Oct 17, 2023, 11:47 IST

ଦିନ ମଜୁରିଆ ଯୁବତୀ ସହ ସକାଳେ ସଂଧ୍ୟା ରେ ଖରାପ କାମରେ ବ୍ୟସ୍ତ ରହି ଥିଲା ମାଲିକ, ଗାଆଁ ଲୋକେ କଲେ ଜବରଦସ୍ତି ବିବାହ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ବର୍ତ୍ତମାନ ସମାଜ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ସମସ୍ତେ ଜାଣି ଥିବେ।ମହିଳା ମାନେ ନିଜ ପରିବାର କୁ ଭୁଲି ଅନ୍ୟ ପୁରୁଷ ଙ୍କ ସହିତ ଖରାପ ସମ୍ପର୍କ ରଖୁଛନ୍ତି।ଏଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ମହିଳା ଙ୍କ ର ସ୍ଵାମୀ ଅନେକ ଦିନ ତଳେ ମୃ-ତ୍ୟୁ ବରଣ କରିଥିଲେ।ଓ ନିଜ ଅଷ୍ଟମ ଶ୍ରେଣୀ ରେ ପଢୁଥିବା ଝିଅ ଓ ନବମ ଶ୍ରେଣୀ ରେ ପଢୁଥିବା ପୁଅ ଙ୍କ ସହିତ ମହିଳା ଜଣକ ରହୁଥିଲେ।ଅର୍ଥ ରୋଜଗାର କରିବା ପାଇଁ ସେ ଜଣେ ଠିକାଦାର ଙ୍କ ପାଖରେ ଦିନ ମଜୁରିଆ ରୂପେ କାମ କରୁଥିଲେ।
ସେହିଠାରେ ଆରମ୍ଭ ହୋଇ ଥିଲା ପ୍ରେମ ସଂପର୍କ।୮ ବର୍ଷ ହେଲାଣି ସେମାନଙ୍କ ପ୍ରେମ ସମ୍ପର୍କ ରହିଥିଲା।ହେଲେ ଗ୍ରାମ ର ଲୋକ ମାନେ ସବୁ କିଛି ଜାଣି ମଧ୍ୟ ଚୁପ୍ ରହିଥିଲେ।
ଉଭୟ ଉଭୟ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଥିଲେ। ମହିଳା ଜଣକ ନିଜ ପିଲା ଛୁଆ ସମସ୍ତଙ୍କୁ ଭୁଲି ଗଲେ।ଠିକାଦାର ଙ୍କ ପ୍ରେମ ରେ ସେ ପୁରା ପାଗଳି ହୋଇ ସାରିଥିଲେ।ଏହି ସମୟ ରେ ମହିଳା ଙ୍କ ଭାଇ ଙ୍କ ପାଖକୁ ଠିକାଦାର ଜଣକ ଏକ ଭିଡିଓ ପଠାଇ ଥିଲେ।
Special report
ସେହି ଭିଡିଓ ଟି ରେ ଉଭୟ ଶା-ରି-ରୀ-କ ସମ୍ପର୍କ ରଖିଥିଲେ।ଏହାକୁ ଦେଖି ତାଙ୍କ ଭାଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପରେ ତାଙ୍କ ଭାଇ ଗ୍ରାମ ରେ ଗୋଟିଏ ସଭା ଡକାଇଲେ।ସେହି ସଭା ରେ ଉଭୟ ଙ୍କୁ ବିବାହ କରାଇ ଦେବାର ନିଷ୍ପତି ନେଇ ଥିଲେ।
ଓ ବିବାହ ପରେ ଠିକାଦାର ବାବୁ ଜଣକ ମହିଳା ଙ୍କ ସହିତ ରହିବା ସହିତ ତାଙ୍କ ପୁଅ ଓ ଝିଅ ର ଭରଣ ପୋଷଣ ଦାୟିତ୍ବ ନେବେ ବୋଲି କୁହା ଯାଇଥିଲା।ଓ ଏହା ପରେ ଉଭୟ ଙ୍କ ର ସେହିଠାରେ ବିବାହ କରି ଦିଆ ଯାଇଥିଲା।
ଏହାର ଭିଡିଓ ଟି ଏବେ ସୋସିଆଲ ମିଡିଆରେ ରେ ଖୁବ୍ ଭାଇରାଲ ହେଉଚି।ମହିଳା ଙ୍କ ର ଏତେ ବଡ ବଡ ପୁଅ ଝିଅ ଥାଉ ଥାଉ ସେ କିଭଳି ଭାବେ ଏପରି କରି ପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।ଉଭୟ ଏବେ ବିବାହ କରି ନେଉଛନ୍ତି।ଓ ଆଗକୁ କଣ ହେଉଚି ଏବେ ଦେଖିବାକୁ ବାକି ରହିଲା।

Advertisement