May 2, 2024, 02:19 IST

ଧର ଧର ୬୦ ଫୁଟ ମହଲା ଉପରେ... ଝୁଲୁଛି ବର୍ଷ କର କୁନି ଛୁଆ...

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତିନି ମହଲା କୋଠା ଉପରୁ ଝୁଲୁଥିଲା ବର୍ଷକର ଛୁଆ। କୁଆଁ କୁଆଁ ରଡି ଛାଡୁଥିବା ବେଳେ ସେ ଛାତ ଉପରୁ ପଡ଼ିବାକୁ ମଧ୍ୟ ଯାଉଥିଲା।
ହେଲେ ଏଭଳି କିଛି ଘଟି ଯାଇଥିଲା ଯାହାକୁ ଦେଖିଲେ ମଧ୍ୟ ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ତିନି ମହଲା କୋଠା ଉପରୁ ପିଲାଟି ଖୁବ ଜୋରେ ଚିତ୍କାର କରି କାନ୍ଦିବାକୁ ଲାଗିଥିଲା। ଏହାକୁ ନେଇ ଘର ଲୋକମାନେ ମଧ୍ୟ ଛାନିଆ ହୋଇ ଯାଇଥିଲେ।
Hh
ଏହି କେଇ ମିନିଟ ର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ଛାନିଆ କରାଇ ଦେବ। ଘର ଲୋକ ମାନେ ମଧ୍ଯ ଝରକା ପଟୁ ପିଲା କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟ ପଟେ ୧୦ ରୁ ୧୫ ଜଣ ଲୋକ ତଳେ ପାଲ ଧରି ମଧ୍ୟ ଛିଡ଼ା ହୋଇଥିଲେ।
ଅନ୍ୟପଟେ ମଧ୍ଯ କାନ୍ଦି କାନ୍ଦି ଚିତ୍କାର କରୁଛି ସେହି ପିଲାଟି। ଘର ଲୋକମାନେ ଯେତେବେଳେ ଛୁଆ କୁ ଘରେ ପାଇ ନଥିଲେ ସେତେବେଳେ ସେ ତାଙ୍କ ଘରେ ଛୁଆଟିକୁ ଖୁବ ଖୋଜିବାକୁ ମଧ୍ୟ ଲାଗିଥିଲେ।
ହେଲେ ଛୁଆଟି କେଉଁଠି ଥିଲା ଆଉ କେଉଁଠି ଏମିତି କାନ୍ଦୁ ଥିଲା ତାହା ଘର ଲୋକ ଆଦୌ ଜାଣି ପାରି ନଥିଲେ। ଏହାପରେ ସ୍ଥାନୀୟ ଲୋକେ ଏହାକୁ ଦେଖିବାକୁ ପାଇଥିଲେ।
Jj
ଘର ଲୋକମାନେ ମଧ୍ୟ ଦୌଡି ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରିବାକୁ ଦୌଡି ଯାଇଥିଲେ। ଆଉ ସେମାନେ ମଧ୍ୟ ସେହି ପିଲାଟିକୁ ବଞ୍ଚାଇ ଦେଇଥିଲେ ମଧ୍ୟ। ଏହି ଛୁଆ ଟିକୁ ସେଠାରେ କିଏ ଆଣି ରଖିଥିଲା ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡି ପାରି ନାହିଁ।
ଯଦି ଗୋଟେ ମିନିଟ ଆଉ ବିଳମ୍ବ ହୋଇ ଯାଇ ଥାଆନ୍ତା ତେବେ ଛୁଆ ଟିର ଅବସ୍ଥା କଣ ହୋଇ ଥାଆନ୍ତା ତାହା ଆପଣ ଟିକେ ଚିନ୍ତା କରନ୍ତୁ। ଏହି ଛୁଆଟି ମରଣ କବଳରୁ ଫେରି ଆସିଛି। ବୋଧ ହୁଏ ସେହି ତିନି ମହଲା ଉପରୁ ତଳକୁ ମଧ୍ୟ ପଡ଼ି ଯାଇ ଥାଆନ୍ତା।
ଛୁଆଟିର ରାସ୍ତା ଉପରେ ପଡ଼ି କଣ ଯେ ଅବସ୍ଥା ହୋଇ ଥାଆନ୍ତା ତାହା ଆପଣ ବେଶ ଭଲ ଭାବରେ ଜାଣି ପାରୁଥିବେ। ତେବେ ଏହାକୁ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement