Updated: May 5, 2024, 01:01 IST

ଦିଅର ହୋଇ ଭାଉଜ ପ୍ରତି ରଖିଥିଲା ଖରାପ ନଜର ପରେ ସୁଯୋଗ ଦେଖି କରିଦେଲା ଧ-ର୍ଷ-ଣ...

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ଏଭଳି ଅନେକ ଖବର ଦେଖିଥିବେ। ଆଜିକାଲି ଘରେ ଘରେ ସ୍ମାର୍ଟ ଫୋନ ଆଉ ସମସ୍ତେ ମଧ୍ୟ ସୋସିଆଲ ମିଡିଆର ବ୍ଯବହାର କରୁଛନ୍ତି।
ସେଥିପାଇଁ କିଛି ଖବର ଆଉ ଅଛପା ହୋଇ ରହୁ ନାହିଁ। ଏକ ସାଧାରଣ ଖବର ମଧ୍ୟ ଅତି ସହଜରେ ଭାଇରାଲ୍ ହୋଇ ଯାଉ ଥିବାର ଦେଖିବାକୁ ମିଳୁଛି। ଏଭଳି ପ୍ରତ୍ୟେକ ଦିନ ଅନେକ ଖବର ପ୍ରକାଶ ପାଉଛି।
Hh
ତେବେ ଆପଣମାନେ ଜାଣିଥିବେ କି ଆମ ସମାଜ ଦିନକୁ ଦିନ ଖୁବ୍ କଳୁଷିତ ହେବାରେ ଲାଗିଛି। ଯାହାକୁ କି ଲୋକମାନେ ମଧ୍ୟ ଖୁବ୍ ନିନ୍ଦା କରୁଛନ୍ତି । ଏଭଳି ଘଟଣା ଗୁଡ଼ିକ ଘଟୁଛି ଯାହାକୁ କି ଆପଣ
ମାନେ ସ୍ୱପ୍ନରେ ମଧ୍ୟ କେବେ ହେଲେ ଭାବି ନଥିବେ।କାରଣ କିଛି ଲୋକଙ୍କ ଘୃଣ୍ୟ କାମ ପାଇଁ ସଂପୂର୍ଣ୍ଣ ସମାଜ ବର୍ତ୍ତମାନ୍ ସମୟରେ କଳୁଷିତ ହେବାରେ ଲାଗିଛି। ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।
ତେବେ ଜଣେ ମହିଳା ଏବେ ତାଙ୍କର ପୋଷ୍ୟପୁତ୍ର ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉ ଥିବା ସମୟରେ ଧରା ପଡିଛନ୍ତି। ମହିଳା ଜଣକ ହେଉଛନ୍ତି ଥାଇଲ୍ୟାଣ୍ଡ ର ଜଣେ ରାଜନେତ୍ରି। ଏହି ରାଜନେତ୍ରି ଙ୍କ ନାମ ହେଉଛି ପ୍ରପାପର୍ନ୍ ଚୋୱାଡକୋହ।
Hh
ତାଙ୍କର ବୟସ ମଧ୍ୟ ୪୫ ବର୍ଷ। ଆଉ ତାଙ୍କର ସେହି ପୋଷ୍ୟ ପୁତ୍ର ଙ୍କ ନାମ ହେଉଛି ଫ୍ରା ମହା ଯାହାର ବୟସ ହେଉଛି ମାତ୍ର ୨୪ ବର୍ଷ। ସେ ତାଙ୍କ ଏହି ପୋଷ୍ୟ ପୁତ୍ର ଙ୍କୁ ଭଲ ପାଉଥିଲେ।
ସେଥିପାଇଁ ତାଙ୍କ ସହ ସେ ଅନେକ ସମୟ ମଧ୍ୟ ବିତାଇବାକୁ ପସନ୍ଦ କରୁଥିଲେ। ହେଲେ ଦୁହିଁଙ୍କ ସମ୍ପର୍କ କୁ ନେଇ ଅନେକ ଦିନ ଧରି ମହିଳାଙ୍କ ସ୍ଵାମୀଙ୍କ ସନ୍ଦେହ ହୋଇ ଆସୁଥିଲା। ସେଥିପାଇଁ ସେ ନିଜ ସ୍ତ୍ରୀ କୁ ଧରିବା ପାଇଁ ପାଞ୍ଚ ଘଣ୍ଟା ଧରି ଗାଡ଼ି ଚଳାଇ ଆସିଥିଲେ।
ଆଉ ଘରେ ଆସି ଯେତେବେଳେ ପହଞ୍ଚି ଥିଲେ ସେତେବେଳେ ସେ ଦୁହିଁଙ୍କୁ ଆପତ୍ତି ଜନକ ପରିସ୍ଥିତିରେ ଦେଖିବାକୁ ପାଇଥିଲେ। ଆଉ ଏହାର ଭିଡିଓ ମଧ୍ୟ କରିଥିଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisement