Updated: May 7, 2024, 08:58 IST

ଭୂବନେଶ୍ବର ରେ କଲେଜ୍ ଛାତ୍ରୀ ବିକୁଛନ୍ତି ଦେହ...ଘଣ୍ଟା କୁ ୩୦୦ ହିସାବ ରେ ବିକୁଛନ୍ତି ଦେହ...

Hg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବଲାଙ୍ଗୀର ସହର ଏବେ ଏକ ସେ-କ୍ସ୍ ରାକେଟ କୁ ଧରିଛି ପୋଲିସ୍। କୌଣସି ସୂତ୍ରରୁ ବଲାଙ୍ଗୀର ଟାଉନ୍ ପୋଲିସ ଏହି ରାକେଟ ସମ୍ପର୍କରେ ସୁଚନା ପାଇଥିଲେ।
ଏହାପରେ ପୋଲିସ କାର୍ଯ୍ୟରତ ଥିବା ବେଳେ ରାତ୍ରୀ ସମୟରେ ହିଁ ଭଡ଼ା ଘରେ ସେମାନଙ୍କ ଉପରେ ଚଢ଼ାଉ କରିଥିଲେ। ଯେଉଁଠାରୁ ପୋଲିସ ଚାରିଜଣ ଯୁବତୀ ସହ ଚାରିଜଣ ଯୁବକ କୁ ଗିରଫ କରିଥିବା ମଧ୍ଯ ଜଣା ପଡ଼ିଛି।
Jg
ଦୀର୍ଘ ଦିନ ଧରି ଏହି ସେ-କ୍ସ୍ ରାକେଟ ଚାଲୁଥିବା ନେଇ ମଧ୍ୟ ସନ୍ଦେହ କରାଯାଉ ଥିଲା। ଅନେକ ଦୂର ଦୁରନ୍ତରୁ ଯୁବତୀ ଓ ଗ୍ରାହକ ଏଠାକୁ ଆସୁଥିବାର ଜଣା ପଡ଼ିଛି। ସେଠାରୁ ବୋହୂ ଆପତ୍ତି ଜନକ ଜିନିଷ ସହ ଔଷଧ ମଧ୍ଯ ଜବତ କରାଯାଇଛି।
ସେହିଭଳି ଭାବରେ ଜଣେ ମହିଳା ମଧ୍ଯ ଫେରାର ଥିବାର ଏବେ ଜଣା ପଡିଛି। ସେଥିପାଇଁ ପୋଲିସ ଏହି ଘଟଣାରେ ଏବେ ସବିଶେଷ ଭାବରେ ତଦନ୍ତ ମଧ୍ୟ ଜାରୀ ରଖିଥିବା ଜଣା ପଡ଼ିଛି।
ବଲାଙ୍ଗୀର ର ଏଡିପିଓ ପ୍ରଦୀପ ସାହୁ କହିଛନ୍ତି କି ଏହାର ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଷ୍ଟାଫ୍ ଏଠାରେ ଚଢ଼ାଉ କରିଥିଲେ। ଏହି ଘଟଣା ସହ ସଂପୃକ୍ତ ଥିବା ଚାରିଜଣ ଯୁବକ ସହ ଚାରିଜଣ
Hh
ଯୁବତୀଙ୍କୁ ପୋଲିସ ପଚରା ଉଚରା କରି ଅଧିକ ଘଟଣାର ତଦନ୍ତ ମଧ୍ୟ କରୁଛନ୍ତି। ତଦନ୍ତ ପରେ ହିଁ ଏହି ଘଟଣା ସହ ସଂପୃକ୍ତ ଥିବା ସବିଶେଷ ତଥ୍ୟ ମଧ୍ଯ ଜଣା ପଡ଼ିବ ବୋଲି ଏହା ପୋଲିସ୍ ଅଧିକାରୀ ମାନେ କହିଛନ୍ତି।
ଏହାକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏଭଳି ଘଟଣା ଘଟିଥିବା ଅଞ୍ଚଳରେ ମଧ୍ଯ ଅଞ୍ଚଳବାସୀ ସମ୍ପୁର୍ଣ୍ଣ ରୂପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହି ଘଟଣା ସଂପର୍କରେ ଅନେକ ତଥ୍ଯ ମଧ୍ୟ ସାମ୍ନା କୁ ଆସିବାରେ ଲାଗିଛି।
ଏହାକୁ ନେଇ ଏବେ ଅନେକ ଲୋକ ନିନ୍ଦା କରିଥିବା ବେଳେ ନିଜ ନିଜ ମତ ରଖିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement