Updated: Aug 12, 2023, 15:00 IST

ଆସିଗଲା ଦୀପିକା ଛୁଆ ର ଡିଏନଏ ରିପୋର୍ଟ, ପ୍ରମାଣ ହେଲା ଦିନେଶ ହିଁ ହେଉଛି ବାପା ! ଏବେ ଜବରଦସ୍ତି ବାହା ହେବ

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦିନେଶ ଓ ଦୀପିକା ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। କାରଣ ଗତ କିଛି ଦିନ ପୂର୍ବେ ଦୁହେଁ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲେ।
କାରଣ ଦୀପିକା ତାଙ୍କର ପୁଅ ପାଇଁ ଦିନେଶ ଙ୍କ ଠାରୁ ବାପା ହେବାର ଅଧିକାର ମାଗିବା ସହ ନିଜକୁ ତାଙ୍କର ସ୍ତ୍ରୀ ବୋଲି ମଧ୍ଯ ଦାବୀ କରିଥିଲେ। ଆଉ ଏନେଇ ମଧ୍ୟ ସେ ଦୀର୍ଘଦିନ ଧରି ଧାରଣାରେ ବସି ରହିଥିଲେ।
Viral
ମାତ୍ର ଏବେ ଦୀପିକା ପୁଣି ଥରେ ଧାରଣାକୁ ଫେରିଛନ୍ତି। କାରଣ ନିକଟରେ ତାଙ୍କର ପୁଅ ର DNA ଟେଷ୍ଟ ରିପୋର୍ଟ ଆସି ଯାଇଛି। ଆଉ ସେହି ରିପୋର୍ଟ ଅନୁସାରେ ମଧ୍ଯ ଦୀପିକା ଙ୍କ ପୁଅ ହେଉଛନ୍ତି ଦିନେଶ ଙ୍କ ପୁଅ।
ଅର୍ଥାତ ଦିନେଶ ହିଁ ହେଉଛନ୍ତି ତାଙ୍କର ପୁଅର ପ୍ରକୃତ ବାପା। ଦୀର୍ଘ ଏକ ବର୍ଷ ପରେ ଏହି DNA ଟେଷ୍ଟ ର ରିପୋର୍ଟ୍ ଆସି ପହଞ୍ଚିଛି।DNA ଟେଷ୍ଟ କରିବା ପାଇଁ ପାଖାପାଖି ବର୍ଷେ ତିନି ମାସ ସମୟ ମଧ୍ଯ ଲାଗି ଯାଇଥିଲା।
Dinesh
ସେହି ରିପୋର୍ଟ ରେ ମଧ୍ୟ ସ୍ପଷ୍ଟ ଭାବରେ ଲେଖା ରହିଛି କି ଦିନେଶ ଓ ଦୀପିକା ଉଭୟ ହେଇଛନ୍ତି ଉକ୍ତ ପିଲାଟିର ଅବିଭାବକ। ହେଲେ ଆଜି ପର୍ଯ୍ୟନ୍ତ ଦିନେଶ ସେହି କଥାରୁ ବାରଣ କରି ଆସୁଥିଲେ।
ସେ କହିଥିଲେ କି ତାଙ୍କର ଓ ଦୀପିକା ଙ୍କ ମଧ୍ୟରେ ସେଭଳି କିଛି ହୋଇ ନାହିଁ ଆଉ ଦୀପିକା ଯେଉଁ ଶିଶୁ ଟିକୁ ତାଙ୍କର ବୋଲି କହୁଛନ୍ତି ସେ ତାଙ୍କର ନୁହେଁ। ହେଲେ ବର୍ତ୍ତମାନ୍ ଏହି ସବୁ କଥା ମିଛ ବୋଲି ପ୍ରମାଣ ହୋଇ ଯାଇଛି। ରିପୋର୍ଟ ଦ୍ବାରା ସବୁ ସତ ସାମ୍ନାକୁ ଆସି ଯାଇଛି।
ବର୍ତ୍ତମାନ୍ ଦିନେଶ କୌଣସି ଜାଗାରେ କହି ପାରିବେ ନାହିଁ କି ସେହି ପିଲାଟି ତାଙ୍କର ନୁହେଁ ବୋଲି। ବର୍ତ୍ତମାନ୍ ସେହି ପିଲାର ନିଜ ବାପା ର ସମ୍ପତ୍ତି ଉପରେ ସମ୍ପୁର୍ଣ୍ଣ ଭାବରେ ଅଧିକାର ରହିଛି।
ଆଇନ ରେ ମଧ୍ୟ ଏହି ବିଧି ବ୍ୟବସ୍ଥା ରହିଛି କି ସେ ପିଲା କୁ ସମସ୍ତ ଅଧିକାର ମିଳିବ। ଦିନେଶ ଓ ତାଙ୍କର ପରିବାର ଦୀପିକା ଙ୍କୁ ତାଙ୍କର ବୋହୂ ଆଉ ସେ ପିଲା କୁ ତାଙ୍କର ବଂଶ ର ପୁଅ ଭାବରେ ସ୍ବୀକାର କରି ନେବେ ତେବେ ତାଙ୍କ ପ୍ରତି ତାହା ଖୁବ୍ ଭଲ ହେବ।

Advertisement