ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲିଉଡ ରେ ଏଭଳି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ଦକ୍ଷ ବୋଲି ମଧ୍ୟ ନିଜେ ପ୍ରମାଣିତ କରି ସାରିଛନ୍ତି।
ଆଉ ୯୦ ଦଶକର ଏଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ଯ ରହିଛନ୍ତି ଯେଉଁ ମାନେ କି ଅନ୍ୟ ଙ୍କ ପାଇଁ ଉଦାହରଣ ସାଜି ଛନ୍ତି ଆମେ ଏବେ ଆପଣଙ୍କୁ ସେଭଳି ଏକ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବାକୁ ଯାଉଛୁ , ଯାହାଙ୍କର ଜେଲ ଯିବା ଭଳି କଥା ହୋଇ ଯାଇଥିଲା।
![Dharmendra](https://news38times.com/static/c1e/client/93724/uploaded/3849bd73bcdafbb7f2a721f29e08428b.jpg)
ତେବେ ଆପଣ ମାନେ ବଲିଉଡ ଅଭିନେତ୍ରୀ ଜୟପ୍ରଦା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ପ୍ରାୟ ସମୟରେ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ ହୋଇଥାଏ।
ଆମେ ଏବେ ଆପଣଙ୍କୁ ସେହି କଥା କହିବାକୁ ଯାଉଛୁ ସେ ଏଭଳି ଏକ ଜଘନ୍ୟ କାର୍ଯ୍ୟ କରିଥିଲେ ଯାହା ଫଳରେ ଜି ତାଙ୍କୁ ବହୁତ୍ କଷ୍ଟ କରିବାକୁ ପଡ଼ିଥିଲା। ଜୟପ୍ରଦା ଙ୍କ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
![Viral](https://news38times.com/static/c1e/client/93724/uploaded/1240fe3661a9ccbceb2082f9bb6fd899.jpg)
ତେବେ ଜୟପ୍ରଦା ବଲିଉଡ ଏଭଳି ଏକ ଅଭିନେତ୍ରୀ ଥିଲେ ଯାହାଙ୍କ ଫିଲ୍ମ୍ ଦେଖିବା ପାଇଁ ସିନେମା ହଲ ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁ ଥିଲା। ତେବେ ଏହି ଅଭିନେତ୍ରୀ ଜଣଙ୍କ ସେହି ଭୁଲ୍ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ତେବେ ଜୟପ୍ରଦା ଦୁଇଟି ସିନେମା ହଲ ଖୋଲିଥିଲେ। ମାତ୍ର ସେ ତାଙ୍କର ସିନେମା ହଲ କୁ ନେଇ ଏଭଳି କିଛି ଭୁଲ କରି ଦେଇଥିଲେ କି ଯାହା ତାଙ୍କ ଉପରେ ଖୁବ୍ ଭରି ପଡିଥିଲା।
କାରଣ ତାଙ୍କୁ ପୋଲିସ୍ ମଧ୍ଯ ତାଙ୍କୁ ଏଥିପାଇଁ ଗିରଫ ମଧ୍ୟ କକରି ଦେଇଛନ୍ତି। ଆମେ ଏଣେ ଆପଣଙ୍କୁ ସେହି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ। ଏହି ଘଟଣାର ସମାଧାନ ହେବା ପରେ ହିଁ ଜୟପ୍ରଦା ଜେଲ୍ ଯିବାରୁ ବଞ୍ଚିତ ହୋଇଥିଲେ।
![Viral](https://news38times.com/static/c1e/client/93724/uploaded/5f9de874263147368ab0c36c4718c760.jpg)
ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ। ଆଉ ଏହି ଘଟଣା ଏହେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।