Mar 22, 2024, 17:45 IST

କେମିତି ଥିଲା ବରିଷ୍ଠ ନେତା ସ୍ବର୍ଗତ ଦାମୋଦର ରାଉତଙ୍କ ଜୀବନ ଜାଣନ୍ତୁ ସମ୍ପୂର୍ଣ ବିବରଣୀ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଆଜି ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ବିଜେଡି ଦଳର ବରିଷ୍ଠ ନେତା ଦମଦାର ରାଉତଙ୍କୁ ଜାଣିଥିବେ ।
Viral
ଏହି ନେତା ଜଣକ ବହୁତ ଭଲ କାମ କରନ୍ତି । ବରିଷ୍ଠ ବିଜେଡି ନେତା ଦମଦାର ରାଉତ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସହରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ।
ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ବୋହୋସ ହୋଇ ଯାଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । 
ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । ମେଡ଼ିକାଲରେ କିଛି ସମୟ ରହିବା ପରେ ତାଙ୍କର ଦେହାନ୍ତ ହୋଇଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।
Dama
ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ଭାବରେ ବେଶ ଜଣାଶୁଣା ଥିଲେ ଦମଦାର ରାଉତ । ସେ ପ୍ରଥମେ ଜନତା ଦଳ ଆଉ ପରେ ବିଜେଡିରୁ ମୋଟ ୭ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ । ସେ ବିଭିନ୍ନ ବିଭାଗର ଦାୟିତ୍ବ ମଧ୍ୟ ତୁଲାଇ ଥାଆନ୍ତି । ସେ ନିଜକୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବଟ ଶିଷ୍ୟ ବୋଲି କହିଥାନ୍ତି । 
ସେ ସବୁବେଳେ ତାଙ୍କ ରୋକ୍ ଠୋକ୍ ବୟାନ ପାଇଁ ଚର୍ଚ୍ଚାରେ ଥିଲେ । ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ମିଶିଥିଲେ । ୧୯୭୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ
ତାଙ୍କର ବିସ୍ଫୋରକ ବୟାନ ପାଇଁ ସେ ଦଳରୁ ବାହାରିଥିଲେ । ୨୦୧୯ ମସିହାରେ ବିଜେଡି ଦଳରୁ ସେ ନିର୍ବାଚନ ଲଢିଥିଲେ ଆଉ ପରାଜୟ ହୋଇଥିଲେ । ତାଙ୍କର ପରଲୋକରେ ରାଜ୍ୟର ରାଜନୀତିରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତାଙ୍କର ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।

Advertisement