ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯୁବତୀଙ୍କ ଡ୍ରେସ ମାପ ନେଉ ନେଉ ଦୁ-ଷ୍କ-ର୍ମ କରି ଦେଇଥାନ୍ତା ଦରଜୀ। ଏପଟେ ସନ୍ଧ୍ୟା ସମୟ ଥିବା ବେଳେ ଦୋକାନ ଭିତରେ ଏକା ଥିଲା ସେହି ଦରଜୀ ଜଣକଯୁବତୀଙ୍କୁ ମଧ୍ୟ

ଏକା ପାଇବା ପରେ ତାଙ୍କୁ ଦୁର୍ବ୍ୟବହାର କରୁଥିଲା।। ହେଲେ ସେ ସବୁ ସିସି ଟିଭି କ୍ୟାମେରାରେ ରେକର୍ଡ ହେଉଛି ବୋଲି କେହି ମଧ୍ୟ ଏକଥା ଜାଣି ନଥିଲେ। ସେ ସମୟରେ ସନ୍ଧ୍ୟା ସମୟ ଥିଲା।
ଏପଟେ ଜଣେ ଦରଜୀ ତାଙ୍କର ଦୋକାନ ଭିତରେ ମଧ୍ୟ ଏକା ରହି କାମ କରୁଥିଲେ। ଠିକ୍ ଏହି ସମୟରେ ଦରଜୀ ପାଖକୁ ଯୁବତୀ ଜଣକ ତାଙ୍କର ଡ୍ରେସ ସିଲେଇ କରିବା ପାଇଁ ଆସିଥିଲେ।
ହେଲେ ଦରଜୀ ଜଣକ ଝିଅର ବାପା ବୟସର ହୋଇଥିଲେ ମଧ୍ୟ ସେ ଯୁବତୀ ଜଣକୁ ଖରାପ୍ ନଜରରେ ଦେଖିଥିଲେ। ଯେତେବେଳେ ଯୁବତୀ ଜଣକ ଡ୍ରେସ ସିଲେଇ କଥା କହିଥିଲେ ସେତେବେଳେ ଦରଜୀ ଜଣକୁ ଆହୁରି ସୁଯୋଗ ମିଳି ଯାଇଥିଲା।

ଆଉ ହାତରେ ଫିତା ଧରି ସେ ମାପିବା ପାଇଁ ମଧ୍ୟ ରେଡ୍ଡୀ ହୋଇ ଯାଇଥିଲେ। ଆଉ ଶେଷରେ ସେ ଯୁବତୀଙ୍କୁ ସ୍ପର୍ଶ କରିବାରେ ମଧ୍ୟ ଲାଗିଥିଲା। ଯେତେବେଳେ ଯୁବତୀ ଜଣକ ଦରଜୀ ଙ୍କୁ ଏଭଳି କଣ କରୁଛ ବୋଲି ପଚାରି ଥିଲେ
ସେତେବେଳେ ଦରଜୀ ଜଣକ କହିଥିଲେ କି ସେ ତାଙ୍କର ମାପ ନେବେ ଓ ତାଙ୍କ ପାଇଁ ଡ୍ରେସ୍ ମଧ୍ୟ ସିଲେଇ କରି ଦେବେ। ହେଲେ ଦରଜୀ ମନରେ ଖରାପ୍ ଚିନ୍ତାଧାରା ଥିବାର ଜାଣିବା ପରେ ଦରଜୀ ଜଣକ ସେଠାରୁ ଚାଲି ଯାଇଥିଲେ ।
ଏହାପରେ ପୁଣି ଥରେ ଏକ ବୁର୍ଖା ପିନ୍ଧା ମହିଳା ଦରଜୀଙ୍କ ନିକଟକୁ ଆସିଥିଲେ। ତାଙ୍କର ମଧ୍ଯ ଦରଜୀ ଜଣକ ମାପ ନେବାକୁ ଲାଗିଲେ। ଆଉ ମାପ ନେବା ବାହାନାରେ ମହିଳା ଜଣକୁ ଟଣା ଓଟରା କରିବା ଆରମ୍ଭ କରି ଦେଇଥିଲେ।
ମହିଳା ଜଣକ ତାଙ୍କର ବୂର୍ଖା ଖୋଲି ଦେବାରୁ ସ ଜଣେ ମହିଳା ପୋଲିସ ଅଫିସର ବୋଲି ଜଣା ପଡିଥିଲା। ଦରଜୀ ଜଣକ ଆଗରୁ ଏଭଳି ଅନେକ ଥର କରି ସାରିଛି ହେଲେ ଏବେ ପୋଲିସ ସମ୍ମୁଖରେ ଧରା ପଡ଼ି ଯାଇଛି।