Nov 2, 2023, 09:20 IST

ମୋର ଚତୁର୍ଥୀ ରାତି ରେ ଦୁଇ ଦୁଇଟା ସ୍ଵାମୀ ଦରକାର୍ ! ଶେଷ ରେ ଦୁଇଟା ସ୍ଵାମୀ ସହ ସମ୍ପର୍କ ରଖିଲା ସ୍ତ୍ରୀ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗୋଟେ ଥରରେ ଦୁଇଜଣ ଯୁବକ ଙ୍କୁ ବିବାହ କରିଥିଲେ ଯୁବତୀ। ପ୍ରଥମେ ଜଣେ ଯୁବତୀ ଯୁବକଙ୍କୁ ଭଲପାଇ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଥିଲା।
Special report
ହେଲେ ତାହାପରେ ମଧ୍ୟ ଯୁବତୀ ଜଣକ ଆଉ ଜଣକୁ ବିବାହ କରି ଦେଇଛନ୍ତି। ଏହି ଯୁବତୀଙ୍କ ପ୍ରେମ କାହାଣୀ ସଂପର୍କରେ ଶୁଣିବା ପରେ ଆପଣଙ୍କୁ ମଧ୍ୟ ଲଗିବ କି ଏହି ଯୁବତୀ ଜଣକୁ ପ୍ରେମ ରୋଗ ହୋଇ ଯାଇଛି ବୋଲି।
ପ୍ରେମିକ ସହ ବିବାହ ପରେ ଦୁହିଁଙ୍କ ଜୀବନ ମଧ୍ୟ ବେଶ ହସଖୁସିରେ ଚାଲୁଥିବା। ଏହାପରେ ତାଙ୍କର ଏକ ଝିଅଟିଏ ମଧ୍ୟ ଜନ୍ମ ହୋଇଥିଲା। ସ୍ଵାମୀ ସ୍ତ୍ରୀ ମଧ୍ୟ ତାଙ୍କର ଝିଅକୁ ନେଇ ଖୁବ୍ ମଜା ମସ୍ତି ରେ ତାଙ୍କର ସମୟ ମଧ୍ୟ ବିତାଇ ଥିଲେ।
ହେଲେ ତାଙ୍କର ସୁଖର ସଂସାରରେ କିଏ ନିଆ ଲଗାଇ ଦେଇଥିଲା। ମହିଳାଙ୍କ ସ୍ୱାମୀ ଓ ଗୋଟେ ଝିଅ ଥିବା ପରେ ମଧ୍ୟ ସେ ଆଉ ଜଣେ ଯୁବକ ଙ୍କୁ ପ୍ରେମ କରି ମଧ୍ୟ ବସି ଯାଇଥିଲେ 
Special report
ନିଜର ସ୍ୱାମୀକୁ ଛାଡ଼ି ଏହି ଯୁବକ ସହ ସେ ନିଜର ସମ୍ପର୍କ ମଧ୍ୟ ବଢାଇ ଥିଲେ। ପ୍ରଥମ ସ୍ୱାମୀ କାମକୁ ବାହାରିଯିବା ପରେ ଏହି ସ୍ତ୍ରୀ ତାର ପ୍ରେମିକ କୁ ଘର ଭିତରେ ପୁରାଉ ଥିଲା।
ଆଉ ନିଜର ସ୍ୱାମୀ ଥାଉ ଥାଉ ମଧ୍ୟ ସେ ଏହି ଯୁବକ ଜଣକ ଶହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ। ଏପଟେ ସ୍ୱାମୀ ଜଣକ ପ୍ରଥମେ ପ୍ରଥମେ କିଛି ଜାଣି ପାରି ନଥିଲା। ମାତ୍ର ପରେ ସ୍ୱାମୀ ଜଣକ ସବୁକିଛି ଜାଣି ମଧ୍ଯ ସାରିଥିଲା।
ଆଉ ସ୍ୱାମୀ କିଛି କହିବା ଆଗରୁ ସ୍ତ୍ରୀ ତାର ସ୍ୱାମୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ କହିଥିଲା। ନିଜ ପ୍ରେମିକ ସହ ରଖିଥିବା ଖରାପ୍ ସମ୍ପର୍କ ବିଷୟରେ ମଧ୍ୟ ସେ ନିଜ ସ୍ବାମୀଙ୍କୁ ସବୁ କିଛି ଜଣାଇ ସାରିଥିଲା।
ଏହାପରେ ସ୍ଵାମୀ ନିଜେ ତାଙ୍କ ସ୍ତ୍ରୀ ଙ୍କୁ ମନ୍ଦିରକୁ ନେଇ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଥିଲେ। ଏହି ଘଟଣାଟି ବିହାର ରେ ଘଟି ଯାଇଛି। ଆଉ ଏହାକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Advertisement