Updated: Mar 27, 2024, 18:46 IST

ମିଡ଼ିଆ ସାମ୍ନାରେ ଭୋ ଭୋ ହେଇ କାନ୍ଦିଲେ ନିଶା ମହାରଣା ଦେଖନ୍ତୁ ଆସିଲା ସବୁଠୁ ବଡ଼ ଖବର - Viral Video

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Viral
ତେବେ ବନ୍ଧୁଗଣ ନିଶା ମହାରଣା ହୋଲି ଦିନ କଂଗ୍ରେସ ର ଭବନକୁ ଯାଇଥିଲେ ଏବଂ ସେଠାରେ ହୋଲି ଖେଳିଥିଲେ କିନ୍ତୁ ତାପରେ ତାଙ୍କ ସହ କିଛି ଏମିତି ହୋଇଥିଲା ଯେ, ସେ ନିଜର କ୍ରୋଧ କୁ ଶାନ୍ତ କରିପାରି ନଥିଲେ। ନିଶା ଙ୍କୁ କଂଗ୍ରେସ ମହିଳା ନେତ୍ରୀ ଓ କର୍ମଚାରୀ କଂଗ୍ରେସ ଭବନରୁ ଧକ୍କା ମାରି ବିଦା କରିଦେଇଥିଲେ।
ଯେତେବେଳେ ନିଶା କଂଗ୍ରେସ ଭବନ ଆସିଥିଲେ ସେତେବେଳେ ସେ ସୁର ରାଉତରାୟ ସହ ହୋଲି ଖେଳିଥିଲେ। କିନ୍ତୁ ସୁର ରାଉତରାୟ ଗଲା ପରେ ନିଶା ଙ୍କୁ ଧକ୍କା ମାରି ବାହାର କରାଯାଇଥିଲା। 
Viral
ପରେ କଂଗ୍ରେସ ନେତ୍ରୀ କହିଥିଲେ ଯେ “ନିଶା ହେଉଛନ୍ତି ଜଣେ ଅସଭ୍ୟ ମହିଳା। ଏବଂ ସେ କଂଗ୍ରେସ ଭବନ କେବଳ ପ୍ରସିଦ୍ଧ ହେବା ପାଇଁ ଆସୁଛନ୍ତି ଏବଂ ସେ ଜଣେ ଖରାପ ମହିଳା। ତାଙ୍କୁ କେହି ବି କଂଗ୍ରେସ ଭବନ ଡାକି ନାହାଁନ୍ତି।
କଂଗ୍ରେସର ଏହି ମହିଳା ନେତ୍ରୀ ହେଉଛନ୍ତି ସୁଭଦ୍ରା ମିଶ୍ର। ସେ ଜିଲ୍ଲାର ଭାଇସ ପ୍ରେସିଡେଣ୍ଟ ଅଛନ୍ତି। ସେ ଆଗକୁ ନିଶା ମହାରଣାଙ୍କୁ ଖୋଲା ଚାଲେଞ୍ଜ କରି କହିଛନ୍ତି ଯେ ତାଙ୍କୁ ଲଙ୍ଗଳା କରି ବାଡ଼େଇବେ, ଏ ନେଇ ନିଶା ମଧ୍ୟ ଖୁବ ରାଗିଯାଇ କଂଗ୍ରେସ ନେତ୍ରୀ ସୁଭଦ୍ରା ଙ୍କୁ ଗାଳି କରିଛନ୍ତି। 
ତେବେ ବନ୍ଧୁଗଣ ବର୍ତମାନ ଏହାକୁ ନେଇ ନିଶା ମହାରଣା ଗଣମାଧ୍ୟମ ନିକଟରେ କହୁଛନ୍ତି ଯେ, ତାଙ୍କୁ ବିରୋଧ କରିଥିବା ନାରୀନେତ୍ରୀଙ୍କ ଘରକୁ ସେ ଯାଇନଥିଲେ।
କି ତାଙ୍କ ସ୍ୱାମୀ ସହିତ ରଙ୍ଗ ଖେଳି ନଥିଲେ ତେବେ ତାଙ୍କର ନିଶା ମହାରାଣାଙ୍କୁ କହିବାର କୌଣସି ଅଧିକାର ନାହିଁ। ସ୍ୱତନ୍ତ୍ର ଷଡଯନ୍ତ୍ର କରାହେଇଛି ତାଙ୍କ ପାଇଁ ବୋଲି ନିଶା ମହାରଣା କହିଛନ୍ତି। ଏବଂ ମୁଁ ମଳିକ ଜାତି ବୋଲି ମୋର କଣ ସମାଜରେ ବଞ୍ଚିବାର ଅଧିକାର ନାହିଁ, ଏମିତି କହିଛନ୍ତି ନିଶା ମହାରଣା।

Advertisement