ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାର୍ଷିକ ଭାବରେ ଏକ ଲକ୍ଷ ଯୁବକ ଯୁବତୀ ମାନଙ୍କୁ କରାଯିବ ଦକ୍ଷ। ଏହି ଯୋଜନା ପାଇଁ ଖର୍ଚ୍ଚ ହେବାକୁ ଯାଉଛି ୩୮୫ କୋଟି ଟଙ୍କା। ନୁଆ ଓଡ଼ିଶା ଯୋଜନା କୁ ମିଳି ଯାଇଛି ବର୍ତ୍ତମାନ ସମୟରେ ଅନୁମୋଦନ ।
ଶେଷ ହୋଇ ସାରିଛି ବର୍ତ୍ତମାନ ସମୟରେ ରାଜ୍ୟର କ୍ୟାବିନେଟ୍ ବୈଠକ। ଏଥିରେ ୧୯ ଟି ନୁଆ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି। ନୁଆ କ୍ୟାବିନେଟ୍ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି।
ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷ ଯୁବକ ଯୁବତୀ ଙ୍କୁ କରାଯିବ ଦକ୍ଷ। ଏଥିପାଇଁ ଏବେ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଯୁବତୀ ଯୁବକ ମାନଙ୍କ ପାଇଁ ଇ ପାଠ୍ୟ ଦାନର ବ୍ୟବସ୍ଥା କରାଯିବ।
ଯାହାକି ଯୁବକ ଓ ଯୁବତୀ ମାନଙ୍କୁ ବିଶେଷ ଭାବରେ ସାହାଯ୍ୟ କରିବ। ଆଉ ରାଜ୍ୟରେ ୩୦ ଟି ଜିଲ୍ଲାରେ ଏହା ଆରମ୍ଭ ହେବାକୁ ଥିବା ବେଳେ ଦକ୍ଷତା ବିକାଶ ପାଇଁ ମଧ୍ଯ ସୁଯୋଗ ପ୍ରଦାନ କରାଯିବ। ରାଜ୍ୟରେ ନୁଆ ନୁଆ ଲ୍ୟାବ ର ମଧ୍ୟ ପ୍ରତିଷ୍ଠା କରାଯିବ।
ନାଇଜର ତରଫରୁ ମଧ୍ୟ ଏକ କ୍ୟାନ୍ସର ହସ୍ପିଟାଲ ହେବା ପାଇଁ ଯାଉଛି। ଏଥିପାଇଁ ୪୮.୮୪୨ ଏକର ଜମି ପ୍ରଦାନ କରିବାକୁ ଯାଉଛନ୍ତି ସରକାର। ପୁରୀ ଗୋପ ଭଳି ଅନେକ ଅଞ୍ଚଳରେ ହେବାକୁ ଯାଉଛି ପାନୀୟ ଜଳ ପ୍ରକଳ୍ପ।
ଓଡ଼ିଶାରେ ଟେଲିଗ୍ରମ୍ ଓ ଟାୱାର ର ସଂଶୋଧନ ପାଇଁ ମଧ୍ୟ ମିଳି ସାରିଛି ମଜୁରୀ। ଆଉ ଏହା ଦ୍ବାରା ଏବେ ଓଡ଼ିଶାର ପୁରା ରୂପ ରେଖା ବଦଳି ବାକୁ ଯାଉଛି। ଏହା ଦ୍ବାରା ଓଡ଼ିଶାର ଏକ ବଡ଼ ପରିବର୍ତ୍ତନ ହେବ।
ବ୍ୟାଙ୍କ ଶାଖା ନଥିବା ଅଞ୍ଚଳକୁ ମଧ୍ଯ ମିଳିବାକୁ ଯାଉଛି ବ୍ୟାଙ୍କିଙ୍ଗ ସୁବିଧା। ଏଭଳି ଭାବରେ ଆଗକୁ ଓଡ଼ିଶାର ସଂପୂର୍ଣ୍ଣ ଭାବରେ ରୂପରେଖ ବଦଳି ବାକୁ ଯାଉଛି ଏହା ଦ୍ଵାରା ଓଡ଼ିଶାର ମଧ୍ୟ ସଂପୂର୍ଣ୍ଣ ଭାବରେ ରୂପରେଖ ବଦଳି ଯିବାକୁ ଯାଉଛି।
ତେବେ ଏହା ସମ୍ପର୍କରେ ଶୁଣିବା ପରେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ। ଏହି କଥା ଏବେ ସାରା ଓଡ଼ିଶାରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।