Mar 28, 2024, 11:33 IST

DJ ଗାଡ଼ି ଆଉ ସ୍ବାମୀ ଆଗରେ ସ୍ତ୍ରୀ କୁ ତଳେ ପକେଇ...ଅପରାଧୀ ଗୁଡ଼ା ମାଡ଼ ବର୍ଷା କରି ଚାଲିଲେ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ସ୍ବାମୀ ଆଗରେ ଗାଁର କିଛି ଯୁବକ ମହିଳାଙ୍କ ଉପରକୁ ଆ-କ୍ର-ମ-ଣ କରିଥିଲେ। ଆଉ ମହିଳାଙ୍କୁ ତଳେ ପକାଇ ତିନିଜଣ ଯୁବକ ମାଡ଼ ମାରିଥିଲେ। ମହିଳାଙ୍କ ନାଁ ହେଉଛି ଶୁଭସ୍ମିତା। ଗତକାଲି ରାତିରେ ଶୁଭସ୍ମିତାଙ୍କ ଗାଁରେ ମେଲଣ ହେଉଥିଲା।
ଗାଁକୁ ଡିଜେ ମଧ୍ୟ ଆସିଥିଲା। ଶୁଭସ୍ମିତାଙ୍କ ସ୍ବାମୀ ମଧ୍ୟ ସେହି ଯୁବକଙ୍କ ସହିତ ମେଲଣରେ ଥିଲେ। କିନ୍ତୁ ରାତି ୧୧:୩୦ରେ ଶୁଭସ୍ମିତାଙ୍କ ସ୍ବାମୀ ଡିଜେ ଗୀତକୁ ବନ୍ଦ କରିବାକୁ କହିଥିଲେ। 
ସେହି କଥାକୁ ଗାଁର ଯୁବକ ମାନେ ମଦ ପିଇ ଥିବାରୁ ରାଗିଯାଇ ବନ୍ଦ କରିବା କଥାକୁ ନେଇ ସ୍ବାମୀ ଉପରେ ଆ-କ୍ର-ମ-ଣ କରିଥିଲେ। ଆଉ ସ୍ବାମୀ ସେହି ଯୁବକ ମାନଙ୍କ ସହିତ ଯୁକ୍ତିତର୍କ କରିବାରୁ ଶୁଭସ୍ମିତା ଯାଇ ବିରୋଧ କରିଥିଲେ।
Hh
ଯାହାଫଳରେ ଗାଁର ଯୁବକ ମାନେ ସ୍ୱାମୀକୁ ମାରିବା ସହିତ ସ୍ତ୍ରୀକୁ ତଳେ ପକାଇ ମାରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ। ଯୁବକ ମାନେ ଶୁଭସ୍ମିତାଙ୍କୁ ଏମିତି ମାଡ଼ ମାରିଲେ ଯେ ସେ ଏବେ ହସ୍ପିଟାଲରେ ପଡିଛନ୍ତି। 
ସୂଚନା ଅନୁସାରେ ସାଦରଙ୍ଗ ଥାନା ଅନ୍ତର୍ଗତ ମାଣିକ ଛକ ହନୁମାନ ମନ୍ଦିର ନିକଟରେ ଗତକାଲି ହୋଲି ମେଲଣରେ ଏମିତି କିଛି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯେଉଁଥି ପାଇଁ ଏବେ ଶୁଭସ୍ମିତା କେତେକ ଯୁବକଙ୍କ ଆ-କ୍ର-ମ-ଣର ଶିକାର ହୋଇ ହସ୍ପିଟାଲରେ ପଡିଛନ୍ତି।
ଆଉ ଏନେଇ ସାଦରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ସଂପୃକ୍ତ ଯୁବକଙ୍କ ନାଁରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବୀ କରିଛନ୍ତି ଶୁଭସ୍ମିତାଙ୍କ ସ୍ବାମୀ।

Advertisement