ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି। ଜଣେ ଯୁବକ ବିବାହିତା ମହିଳା ଙ୍କ ଉଲଗ୍ନ ଫଟୋ ଉଠାଇଛନ୍ତି। ପରେ ନିଜ ମୋବାଇଲ ରେ ମଧ୍ଯ ମହିଳା ଜଣକ ର ଭିଡିଓ ମଧ୍ୟ ବନାଇ ଥିଲା।

ଆଉ ଶେଷରେ ସେ ସବୁ ଫଟୋ ଓ ଭିଡିଓ କୁ ମଧ୍ୟ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଲେ। ଆଉ ସମସ୍ତଙ୍କୁ ମଧ୍ଯ ସେହି ମହିଳା ଙ୍କ ସେହି ଫଟୋ କୁ ବୁଲିବୁଲି ଦେଖାଇ ଥିଲେ।
ମହିଳା ଜଣଙ୍କ କିଛି ଜାଣିପାରି ନଥିଲେ। ସେହି ସମୟରେ କିନ୍ତୁ ଯୁବକ ଜଣକ ଯାହା କରିବାର କଥା ସବୁକିଛି କରି ସାରିଥିଲେ। ଏହି ଯୁବକ ଜଣକ ବୟସ ପାଖାପାଖି ୩୦ ବର୍ଷ ହେବ।
ଏହି ଯୁବକ ଜଣକ ସୁବିଧା ସୁଯୋଗ ଦେଖି ମହିଳା ଙ୍କ ବିନା ଶାଢ଼ୀରେ ଫଟୋ ଉଠାଇ ଥିଲେ। ଏହାପରେ ଯୁବକ ଜଣକ ଯେତେବେଳେ ସେହି ଫଟୋ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଆଉ ଏହାପରେ ମହିଳାଙ୍କ ସ୍ୱାମୀ ମଧ୍ଯ ସେହି ଫଟୋ ସୋସିଆଲ ମିଡିଆରେ ଦେଖିଥିଲେ।

ଏହାପରେ ସ୍ୱାମୀ ଜଣକ ଯେତେବେଳେ ତାଙ୍କୁ ଏନେଇ ପଚାରିଥିଲେ ସେତେବେଳେ ସ୍ତ୍ରୀ ଜଣକ କିଛି ଜାଣି ନାହାନ୍ତି ବୋଲି ମଧ୍ୟ ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ।
ଆଉ ଏହି ଯୁବକ ଜଣକ ନୁଆ ନୁଆ ଭିଡିଓ ଓ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ କରିବାରେ ଲାଗୁଥିଲେ। ଶେଷରେ ଏକ ଭିଡିଓ କୁ ବି ଯୁବକ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଆଉ ଏହା ମହିଳା ଙ୍କ ଗ୍ରାମରେ ଚହଳ ସୃଷ୍ଟି କରି ଦେଇଥିଲା।
ମହିଳାଙ୍କ ପରିବାର ଲୋକେ ଶେଷରେ କିଛି ଉପାୟ ନପାଇ ପୋଲିସ ର ସହାୟତା ନେଇଥିଲେ। ଆଉ ପୋଲିସ୍ ମଧ୍ଯ ସେହି ସୋସିଆଲ ମିଡିଆ ଆକାଉଣ୍ଟ କୁ ଧରି ଏହି ଯୁବକ ଙ୍କୁ ଏବେ ଗିରଫ କରିଛି।
ଏହି ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲାର ଶୁଭାଶିଷ ଦାସ ହୋଇଥିବା ବେଳେ ତାଙ୍କୁ ଏବେ ପୋଲିସ୍ ଗିରଫ କରି ମଧ୍ୟ କୋର୍ଟ ଚାଲାଣ କରିଛି। ଆଉ ଏବେ ଏହି ଯୁବକ ଜଣକୁ ଉପଯୁକ୍ତ ଦଣ୍ଡ ମଧ୍ୟ ମିଲିବ।