ଘ-ଟ-ଣା ଘଟିଛି। ଅଟୋ ଡ୍ରାଇଭର ଜଣଙ୍କ ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଧାମନଗର ଆଦର୍ଶ ବିଦ୍ୟାଳୟକୁ ନେବା ପାଇଁ ଆସୁଥିବା ବେଳେ ଏକ କାର ଆରଡ଼ି ଅଭିମୁଖେ ଯାଉଥିବା ସମୟରେ ଅଟୋଟିକୁ ଧକ୍କା ଦେଇଥିଲା। ଯାହାଫଳରେ ଅଟୋଟି ଦୁ-ର୍ଘ-ଟ-ଣାଗ୍ରସ୍ତ ହୋଇଥିଲା।

Advertisement