Sep 21, 2023, 16:26 IST

ଦାଦା ସହ ଫେରାର ହେଲା ବୋହୂ ଦେଖନ୍ତୁ ଆସିଲା ସାଙ୍ଘାତିକ ଖବର ଦେଖି ହେଲେ ସମସ୍ତେ ଆଶ୍ଚର୍ଯ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ।
Special report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ବୋହୂ ହୋଇ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ବୋହୂ ଜଣକ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।
ଆଉ ଏହି ବୋହୂ ଜଣକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ବୋହୂ ଜଣଙ୍କର ଶାଶୁ ଗଣମାଧ୍ୟମ ଆଗରେ ଏହିସବୁ କଥା କହିଛନ୍ତି । ସେ କହିଛନ୍ତି ମାଘ ମାସ ଶେଷ ତିଥିରେ ତାଙ୍କ ପୁଅ ସହ କଳପଥରର ଗୋଟିଏ ଝିଅ ସହିତ ବାହାଘର କରାଇଥିଲେ ।
Special report
ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବାହାଘର ହୋଇଥିଲା । ବାହାଘର ପରେ ଦେଢ଼ ମାସ ସେ ଶାଶୁଘରେ ରହିଲେ । ଆଉ ଏହାପରେ ସେ ତାଙ୍କର ଏକ ସମ୍ପର୍କୀୟ ଦାଦାଙ୍କ ଘରକୁ ଯାଇଥିଲା । ଆଉ ସେଠାରେ ସେ ରହୁଥିଲେ ।
ଏହି କଥା ଶାଶୁଘର ଲୋକେ ଜାଣିଲେ କିନ୍ତୁ ସେ ତାଙ୍କ ସମ୍ପର୍କୀୟ ବୋଲି କିଛି କହିନଥିଲେ । ଏହାପରେ ସେଠାରେ ଦେଢ଼ ମାସ ରହି ବୋହୂ ଶାଶୁ ଘରକୁ ଆସିଲା । ଆଉ ଏହାପରେ ତାର ସବୁ ସୁନା ତାଙ୍କ ଘରେ ରଖିଥିଲେ ।
Special report
ବୋହୂ ଘରକୁ ଆସିବା ପରେ ସେ ତାଙ୍କ ପୁଅକୁ ପାଖରେ ପୁରାଉ ନଥିଲା ବୋଲି ଶାଶୁ ଜଣକ କହିଛନ୍ତି । ଆଉ ଶାଶୁ ଘରେ ନଥିବା ବେଳେ ବୋହୂ ଶଶୁରଙ୍କୁ କେଉଁଆଡେ ଯିବାକୁ କହି କାହା ସହିତ ପଳାଇ ଯାଇଛନ୍ତି ବୋଲି ଶାଶୁ ଜଣକ ଅଭିଯୋଗ ଆଣିଛନ୍ତି । 
ଏହି ବୋହୂ ଜଣକ ତାଙ୍କର ସମ୍ପର୍ଜୀୟ ଦାଦା ଯାହାଙ୍କ ଘରେ ରହୁଥିଲେ ତାଙ୍କ ସହିତ ପଳାଇଛନ୍ତି ବୋଲି ତାଙ୍କ ଶାଶୁ ସନ୍ଦେହ କରୁଛନ୍ତି । ଏହି ବ୍ୟକ୍ତି ଜଣକ ନାମ ହେଉଛି ଅକ୍ଷୀ । ସେ ତାଙ୍କୁ ପୂର୍ବରୁ ଭଲ ପାଉଥିଲେ ଆଉ ତାଙ୍କର ଅନେକ ପ୍ରମାଣ ମଧ୍ୟ ଅଛି ।
ଏବେ ଶାଶୁ ଜଣକ ଚାହୁଁଛନ୍ତି ତାଙ୍କ ବୋହୂ ଯଦି ଫେରିବେ ଫେରନ୍ତୁ ନହେଲେ ତାଙ୍କ ପୁଅ ସହ ସବୁ ସମ୍ପର୍କ କାଟି ଦିଅନ୍ତୁ । ତାଙ୍କର ଗୋଟିଏ ପୁଅ ଆଉ ସେ ଆଉ କୌଣସି ଜାଗାରେ ତାଙ୍କୁ ବିବାହ କରି ଖୁସିରେ ରହିବେ । ଏଭଳି ଅଭିଯୋଗ ଆଣିବା ପରେ ଏବେ ବୋହୂ ଜଣକ କଣ କରୁଛନ୍ତି ତାକୁ ହିଁ ଅପେକ୍ଷା ।

Advertisement