Nov 24, 2023, 16:26 IST

ଚାଲିଥିଲା କ୍ଲାସ ହଠାତ୍ ଛାତରୁ ପଡିଗଲେ ଦଶମ ଶ୍ରେଣୀ ଛାତ୍ରୀ ଦେଖନ୍ତୁ ଚାହୁଁ ଚାହୁଁ ହୋଇଗଲା କିଛି ଏମିତି

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ସୋନଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ । ଏହି ଖବର ଏବେ ଚର୍ଚ୍ଚାରେ ଅଛି । ଶିକ୍ଷକ ପାଠ ପଢ଼ାଉଥିବା ସମୟରେ ଏଭଳି ଘଟଣା ଘଟିଛି ।
Special
ଶିକ୍ଷକ ଜଣକ ଦଶମ ଶ୍ରେଣୀର କ୍ଲାସ ନେଉଥିଲେ । ଆଉ ଛାତ୍ରୀ ଜଣକ ଛାତକୁ ଯାଇ ଡେଇଁ ପଡ଼ିଲେ । ଏବେ ଏହି ଛାତ୍ରୀ ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଛାତ୍ରୀ ଜଣଙ୍କର ଚିକିତ୍ସା ଚାଲିଛି । 
ଶିକ୍ଷକ ଜଣକ ପାଠ ପଢ଼ାଉଥିଲେ । ଆଉ କ୍ଲାସରୁ ଜଣେ ଛାତ୍ରୀ ବାହାରି ଆସିଥିଲେ । ଏହି ଛାତ୍ରୀ ଜଣଙ୍କର ହଠାତ୍ କଣ ହେଲା ସେ ଖସି ପଡ଼ିଲେ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ଛାତ୍ରୀ ଜଣଙ୍କର ନାମ ହେଉଛି ଆରାଧନା ମିଶ୍ର । ଆଉ ଏହି ଛାତ୍ରୀ ଜଣଙ୍କୁ ଛାତ ଉପରେ ଥାଇ ଆହୁରି କିଛି ଛାତ୍ରଛାତ୍ରୀ ଦେଖୁଥିଲେ ।
Special report
ଆରାଧନା ଚେତା ଶୂନ୍ୟ ହେବା ମାତ୍ରକେ ଯେଉଁ ଛାତ୍ରଛାତ୍ରୀ ଦେଖୁଥିଲେ ସେମାନେ ବି ଚେତା ଶୂନ୍ୟ ହୋଇ ପଡିଲେ । ହଠାତ୍ ଏଭଳି କଣ ହୋଇଗଲା ଯେଉଁଥିପାଇଁ ଏଭଳି ଘଟଣା ଘଟିଥିଲା । 
୧୧ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ହଠାତ୍ ଏଭଳି ହୋଇଥିଲା । ଆଉ ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସହ ଆରାଧନା ମିଶ୍ର ମଧ୍ୟ ଚିକିତ୍ସିତ ହେଉଛନ୍ତି । ଆରାଧନା ମିଶ୍ର ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ।
Spr am
ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବାରିଚଲା ନିକଟରେ ଥିବା ଶ୍ରୀ ଚୈତନ୍ୟ ସ୍କୁଲରେ । ସ୍କୁଲର ପ୍ରିନ୍ସିପାଲ କହିଛନ୍ତି କି ଛାତ୍ରୀ ଜଣକ ହଠାତ୍ ଖସି ପଡ଼ିଥିଲେ । ତାପରେ ଯେଉଁ ୧୧ ଜଣ ଛାତ୍ରଛାତ୍ରୀ ଆରାଧନାଙ୍କୁ ଦେଖୁଥିଲେ ସେମାନେ କିଛି ଖାଇ ନଥିବା କାରଣରୁ ବେହୋସ୍ ହୋଇ ଯାଇଥିଲେ ।
ଏହି ସ୍କୁଲର ପ୍ରିନ୍ସିପାଲ ଏହି ଘଟଣା ସଂପର୍କରେ କହିଛନ୍ତି । ସେ କହିଛନ୍ତି ବାଇଓଲୋଜି କ୍ଲାସ ଚାଲିଥିଲା । ଆଉ ଆରାଧନା ବାନ୍ତି ଲାଗୁଛି ବୋଲି କହିଥିଲା । ସେ ହଠାତ୍ ଖସି ପଡିଥିଲା । ଏହାପରେ ତାଙ୍କୁ ଯେଉଁ ୧୧ ଜଣ ଛାତ୍ରଛାତ୍ରୀ ଦେଖୁଥିଲେ ସେମାନେ ମଧ୍ୟ କିଛି ଖାଇ ନଥିଲେ ଯେଉଁ କାରଣରୁ ସେମାନେ ଚେତା ଶୂନ୍ୟ ହୋଇ ଯାଇଥିଲେ ।
ସଙ୍ଗେ ସଙ୍ଗେ ଏହି ସବୁ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଗଲା । ଆଉ ଏହାପରେ ସେଠାରେ ଏହି ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ପହଞ୍ଚିଥିଲେ । ଏବେ ଛାତ୍ରଛାତ୍ରୀମାନେ ଭଲ ଅଛନ୍ତି ।

Advertisement