Updated: Mar 12, 2024, 19:17 IST

କ୍ରିକେଟ ମ୍ୟାଚରୁ ଫେରୁଥିଲେ ହଠାତ୍ ଜୀବନ ନେଇଗଲା ହାତୀ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Hati
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଆଜିକାଲି ସୋସିଆଲ ମିଡ଼ିଆ ସମସ୍ତଙ୍କ ପାଇଁ ଏକ ସୁବିଧା ହେଇଗଲାଣି କାରଣ ସହଜରେ ସବୁ ଖବର ଜାଣିବାକୁ ମିଳିଯାଉଛି।
ବନ୍ଧୁଗଣ ଗତକାଲି ଜଣେ ବ୍ୟକ୍ତି ରାତିରେ କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରୁଥିବା ସମୟରେ ଝରଘାଟି ନିକଟରେ ବଣୁଆ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଘରେ ପହଞ୍ଚିବାକୁ ମାତ୍ର କିଛିବାଟ ଥିଲା କିନ୍ତୁ ତାହା ପୂର୍ବରୁ ବଣୁଆ ହାତୀ ଆ-କ୍ର-ମ-ଣର ଶିକାର ହୋଇ ଜୀବନ ଚାଲିଗଲା।
Elephant
ହାତୀଟି ଦିନରେ ଜଙ୍ଗଲରେ ଲୁଚି ରହିଛି ଆଉ ରାତି ହେଲା ମାତ୍ର ଗାଁ ଭିତରକୁ ପଶି ଆସୁଛି। ବହୁତ ଲୋକଙ୍କ ଜୀବନ ନେଉଛି ଏହି ବଣୁଆ ହାତୀ। ଆଉ ବଣୁଆ ହାତୀ ହାବୁଡ଼ାରେ ପଡ଼ି ଅନେକ ଲୋକ ଗୁରୁତର ଆ-ହ-ତ ମଧ୍ୟ ହୋଇଛନ୍ତି। 
ସମ୍ବଲପୁର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ବସିଆପଡ଼ା ନିକଟ ଝରଘାଟି ଗାଁରେ ଘଟିଛି ଏଭଳି ଘଟଣା। ସୂଚନାମୁତାବକ ଡଖରା ପଞ୍ଚାୟତର ଯୁଧିଷ୍ଠିର ବେହେରା ନାମକ ଜଣେ ବ୍ୟକ୍ତି କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରୁଥିବା ସମୟରେ ଝରଘାଟି ନିକଟରେ ବଣୁଆ ହାତୀ ହାବୁଡରେ ପଡିଯାଇଥିଲେ।
ତେବେ ବଣୁଆ ହାତୀ ତାଙ୍କୁ ଆ-କ୍ର-ମ-ଣ କରିବାରୁ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲି ଯାଇଛି। ଏନେଇ ସଦର ବନବିଭାଗ ପକ୍ଷରୁ ଏ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

Advertisement