Sep 24, 2023, 10:51 IST

ଦେହ ସୁଖ ମେଣ୍ଟେଇବାକୁ ଦିନ ରେ ଦିଅର ଆଉ ରାତି ରେ ଶଶୁର ପାଖରେ ଶୋଉଥିଲା ଘର ର ବଡ଼ ବୋହୂ , ହେଲେ ଅଚାନକ ଦିନେ ଯାହା ହେଲା...

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟରେ ସବୁ କ୍ଷେତ୍ର ରେ ଖରାପ କାମ କରା ଯାଉଚି।ପ୍ରତ୍ୟେକ ଲୋକ ଏବେ ନିଶା ଦ୍ରବ୍ୟ ସେବନ କରୁଛନ୍ତି।ସରକାର ଏ ବିଷୟରେ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।ତଥାପି କିଛି ଲୋକ ମାନେ ନିଶା ଦ୍ରବ୍ୟ କୁ ଛାଡି ପାରୁ ନାହାନ୍ତି।
Special report
ଏହା କୁ ବିକୁ ଥିବା ଲୋକ ମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉଛି।ତଥାପି ଲୋକ ମାନେ ଲୁଚାଇ ଏହି ନିଶା ଦ୍ରବ୍ୟ ଗୁଡ଼ିକୁ ବିକ୍ରୀ କରୁଛନ୍ତି।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ର ମାନସରୋବର ନାମକ ସ୍ଥାନ ରେ।ଏଠାରେ ନଣଦ ଭାଉଜ ମିଶି କିଛି ଖରାପ କାମ କରୁଥିଲେ।ଯାହାକୁ କି ପୋଲିସ ଧରି ପକାଇଛି।
ସୂଚନା ଅନୁସାରେ ନଣଦ ଭାଉଜ ମିଶି କିଛି ନିଶା ଦ୍ରବ୍ୟ ଲୋକ ମାନଙ୍କୁ ବିକ୍ରୀ କରୁଥିଲେ।ତାଙ୍କ ପାଖରେ କିଛି ଲାଇସେନ୍ସ ନ ଥିଲା।ଉଭୟ ଚୋରା କାମ କରି ଗତ କିଛି ବର୍ଷ ହେବ ମଦ ଗଞ୍ଜେଇ ଅଫିମ ଭଙ୍ଗା ବିକ୍ରୀ କରୁଥିଲେ।ଏହା ଦ୍ବାରା ତାଙ୍କର ପ୍ରଚୁର ଲାଭ ହେଉଥିଲା।
ଓ କୋଟି କୋଟି ଟଙ୍କାର ସେମାନେ ମାଲିକ ହୋଇ ଥିଲେ।ସେହି ମହିଳା ଦୁଇ ଜଣ ଙ୍କ ନାମ ହେଉଚି ସାବିତ୍ରୀ ଝଂଶୀ ଓ ପ୍ରେମା ଝାଂଶି।ପୋଲିସ ଆମାଗଡ କାଚି ନିକଟ ରେ ପହଞ୍ଚି ଥିଲା।ଏହା ପରେ ଭାଉଜ ଜଣକ ଫେରାର ହୋଇ ଯାଇଥିବା ବେଳେ ନଣଦ ଧରା ପଡ଼ି ଯାଇଥିଲେ।
Special report
ଅଭିଯୁକ୍ତ ସାବିତ୍ରୀ ଙ୍କ ପାଖରେ ୪୨୬ ଗ୍ରାମ ଗଞ୍ଜେଇ,୫.୪୦ ଗ୍ରାମ ଭାଙ୍ଗ,ଓ ୮.୮୮ ଟଙ୍କା ରହି ଥିବା ବେଳେ ପ୍ରେମା ଙ୍କ ପାଖରୁ ୫୨ ଗ୍ରାମ ଗଞ୍ଜେଇ ଜବତ କରି ଥିଲା ପୋଲିସ।ଯେତେବେଳେ ସାବିତ୍ରୀ ଙ୍କୁ ଏ ବିଷୟ ରେ ପୋଲିସ ପଚାରି ଥିଲା ସେ କହିଥିଲେ କି ତାଙ୍କ ଭାଉଜ ଏଭଳି କାମ କରନ୍ତି।
ସେ ଲୁଚି ଲୁଚି ଏହାକୁ ବିକ୍ରୀ କରନ୍ତି।ଚାରି ପାଞ୍ଚ ଦିନ ତଳେ ତାଙ୍କ ଭାଉଜ ତାଙ୍କ ଠାରୁ କିଛି ଭାଙ୍ଗ ପୁଡିଆ କରି ନେଇଥିଲେ।ଏହାକୁ ନେଇ ସେ ଭାରି ଦର ରେ ଅନ୍ୟ ମାନଙ୍କୁ ବିକ୍ରୀ କରିଥିଲେ।
ଏବେ ପୋଲିସ ସାବିତ୍ରୀ ଙ୍କ ଭାଉଜ ଙ୍କୁ ଖୋଜୁଛି।ଖୁବ୍ ଶୀଘ୍ର ତାଙ୍କର ସନ୍ଧାନ ମିଳିବ ବୋଲି କୁହା ଯାଉଚି।ଅନ୍ୟ ପଟେ ପ୍ରେମା ମଧ୍ୟ କହିଛନ୍ତି କି ସେ ଭାଙ୍ଗ ପୁଡିଆ କରି ପାଖାପାଖି ଗାଁ ର ଲୋକ ମାନଙ୍କୁ ସେ ବିକ୍ରୀ କରନ୍ତି।ଏହା ଦ୍ବାରା ତାଙ୍କର ପ୍ରଚୁର ଲାଭ ହୁଏ।ସେମାନେ ଏଥିରେ ନିଜ ନିଜ ପରିବାର କୁ ଚଲାନ୍ତିି।

Advertisement