Sep 18, 2023, 08:45 IST

ଦେହସୁଖ ପାଇଁ ମାଡ଼ି ବସୁଥିଲା ପେଟରେ ଛୁଆ ଦେଇ ଏବେ କହୁଛି....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ। ନୟାକୋଟ ଥାନା ରେ ଅଭିଯୋଗ କରିଛନ୍ତି ଜଣେ ନାବାଳିକା ଆଉ ତାଙ୍କ ବାପା।
Special report
ବନ୍ଧୁଗଣ ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିଜ ଶିଶୁ କନ୍ୟାର ବାପାର ପରିଚୟ ଦେବା ପାଇଁ ଥାନାର ଦ୍ବାରସ୍ଥ ହୋଇଛି। ଦଶମ ଶ୍ରେଣୀର ଛାତ୍ରୀରେ ପାଠ ପଢୁଥିଲେ ନାବାଳିକା ଜଣକ। ନାବାଳିକା ଜଣକ ସବୁବେଳେ ନିଜ ପ୍ରେମିକ ବରୁଣ ସହିତ ଫୋନ୍ ରେ କଥା ହେଉଥିଲେ। 
ଏହାପରେ ନାବାଳିକା ଜଣକ ସହିତ ପ୍ରେମିକ ବରୁଣ ଶା-ରୀ-ରି-କ ସଂପର୍କ ରଖିଲା। ଶେଷରେ ପ୍ରେମିକ ବରୁଣ ଶା-ରୀ-ରି-କ ସୁଖ ନେଲା ପରେ ନାବାଳିକା ଜଣକୁ ଗ-ର୍ଭ-ବ-ତୀ କରି ଦେଲା। ଆଉ ନାବାଳିକାକୁ ପ୍ରେମିକ ବରୁଣ ଧାମକାଇ ଶା-ରୀ-ରି-କ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା।
Special report
ଯେଉଁଥି ପାଇଁ ଗର୍ଭବତୀ ହୋଇଯାଇଥିଲା ନାବାଳିକା ଜଣକ। ଏହାପରେ ନାବାଳିକା ଜଣକ ବରୁଣ କୁ ବାହା ହେବା ପାଇଁ କହିଥିଲା। ହେଲେ ବରୁଣ ପ୍ରେମିକା ନାବାଳିକାକୁ ମନା କରି ଦେଇଥିଲା। 
ଏହାପରେ ପ୍ରେମିକ ବରୁଣ ନାବାଳିକାକୁ ଛାଡ଼ି ଚାଲଯାଇଥିଲା। ଏହାପରେ ବରୁଣ ନାବାଳିକା ଜଣକୁ ତାଙ୍କ ଘରକୁ ନେଇ ଯାଇଥିଲେ। ସେହିଠାରେ ନାବାଳିକା ଜଣକ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ।
Special report
ଯେଉଁ ଦିନ ନାବାଳିକା ଜଣକ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ ସେହି ଦିନ ବରୁଣ ର ପରିବାର ଲୋକେ ତାଙ୍କୁ ଖାଇବା ବଦଳରେ ଚାଉଳ ଦେଇଥିଲେ। ଏହାପରେ ନାନା ପ୍ରକାରର ନି-ର୍ଯ୍ୟା-ତ-ନାର ସମ୍ମୁଖୀନ ହୋଇଥିଲେ ନାବାଳିକା ଆଦିବାସୀ ଝିଅ। 
ସେ କିଛି ଉପାୟ ନପାଇ ବାପା ଘରକୁ ଶିଶୁ କନ୍ୟାକୁ ନେଇ ପଳେଇ ଆସିଥିଲେ। ଦଶ ମାସ ହେଇଯିବ ବାପ ଘରେ ରହୁଥିବା ପ୍ରେମିକା କୁ ମଧ୍ୟ ଦେଖିବାକୁ ଆସିଲା ନାହିଁ ପ୍ରେମିକ ବରୁଣ।
ଯାହାଫଳରେ ଦଶ ମାସର ଶିଶୁ କନ୍ୟାକୁ ଧରି ଥାନାର ଦ୍ବାରସ୍ଥ ହୋଇଛି ୧୬ ବର୍ଷର ନାବାଳିକା ଆଦିବାସୀ ଝିଅ। ତେବେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପ୍ରେମିକ ବରୁଣ ବେହେରା କୁ ପୋଲିସ ଗିରଫ କରି ନାହିଁ ବୋଲି ସୂଚନା ମିଳିଛି।

Advertisement