Updated: Aug 26, 2023, 16:12 IST

ଚାଲିଥିଲା ଶହେ ଶହେ ରେ ଖେଳ ତା ପରେ ଯାହା ହେଲା ନିଜ ଆଖିରେ ଦେଖନ୍ତୁ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ଲୋକ ମାନେ କିଭଳି ଭାବେ କାମ କରୁଛନ୍ତି।ଲୋକ ମାନେ ଏତେ ମାତ୍ରା ରେ ଖରାପ ହେଇ ଯାଉଛନ୍ତି କି ଏହାର ପ୍ରଭାବ ସମାଜ ଉପରେ ପଡ଼ୁଚି।ପ୍ରତିଦିନ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଖବର ପଢିଥିବେ।
ମହିଳା ମାନେ ସେମାନଙ୍କ ଲାଜସରମ କୁ ଭୁଲି ନିଜ କୁ ଅନ୍ୟ ମାନଙ୍କୁ ବିକି ଦେଉଛନ୍ତି।ଆଜି ଆମେ ସେହିଭଳି ଜଣେ ମହିଳା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ମହିଳା ଙ୍କ ସ୍ଵାମୀ ଘରେ ନ ଥିବା ବେଳେ ସେ ଅନ୍ୟ ପୁରୁଷ ଙ୍କ ସହିତ ଶାରିରୀକ ସମ୍ପର୍କ ରଖିଛନ୍ତି।
VIRAl news
ଏହି ଘଟଣା ଟି ଘଟିଛି ବଲାଙ୍ଗୀର ଜିଲ୍ଲାର ଲୋହିସିଂହା ଅଞ୍ଚଳ ରେ।ଏଠାରେ ଜଣେ ମହିଳା ଙ୍କ ସ୍ଵାମୀ ବାହାରେ କାମ କରନ୍ତି।ମହିଳା ଜଣକ ଗାଁ ରେ ଏକୁଟିଆ ରୁହନ୍ତି।ଏହାର ସୁଯୋଗ ନେଇ ସେ ଅନ୍ୟ ପୁରୁଷ ଙ୍କ ସହିତ ପ୍ରତିଦିନ ସମ୍ପର୍କ ରଖନ୍ତି।
ସେହି ଅଞ୍ଚଳ ର ଚିନ୍ମୟ ଙ୍କ ସହିତ ତାଙ୍କର ଅନେକ ଦିନ ହେଲାଣି ପ୍ରେମ ସଂପର୍କ ରହିଥିଲା।ଏମିତି ପ୍ରତିଦିନ ଚିନ୍ମୟ ରାତି ହେବା ମାତ୍ରେ ମହିଳା ଙ୍କ ଘର କୁ ଆସନ୍ତି।ହେଲେ ଘଟଣା ଦିନ ରାତିରେ ସେହି ଗାଁ ର କିଛି ଲୋକ ମାନେ ଚିନ୍ମୟ ଆସୁଥିବାର ଦେଖି ଦେଇଥିଲେ।
Viral
ଏହା ପରେ ସେମାନେ ଦୁହେଁ କବାଟ ବନ୍ଦ କଲେ।ଗାଁ ର ଲୋକ ମାନେ ଘର ବାହାରେ ଥାଇ ଭିତରେ ଯା କିଛି ହେଉଥିଲା ସବୁ କିଛି ଦେଖୁଥିଲେ।ଏହା ପରେ ସେମାନେ କବାଟ ବାହାର ପଟୁ ତାଲା ପକାଇ ଦେଲେ।
ସେଦିନ ରାତିରେ କେହି ବି ଶୋଇ ନ ଥିଲେ।ସକାଳେ ଗ୍ରାମ ବାସି ମାନେ ପୋଲିସ କୁ ଖବର ଦେଲେ।ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ପୋଲିସ ଥାନା କୁ ନେଇ ଅଟକ କରି ରଖିଥିଲା।ଗାଁ ଲୋକ ମାନଙ୍କୁ ପୋଲିସ ବୁଝାଇବା ପାଇଁ ବହୁତ ଚେଷ୍ଟା କଲେ।ଶେଷ ରେ ଗାଁ ଲୋକ ମାନେ ବୁଝିଲେ।
ଏହା ପରେ ଗାଁ ଲୋକ ମାନେ ଦୁହେଁ ଙ୍କ ର ବିବାହ କରିବା ପାଇଁ ନିଷ୍ପତି ନେଲେ।ପୋଲିସ ଏହାକୁ ବିରୋଧ କରିଥିଲା।କିନ୍ତୁ ଗାଁ ଲୋକ ଙ୍କର କହିବା ଅନୁଯାୟୀ ଯଦି ଉଭୟ ପରସ୍ପର ସହିତ ଶାରିରୀକ ସମ୍ପର୍କ ରଖିଛନ୍ତି।ତେବେ ବିବାହ କରିବା ଉଚିତ୍।ଏ ବିଷୟ ରେ ସେ ଅଞ୍ଚଳ ରେ ଏବେ ବହୁତ ଚର୍ଚ୍ଚା ହେଉଚି।

Advertisement