ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ପ୍ରେମିକା ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା। ପ୍ରଥମେ ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇ ଥିଲେ। ଆଉ ପ୍ରେମିକା ଜଣକ ପ୍ରେମିକ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇ ଯାଇଥିଲେ।

ଏହାପରେ ପ୍ରେମିକା ଜଣକ ତାଙ୍କ ବାପା ମାଆଙ୍କୁ ପର କରି ପ୍ରେମିକ ହାତ ଧରି ଫେରାର ହୋଇ ଯାଇଥିଲେ। ଆଉ ଏଭଳି ଦୁଇ ମାସ ଧରି ନିଜ ପ୍ରେମିକା ଠାରୁ ଦେହ ସୁଖ ନେଇଥିଲା।
ଆଉ ଏବେ ପ୍ରେମିକ ,ପ୍ରେମିକା କୁ ବାଟବଣା କରି ଚାଲି ଯାଇଥିଲା। ପ୍ରଥମେ ମିଠା ମିଠା କଥା କହି ପ୍ରେମ କରିଥିଲା। ପ୍ରଥମେ ପ୍ରଥମେ ପ୍ରେମିକା କୁ ନପାଇଲେ ପ୍ରେମିକ ମରିଯିବ ବୋଲି ମଧ୍ୟ କହୁଥିଲା।
ହେଲେ ପ୍ରେମିକା ଜଣକ ଏହା ଜାଣି ନଥିଲେ କି ତାଙ୍କର ପ୍ରେମିକା ଙ୍କ ମନରେ ଅନ୍ୟ କିଛି ରହି ଯାଇଛି ବୋଲି। ଏଭଳି ପ୍ରେମିକ ଜଣକ ତାଙ୍କ ପ୍ରେମିକା ଙ୍କୁ ଅନେକ ମିଛ ସ୍ବପ୍ନ ମଧ୍ଯ ଦେଖାଇ ଥିଲେ। ଆଉ ପ୍ରେମିକ ର ସେହି ମିଛ ଜାଲରେ ଫସି ଚାଲିଥିଲେ ପ୍ରେମିକା।

ଏହାପରେ ପ୍ରେମିକା ଜଣକ ତାଙ୍କ ଘର ଛାଡ଼ି ଚାଲି ଆସିଥିବା ବେଳେ ଉଭୟ ମନ୍ଦୀର ରେ ମଧ୍ୟ ବିବାହ କରି ଥିଲେ। ହେଲେ ପ୍ରେମିକ ଜଣକ ସବୁ କଥା ଭୁଲି ଯାଇଛନ୍ତି ପ୍ରେମିକା ଜଣକ ଏବେ କଣ କରିବେ କିଛି ବୁଝି ପାରୁ ନାହାନ୍ତି।
କେବଳ ଦେହ ସୁଖ ନେବା ପାଇଁ ହିଁ ସେ ଯୁବତୀଙ୍କୁ ବିବାହ କରିଥିଲେ। ଆଉ ଦେହ ସୁଖ ନେବା ପରେ ହିଁ ସେ ତାଙ୍କର ପ୍ରେମିକା ଙ୍କୁ ପାଦରେ ଆଡେ଼ଇ ଚାଲି ଯାଇଥିଲେ। ଏବେ ପ୍ରେମିକା ନ୍ୟାୟ ପାଇଁ ଲଢେଇ କରୁଛନ୍ତି।
ସେ ନିଜ ସ୍ୱାମୀ ପାଇଁ ଏବେ ଧାରଣାରେ ବସିଛନ୍ତି ଏହି ଯୁବତୀ ଜଣକ। ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଳାର ,ଦେଓଗାଁ ଥାନା, ବନ୍ଧପଡ଼ା ଫାଣ୍ଡି ରେ ଘଟି ଯାଇଛି। ଏଭଳି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଯୁବତୀ ଜଣକ ଏବେ ନ୍ୟାୟ ପାଇଁ ଆଇନ୍ ର ଦ୍ବାରସ୍ଥ ମଧ୍ଯ ହୋଇଛନ୍ତି। ତେବେ ଏହି ଘଟଣା ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଥିବା ବେଳେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।