Updated: Aug 28, 2023, 14:19 IST

ଦୀପିକା ଙ୍କ ଘର ସଜାଡ଼ିବେ 5T ସଚିବ ପାଣ୍ଡିଆନ, ପାଣ୍ଡିଆନ ଙ୍କ ଆଗରେ ନିଜ ଦୁଃଖ କହିଲେ ଦୀପିକା

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ ବିଷୟ ରେ।ବର୍ତ୍ତମାନ ସମୟ ରେ ଆଜିର ମହିଳା ମାନେ ପୁରୁଷ ମାନଙ୍କ ଉପରେ ଅଧିକ ମାତ୍ରା ରେ ବିଶ୍ଵାସ କରୁଛନ୍ତି।ନିଜର ଭୁଲ ପାଇଁ ମହିଳା ମାନେ ନିଜ ଜୀବନ କୁ ବଳି ଦେଇଛନ୍ତି।
ପ୍ରେମ କରି ପୁରୁଷ ମାନେ ବିବାହ କରୁଛନ୍ତି।ହେଲେ ଶାରିରୀକ ସୁଖ ପାଇ ସାରିଲା ପରେ ମହିଳା ଙ୍କୁ ଛାଡି ଚାଲି ଯାଉଛନ୍ତି।ଏପରି ଏକ ଘଟଣା ଘଟିଛି ବ୍ରହ୍ମପୁର ଠାରେ।ଏଠାରେ ଦୀପିକା ନାମୀ ମହିଳା ଙ୍କ ସହିତ ଧୋକା ହୋଇଛି।
Viral
ସୂଚନା ଅନୁସାରେ ସେ ଦୀର୍ଘ ବର୍ଷ ଧରି ଦିନେଶ ନାମକ ଯୁବକ କୁ ପ୍ରେମ କରୁଥିଲେ।ଏହା ପରେ ଉଭୟ ପରସ୍ପର କୁ ବିବାହ କରିଥିଲେ।ହେଲେ ଦିନେଶ ବିବାହ ପରେ ଶାରିରୀକ ସମ୍ପର୍କ ରଖି ସାରିଲା ପରେ ଦୀପିକା ଙ୍କ ଠାରୁ ଦୂରେଇବା ଆରମ୍ଭ କଲେ।
ଏହା ପରେ ଦୀପିକା ଏକ ପୁତ୍ର ସନ୍ତାନ ଜନ୍ମ କଲେ।ଦୀର୍ଘ ବର୍ଷ ହେଲାଣି ସେ ଦିନେଶ ଙ୍କୁ ପାଇବା ପାଇଁ ଲଢି ଚାଲିଛନ୍ତି।ହେଲେ ଭଗବାନ ତାଙ୍କ ଡାକ ଶୁଣି ନାହାଁନ୍ତି।ସେ ଥାନା ରେ ଏ ବିଷୟ ରେ ଏତଲା ଦେଲେ।ଦିନେଶ ଙ୍କ ଘର ଆଗରେ ବି ବସିଲେ।ହେଲେ କିଛି ଫାଇଦା ତାଙ୍କର ହେଲା ନାହିଁ।
Viral news
ତାଙ୍କ ପୁଅ ର ଡିଏନଏ ଟେଷ୍ଟ ରେ ମଧ୍ୟ ଜଣା ଗଲା କି ସେ ଦିନେଶ ଙ୍କ ପୁଅ।ତଥାପି ଦିନେଶ ତାଙ୍କୁ ନିଜ ପୁଅ ବୋଲି ମାନୁ ନାହାନ୍ତି।ବାପା ମା ଙ୍କ ଲଢେଇ ଭିତରେ ଛୋଟ ପିଲା ଟି ନିଜ ବାପ ର ପରିଚୟ ହରାଇଛି।
ଏହି ଘଟଣା କୁ ସମାଧାନ କରିବା ପାଇଁ ଦୀପିକା ୫ଟି ସଚିବ ଙ୍କୁ ଏକ ଚିଠି ଲେଖିଛନ୍ତି।ନିକଟ ରେ ୫ଟି ସଚିବ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ଯାଇଥିଲେ।ସେଠାକୁ ଦୀପିକା ମଧ୍ୟ ଯାଇଥିଲେ।ସେ ୫ଟି ସଚିବ ଙ୍କ ସହିତ ହାତ ମିଳାଇ ଥିଲେ। ଓ ତାଙ୍କ ଚିଠି କୁ ତାଙ୍କୁ ଦେଇଥିଲେ।
ଦୀପିକା ଆଶା କରିଛନ୍ତି କି ୫ ଟି ସଚିବ ଭି କେ ପାଣ୍ଡିଆନ ତାଙ୍କ ଦୁଃଖ କୁ ବୁଝିବେ। ଏବଂ ଏହାର ବହୁତ ଜଲଦି ସମାଧାନ କରିବେ।ଦିପିକା ନିଜ ପ୍ରେମ କୁ ପାଇବାପାଇଁ ଦୀର୍ଘ ବର୍ଷ ହେଲାଣି ସଂଘର୍ଷ କରୁଛନ୍ତି।ଭଗବାନ ନିଶ୍ଚୟ ଦିନେ ନା ଦିନେ ତାଙ୍କ ଡାକ ଶୁଣିବେ।ଏହା ସମସ୍ତଙ୍କ ର ଆଶା।

Advertisement