Mar 25, 2024, 10:24 IST

ଡାକ୍ତର ମୋ ପୁଅ ର ୩-୩ ଥର ଅପରେସନ କଲେ,ଏବେ ସେମାନେ ଯାହା କହିଦେଲେ....

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। 
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
Bb
ନୟାପଲ୍ଲୀ ସ୍ଥିତ ସାଲୀଆ ସାହିରେ ରହୁଥିବା ଶଙ୍କର ଓଝା ଓ ଆଶାଲତା ଓଝାଙ୍କ ୧୯ ବର୍ଷର ପୁଅ ଦେହ ଖରାପକୁ ନେଇ ପରିବାର ଲୋକେ ଚନ୍ତିତ ହୋଇପଡିଛନ୍ତି। ବାପା ମାଙ୍କ 19 ବର୍ଷର ପୁଅ ମୁଁହକୁ ଚାହିଁଦେଲେ ଆଖିରୁ ଲୁହ ଝରିଯାଉଛି କିନ୍ତୁ କେବେ ଭାଙ୍ଗି ପଡ଼ିନାହାନ୍ତି। ଜନ୍ମବେଳରୁ ପୁଅର ମଳଦ୍ୱାର ନଥିଲା।
ସେଥିପାଇଁ କେତେ ଚିକିତ୍ସା କେତେ ଅସ୍ତ୍ରୋପ୍ରଚାର ହେଲେ ମଧ୍ୟ ସେ ସଂପୂର୍ଣ୍ଣ ଠିକ୍ ହେଇପାରିନଥିଲେ। ତଥାପି ପୁଅକୁ ନେଇ ଦେଖୁଥିବା ସ୍ୱପ୍ନ ସତ କରିବାପାଇଁ ଯାଇ ବାପା ମା'ଙ୍କ ଆଖିରୁ ଧୀରେ ଧୀରେ ଲୁହ ଶୁଖି ଆସିଲାଣି।
ସତେ ଯେମିତି ଦୁଃଖକୁ ନିଜର କରି ନେଇଛନ୍ତି ବାପା ମା। କାରଣ ପୁଅକୁ ଭଲ କରିବାକୁ ତ ସମର୍ଥ ହେଇପାରିଲେନି ବାପା ମା।

Advertisement