ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ଲୋକ ମାନେ କିଭଳି ନିନ୍ଦନୀୟ କାର୍ଯ୍ୟ ମାନ କରୁଛନ୍ତି।ପ୍ରତ୍ୟେକ ପୁରୁଷ ଓ ନାରୀ ପ-ର-କ୍ରି-ୟା-ପ୍ରୀ-ତି ରେ ଲିପ୍ତ ରହୁଛନ୍ତି।ଜଣେ ବିବାହିତ ନାରୀ ସହିତ ଅନ୍ୟ ଜଣେ ବିବାହିତ ନାରୀ ସମ୍ପର୍କ ରହୁଛି।
ଏହା ପ୍ରକୃତ ରେ ଏକ ନିନ୍ଦନୀୟ ଘଟଣା।ବର୍ତ୍ତମାନ ସମାଜ ରେ ପ୍ରତ୍ୟେକ ଲୋକେ ହେଉଛନ୍ତି ଏପରି।ଯିଏ ଧରା ପଡ଼ି ଗଲା କେବଳ ତାକୁ ଦୋଷ ଦେବା ଠିକ୍ ନୁହେଁ।ଯିଏ ବି ଏହି ଭିଡିଓ ଗୁଡା କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରୁଛି।ସେ ହେଉଛି ବହୁତ ବଡ ଖରାପ ଲୋକ।
ଯଦି ସମସ୍ତେ ଭଦ୍ର ଲୋକ ତେବେ ଏହି ଓୟେ ହୋଟେଲ କଣ ପାଇଁ ହୋଇଛି।ପ୍ରତ୍ୟେକ ଦିନ ଭୁବନେଶ୍ଵର ଓୟେ ହୋଟେଲ ଗୁଡ଼ା ପୁରା ଲୋକ ଫୁଲ ଥାଆନ୍ତି।ତେବେ ଯାଉଚି କିଏ ସେଠାକୁ।
ସାମାଜିକ ଆଦର୍ଶ ରେ ଦେଖିଲେ ଏହା ଏକ ବହୁତ ବଡ ଭୁଲ।କିନ୍ତୁ ଆଇନ ଅନୁସାରେ ଦେଖିଲେ ଏହା ଠିକ୍।୨୩ ସେପ୍ଟେମ୍ୱର ୨୦୧୭ ମସିହା ରେ ଏକ ଚାର୍ଜ ସିଟ ଆସିଥିଲା।ଏଥିରେ ମାନ୍ୟବର ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ।ତାଙ୍କ ମତ ରେ ପ୍ରତ୍ୟେକ ମଣିଷ କୁ ମଣିଷ ଭଳି ବଞ୍ଚିବାର ଅଛି।ସେ ନାରୀ ହୁଅନ୍ତୁ କି ପୁରୁଷ ହୁଅନ୍ତୁ।
ସୁପ୍ରିମ କୋର୍ଟ ସ୍ତ୍ରୀ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ସ୍ଵାଧୀନତା ଦେଇଚି।୨୦୨୩ ସେପ୍ଟେମ୍ବର ମାସ ରେ ଏକ ଚାର୍ଜ ସିଟ ଆସିଥିଲା।ଏଥିରେ ଲେଖା ଥିଲା କି ଆଗରୁ କେବଳ ପୁରୁଷ ମାନେ ପ-ର-କ୍ରି-ୟା-ପ୍ରୀ-ତି କଲେ ଦଣ୍ଡ ପାଉଥିଲେ।
ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇଥିଲେ।ଏହା ସହିତ ଫାଇନ ମଧ୍ୟ ଦେଇଥିଲେ।କିନ୍ତୁ ଏବେ ମହିଳା ମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆ ଯିବ।ନାରୀ ପୁରୁଷ ସମାନ।ସେମାନଙ୍କ ଭିତରେ କିଛି ବାଛ ବିଚାର କରିବା ଉଚିତ ନୁହେଁ।ଧାରା ୨୧ ରେ ଲେଖା ହୋଇଛି ଯେ ସମ୍ମାନ ର ସହିତ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି।
ଓ ଧାରା ୧୪ ରେ ଲେଖା ହୋଇଛି ଯେ ଦୁଇ ଜଣ ଯାକ ସମାନ।ତେବେ ସବୁ କ୍ଷେତ୍ର ରେ ଜଣେ ମହିଳା ଙ୍କୁ କାହିଁକି ଛଡ଼ା ଯିବ।ଜଣେ ପୁରୁଷ ଙ୍କୁ କାହିଁକି ଦଣ୍ଡ ଦିଆ ଯିବ।ଗୋଟିଏ ଲୋକ ର ଶରୀର ସେ କାହା ସହିତ ସମ୍ପର୍କ ରଖିବ ଏହା ତାର ନିଜର ଇଛା।ଏହାକୁ ସେ କାହାକୁ କାହିଁକି କହିବ।