Updated: Oct 30, 2023, 08:54 IST

କଲେଜ୍ ଯୁବତୀ ଜଣକ ବଳାତ୍କାର ଶିକାର ହେଲା ପରେ ଏକ ଯାଇଥିଲେ ରିପୋର୍ଟ ଲେଖେଇବାକୁ ହେଲେ ଏକା ପାଇ ପୋଲିସ ବି ଲୁଟିଲା ଇଜ୍ଜତ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରତିଦିନ ଆପଣ ମାନେ ଶୁଣୁ ଥିବେ ବ-ଳା-ତ୍କା-ର ଚୋ-ରି ହ-ତ୍ୟା ଭଳି ଅନେକ ଘଟଣା।ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର କାନପୁର ଜିଲ୍ଲାରେ।ଏଠାରେ ଜଣେ ୧୫ ବର୍ଷୀୟ ଝିଅ କୁ ଗଣ ବ-ଳା-ତ୍କା-ର କରା ଯାଇଛି।ହେଲେ ପୋଲିସ ମାନେ ଏଫ୍ ଆଇ ଆର ଲେଖିବା ବଦଳ ରେ ଝିଅ କୁ ବୁଝାଇବାକୁ ଆରମ୍ଭ କଲେ।
ସୂଚନା ଅନୁସାରେ ଉତ୍ତରପ୍ରଦେଶ ର ସରକାର ଝିଅ ମାନଂକ ସୁରକ୍ଷା ପାଇଁ ସବୁ ବେଳେ ଭାଷଣ ଦେଇ ଥାଆନ୍ତି।ଯେଉଁ ମାନେ ଝିଅ ମାନଂକ ସହିତ ଖରାପ ବ୍ୟବହାର ଦେଖାଉଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆ ଯିବ ବୋଲି କହୁଛନ୍ତି।
Special report
ହେଲେ କଣ ପାଇଁ ନାବାଳିକା ଝିଅ ଜଣକ ଏ ଯାଏଁ ନ୍ୟାୟ ପାଇ ନାହିଁ ବୋଲି ସମସ୍ତେ ପ୍ରଶ୍ନ ଉଠାଇ ଛନ୍ତି।ସୂଚନା ଅନୁସାରେ ରେ ନାବାଳିକା ଝିଅ ଟି ତାର ଭାଇ ମାନଙ୍କ ସହିତ ମେଳା ବୁଲିବା ପାଇଁ ଯାଇ ଥିଲା।ସେଠାରେ ମେଳା ଦେଖି ଅନେକ ରାତି ରେ ଘର କୁ ଫେରୁ ଥିଲା।
ହେଲେ କିଛି ଯୁବକ ମାନେ ତାର ପିଛା କରି ଆସି ପହଞ୍ଚି ଥିଲେ।ଏହା ପରେ ତା ସହିତ ସେମାନେ ଜୋର୍ ଜବରଦସ୍ତି କରି ଥିଲେ।ଗୋଟିଏ ଘର ଭିତର କୁ ନେଇ ତାକୁ ସମସ୍ତେ ମିଶି ଗ-ଣ ଦୁ-ଷ୍କ-ର୍ମ କରୁଥିଲେ।ଏହା ପରେ ତାକୁ ଛାଡି ଦେଇଥିଲେ।
ଏହା ପରେ ଝିଅ ଟି ନିଜ ମା ସହିତ ପୋଲିସ ଥାନା ରେ ପହଞ୍ଚି ଥିଲେ।ସେଠାରେ କେହି ପୋଲିସ ନ ଥିଲେ।ଜଣେ ଦାରୋଗା କହିଲେ କି ତମେ କେବେଳ ଖରାପ ବ୍ୟବହାର ପାଇଁ ଏଫ୍ ଆଇ ଆର ଲେଖ।ନହେଲେ ନିଜ ଝିଅ ଟି ବଦନାମ ହେବ।
Special report
ଓ କାଲି ଆସି ରିପୋର୍ଟ ଲେଖିବ।ଯଦି ବ-ଳା-ତ୍କା-ର ବିଷୟ ରେ ଲେଖିବ ତେବେ ସେ ତିନି ଜଣ କୁ ଧରା ଯିବ।ଓ ତିନି ମାସ ପରେ ଛଡା ଯିବ।
ଏପରି କଥା କହି ଝିଅ କୁ ଏଫ୍ ଆଇ ଆର ଲେଖିବାକୁ ଦିଆ ଯାଇ ନ ଥିଲା।ଏହା ପରେ ଏ ବିଷୟ ରେ ପୁନର୍ବାର ସେ ଥାନା ର ଦ୍ବାରସ୍ଥ ହୋଇ ଥିଲା।ଏବେ ଆଶା କରା ଯାଉଛି ଯେ ତାକୁ ନ୍ୟାୟ ମିଳିବ।

Advertisement