Updated: Jan 31, 2024, 21:38 IST

ଖାଇବା ଦେବାକୁ ଟିକିଏ ଡେରି ହେଲା ବୋଲି ମାଲିକକୁ ଏମିତି କରିଦେଲା ପୋଷା କୁକୁର ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଅନେକ ଲୋକ ଅଛନ୍ତି ଯେଉଁମାନେ କୁକୁର ପାଳି ଥାଆନ୍ତି ।
ଏଭଳି ଜଣେ ବ୍ୟକ୍ତି କୁକୁର ପାଳିଥିଲେ । ଆଉ ତାଙ୍କ ସହିତ ଏଭଳି କିଛି ଘଟିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟକ୍ତି ଜଣକ ରୋଟୱିଲର ପ୍ରଜାତିର କୁକୁର ପାଳିଥିଲେ ।
Dog
ଏହି ବ୍ୟକ୍ତି ଜଣକ ଖରା ବେଳେ ଖାଇବା ଦେବାକୁ ତାଙ୍କ କୁକୁରକୁ ଭୁଲି ଯାଇଥିଲେ । ଆଉ ଏହାପରେ ଯେତେବେଳେ ରାତିରେ ମାଲିକ ଜଣକ ଖାଇବାକୁ ଦେଲେ ସେତେବେଳେ ତାଙ୍କ ସହିତ ଘଟିଥିଲା ଏଭଳି କିଛି ।
ଏହି ବ୍ୟକ୍ତି ଜଣକ ରାତିରେ ଖାଇବାକୁ ଦେବାରୁ ବ୍ୟକ୍ତି ଜଣଙ୍କୁ ତାଙ୍କ ପୋଷା କୁକୁର ଝୁଣି ଖାଇଦେଲା । ପୋଷା କୁକୁର ପାଳିବା ଯେତିକି ଭଲ ସେତିକି ଖରାପ ଅଟେ । ଏହି ପୋଷା କୁକୁର ପାଳିବା ଆଜି ବ୍ୟକ୍ତି ଜଣଙ୍କୁ ମହଙ୍ଗା ପଡ଼ିଛି । ଏହି ଘଟଣା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବିଶ୍ବାସ କରିପାରିବେ ନାହିଁ ।
ଏହି ବ୍ୟକ୍ତି ଜଣକ ମାତ୍ର ଗୋଟିଏ ଭୁଲ କରିଥିଲେ କି ତାଙ୍କ କୁକୁରକୁ ଖରା ବେଳେ ଖାଇବାକୁ ଦେବାକୁ ଭୁଲି ଯାଇଥିଲେ । ଆଉ ରାତିରେ ମନେ ପଡ଼ିବା ପରେ ସେ ଖାଇବାକୁ ଦେଇଥିଲେ ।
Dog
ଏହାପରେ ଏହି କୁକୁର ରାଗି ଯାଇ ମାଲିକକୁ ଝୁଣୀ ଖାଇ ଦେଇଥିଲା । ଏହି ବ୍ୟକ୍ତି ଜଣକ ହେଉଛନ୍ତି ୬୩ ବର୍ଷୀୟ ତେଜେନ୍ଦ୍ର ଘୋରପଡେ । ଏହି ବ୍ୟକ୍ତି ଜଣକ ତାଙ୍କ ଘର ଜଗିବା ପାଇଁ କୁକୁରକୁ ଆଣିଥିଲେ କିନ୍ତୁ ଏହି କୁକୁର ଆଜି ତାଙ୍କ ପାଇଁ ଘାତକ ପାଲଟି ଯାଇଥିଲା । ଦିନରୁ ଭୋକିଲା ରହିଥିବା କୁକୁର ଏଭଳି କାମ କରିଲା ।
ସେ ଭୋକିଲା ଥିବାରୁ ମାଲିକ ଉପରେ ଆକ୍ରମଣ କରିଥିଲା କୁକୁର । ଆଉ କୁକୁର ମାଲିକ ଉପରେ ଆକ୍ରମଣ କରିବା ପରେ ତେଜେନ୍ଦ୍ର ପାଟି କରିଥିଲେ । ପାଟି ଶୁଣି ତାଙ୍କ ପୁଅ ଆସି ତାଙ୍କୁ ବଞ୍ଚାଇଥିଲେ । ଏହି କୁକୁରକୁ ସେ କାବୁ କରିଥିଲେ ଏବଂ ତାଙ୍କ ବାପାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନେଇଥିଲେ ।
ଏହି ବ୍ୟକ୍ତି ଜଣଙ୍କର ଦେହରେ ୬୦ ଟି ଷ୍ଟିଜ୍ ପଡିଥିବାର ଜଣାପଡିଛି । ଏହି ଘଟଣା ମଧ୍ୟପ୍ରଦେଶର ଗୁହାଲରେ ଘଟିଛି । ଏହି ପ୍ରଜାତିର କୁକୁର ହିଂସ୍ର ଅଟନ୍ତି । ଏହି ପ୍ରଜାତିର କୁକୁର ଘରେ ପାଳିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା ।

Advertisement